Swastik Tv News Odisha

ଓଃ କି ଡ୍ୟାନ୍ସ ! Road ground ଉପରେ Saami Saami ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Cute ଯୋଡି… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କି ନାଚ ଆଉ ଗୀତ ଗୋଟିଏ ଏମିତି ଜିନିଷ ଯାହା ସମସ୍ତଙ୍କର ମନକୁ ମୁଗ୍ଧ କରେଇଦିଏ |ତେବେ ଆପଣ ମାନେ ତୋ ପ୍ରତେକ ଦିନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ଭିଡିଓ ତ ଦେଖିଥିବେ | କିନ୍ତୁ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହେଇଯିବ |ତେବେ ସେହି ଭଳି ଏକ ଭିଡିଓ ଆସିଛି ଯାହା ଆପଣ ମାନଙ୍କ ମନକୁ ମଧ୍ୟ ମୁଗ୍ଧ କରେଇ ଦେଉଛି | ତାହେଲେ ଆସନ୍ତୁ ସେହି କୁନି ଝିଅ ଦୁଇଜଣ ସାମି ଗୀତରେ ଡାନ୍ସ କରୁଥିବାର ଭିଡିଓ ଭାଇରାଲ ହେଉଛି, ଆସନ୍ତୁ ସେ ବିଷୟରେ ଅଧିକ କିଛି ଆଲୋଚନା କରିବା |

ତେବେ ମନକୁ ଖୁସି କରେଇ ଦେଇଥାଏ ଛୋଟ ଛୋଟ ଛୁଆ ମାନଙ୍କର ନାଚ | ସେ ନାଚ ହେଉ କି ଗୀତ ଯଦି ତାହା ଭଲ ଭାବରେ ହୋଇଥିବ ଆଉ ତାଳ ସହିତ ହେଉଥିବ ତାହେଲେ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ତାକୁ ପସନ୍ଦ କରିଥାନ୍ତି | ତେବେ ଯଦି ନାଚ ଟି ଭଲ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ଦର୍ଶକ ମାନେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି | ତେବେ ସେମିତି ଦୁଇ ଜଣ ଝିଅ ସାମି ଗୀତରେ ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି | ଆଉ ସେହି ଦୁଇ ଝିଅ ଷ୍ଟେଜ ଉପରେ ନାଚିଛନ୍ତି ଓ ଦୁଇଜଣ ସମାନ ଗେଟପ ନେଇଛନ୍ତି, ଆଉ ବହୁତ ଭଲ ଭାବରେ ଠୁମକା ମଧ୍ୟ ଲଗାଉଛନ୍ତି |

ତେବେ ସାମି ଗୀତରେ ନାଚି ପ୍ରସଂଶା ସାଉଁଟିଛନ୍ତି ଝିଅ ଦୁଇଜଣ |ତେବେ ଆଜିର ସମାଜରେ ଛୋଟ ହେଉ କି ବଡ ନିଜର ପ୍ରଶଂସା ନିଜେ ସାଉଁଟି ବା ସୋସିଆଲ ମିଡ଼ିଆ ଏକ ବଡ ମାଧ୍ୟମ ପାଲଟିଛି | ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଗୋଟିଏ ଡ୍ୟାନ୍ସ ଯେଉଁ ଡ୍ୟାନ୍ସ ରେ ଦୁଇଜଣ କୁନି ଝିଅ ସମାନ ଭାବରେ ଡ୍ରେସ ଓ ଗେଟପ ନେଇଛନ୍ତି ଓ ସୁନ୍ଦର ଗୀତ ରେ ନିଜର ପ୍ରତିଭା କୁ ଦର୍ଶକ ମାନଙ୍କୁ ଦେଖାଇଥିଲେ |

ତେବେ ସାମି ଗୀତ ରେ ଦୁଇଜଣ ଝିଅ ସମାନ ଭାବରେ ଡ୍ରେସ ପିନ୍ଧି ନାଚୁଛନ୍ତି ଆଉ ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି | ତେବେ ନିଜର ପ୍ରତିଭା ମାଧ୍ୟମରେ ଲୋକ ମାନେ ସମସ୍ତଙ୍କ ଠାରେ ପ୍ରଶଂସା ର ପାତ୍ର ହେଉଛନ୍ତି |ଏହି ଭଳି ଛୋଟ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭାକୁ ଦେଖାଇ ଭାଇରାଲ କରାଉଛନ୍ତି ଓ ସେମାନେ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଇଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.