ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରୁ ଏହି ଭିଡ଼ିଓ ଟି ଅନ୍ୟତମ ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିଦ୍ଧାର୍ଥ ଟିଭି ରେ ସୁନ୍ଦର ଭାବରେ ଡାନ୍ସ ର ଯାଦୁ ଦେଖାଇଛନ୍ତି ଭାଉଜ ଜଣଙ୍କ | ଆଉ ଯାହା ସିଦ୍ଧାନ୍ତ ଟିଭି ଏକ ନିଆରା ପ୍ରୟାସ କରିଛି ଲୋକ ମାନଙ୍କର ପ୍ରତିଭାକୁ ପ୍ରକାଶ କରିବା ପାଇଁକି | ଆଉ ସୁନ୍ଦର ଭାବରେ ନିଜର ପୋରଫୋମେନ୍ସ ଦେଖାଇଛନ୍ତି ରିତୁ ଭାଉଜ | ଆଉ ମେଣ୍ଟର ଆଉ ଜର୍ଜ ମାନଙ୍କ ପାଖରୁ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଇଛନ୍ତି ମହିଳା ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆଉ ଆମେ ଜାଣିଛୁ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ବହୁତ ଆଗକୁ ଗଲାଣି, ଆଉ ଯେଉଁଠି ବିଭିନ୍ନ ପ୍ରକାରର ଚେନାଲ ମାଧ୍ୟମରେ ଆଜି କାଲି ପିଲା ଙ୍କ ଠୁ ଆରମ୍ଭ କରିକି ସବୁ ବୟସର ଲୋକ ମାନେ ତାଙ୍କର ପ୍ରତିଭା କୁ ପ୍ରକାଶ କରୁଛନ୍ତି | ଆଉ ଯାହା ଯୋଗୁଁ ବହୁତ ପ୍ରସଂଶା ଆଉ ସଂମାନ ର ମଧ୍ୟ ଅଧିକାରୀ ହେଉଛନ୍ତି | ତାହେଲେ ସେହିଭଳି ମହିଳା ମାନଙ୍କ ପାଇଁକି ଏକ ନିଆରା ପ୍ରୟାସ କରିଛନ୍ତି ସିଦ୍ଧାର୍ଥ ଟିଭି | ଆଉ ଯାହା ଯୋଗୁଁ ମହିଳା ମାନଙ୍କ ଭିତରେ ଥିଲା ଟେଲେଣ୍ଟ ଆଉ ସେମାନଙ୍କ ଭିତରେ ସୀମିତ ହେଇକି ରହୁନି ବାହାରକୁ ପ୍ରକାଶ ପାଉଛି | ଆଉ ଯାହା ଯୋଗୁଁ ସେ ସେମାନେ ମଧ୍ୟ ବିଭିନ୍ନ ପ୍ରକାରର ସୁଯୋଗ ମଧ୍ୟ ପାଉଛନ୍ତି |
ତେବେ ଯାହା ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ କି ଶ୍ରୀଜିଙ୍ଗ ଡାନ୍ସ କରୁଛନ୍ତି ରିତୁ ଭାଉଜ | ଆଉ ସୁନ୍ଦର ଭାବରେ ତାଙ୍କ ଏକ୍ସପ୍ରେସନ ମାଧ୍ୟମରେ ମଧ୍ୟ ନିଜର ପ୍ରତିଭା କୁ ଦେଖାଇଛନ୍ତି | ଆଉ ତାଙ୍କର ଏହି ଭଳି ସୁନ୍ଦର ପୋରଫୋମେନ୍ସ ରେ ଫିଦା ହେଇଯାଇଛନ୍ତି ଜୋଜେସ ମାନେ ଆଉ ତାଙ୍କୁ ବିଭିନ୍ନ ପ୍ରକାରର ଭଲ ଭଲ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି | ତେବେ ଯାହା ଜଣା ପଡିଛି କି ସିଦ୍ଧାର୍ଥ ଟିଭିରେ ନାଚ ଓଡିଶା ରେ ଜର୍ଜ ଭାବରେ ଅଛନ୍ତି ଶାଶ୍ୱତ, ପୁନମ, ଶିବାନୀ ଙ୍କ ସହିତ ସୁରୀୟମୟୀ | ଆଉ ବହୁତ ସୁନ୍ଦର ଭାବରେ ରିତୁ କରିଥିବା ଡାନ୍ସ ର ପ୍ରସଂଶା ମଧ୍ୟ କରିଛନ୍ତି |
ତେବେ ଯାହା ଜଣା ପଡିଛି କି ମହିଳା ମାନେ ମଧ୍ୟ ଆଜି କାଲି ଆଉ ପଛରେ ପଡିକି ରହି ନାହାନ୍ତି ଯୁଗର ବିକାଶ ହେବା ସଙ୍ଗେ ସଙ୍ଗେ ଲୋକ ମାନଙ୍କ ମଧ୍ୟରେ ଲୁଛି ରହିଥିବା ପ୍ରତିଭା ର ମଧ୍ୟ ବିକାଶ ହେବାରେ ଲାଗିଛି | ଆଉ ବିଭିନ୍ନ ପ୍ରକାରର ଶୋ ମାଧ୍ୟମରେ ସେମାନେ ନିଜର ପ୍ରତିଭାକୁ ଦେଖାଇ ପ୍ରଶଂସିତ ହେଉଛନ୍ତି | ଆଉ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।