ବନ୍ଧୁଗଣ କୁନି ପିଲାଙ୍କ ଏକ ସୁନ୍ଦର ଡାନ୍ସ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ।ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଜଣେ କୁନି ବାଳକ ଏବଂ ବାଳିକାର ଏକ ଜବରଦସ୍ତ ଡାନ୍ସ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି।
ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।ତେବେ ଏହି ଭିଡିଓ ରେ ଯେଉଁ ପିଲାମାନେ ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।
ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଯାହାବି ହେଉ ପିଲା ମାନଙ୍କ ପ୍ରତିଟି କାର୍ଯ୍ୟ କଳାପ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ ଏବଂ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେହିପରି ଏଠାରେ ପିଲାମାନେ ଯେଉଁଭଳି ଭାବରେ ସୁନ୍ଦର୍ ହିନ୍ଦି ଗୀତରେ ନାଚୁ ଅଛନ୍ତି ଏବଂ ଯେଉଁଭଳି ଷ୍ଟେପ ପକାଉଛନ୍ତି, ହାତରେ ଏବଂ ଗୋଡ଼ରେ ସେମାନେ ତାଳ ପକାଉଛନ୍ତି ତାହା ଟିକେ ହଟକେ ଲାଗୁଛି।ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି।
ଏହାକୁ ଦେଖି ଅନେକ ପିଲା ଦୁଇଟିର ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି। ସେମାନେ ସଲମାନ୍ ଖାନ୍ ଙ୍କ ଏକ ଫିଲ୍ମ୍ ର ଗୀତ ଓ ହୋ ଜାନେ ଜାନା, ଧୁଣ୍ଡେ ତୁଝେ ଦିୱାନା ଗୀତରେ ବହୁତ ସୁନ୍ଦର୍ ଭାବରେ ମନଛୁଆଁ ଡାନ୍ସ କରୁଛନ୍ତି।ଏହି ଗୀତଟି ଯେମିତି ସୁନ୍ଦର୍ ପିଲା ମାନଙ୍କ ର ଡାନ୍ସ ବି ସେହିପରି ଆକର୍ଷଣୀୟ ଅଟେ। କୁନି ପିଲା ମାନଙ୍କ ଗେଟ୍ ଅପ ସାଙ୍ଗକୁ ତାଙ୍କର ଭିନ୍ନ ଅନ୍ଦାଜ ର ଡାନ୍ସ ଷ୍ଟାଇଲ କୁ ଯିଏ ବି ଦେଖୁଚି ସେ ପ୍ରଶଂସା କରୁଛି।ଏହି ଡାନ୍ସ ଭିଡିଓ କୁ ୪ କୋଟି ରୁ ଉର୍ଦ୍ଧ୍ବ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।