Swastik Tv News Odisha

ଓଃ କି ଡ୍ୟାନ୍ସ ! Singer Arpita ଙ୍କ ସହ ଠୁମକା ଲଗେଇଲେ Viral Boy Santanu… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଅର୍ପିତା କୁ ଜାଣିଥିବେ , ନିଜର ସଂଗୀତ ମାଧ୍ୟମରେ ଲୋକ ମାନଙ୍କ ମନକୁ ଛୁଇଁ ପାରିଥିବା ଜଣେ ବେଶ ବହୁତ ବଡ଼ ସିଙ୍ଗର | ତେବେ ଅର୍ପିତା ଷ୍ଟେଜ ପରଫୋ ମେନ୍ସ କରିଛନ୍ତି ଜଣେ କୁନି ପୁଅ ସହିତ ଯିଏକି ନିଜର ସଂଗୀତ ମାଧ୍ୟମରେ ସାରା ଓଡିଶା ରେ ଏବେ ବେଶ ଜଣା ଶୁଣା ହେଇଛନ୍ତି ସେ ହେଉଛନ୍ତି ଶାନ୍ତନୁ |ତେବେ ଅର୍ପିତା ଓ ଶାନ୍ତନୁ କରିଥିବା ଏକ ଷ୍ଟେଜ ସୋ ର ଭିଡିଓ ଏବେ ବହୁତ ଜୋରରେ ଭାଇରାଲ ହେବାକୁ ଲାଗିଛି |

ତେବେ ଅର୍ପିତା ଜଣେ ବହୁତ ବଡ଼ ସିଙ୍ଗର ହୋଇଥିବା ବେଳେ, ଶାନ୍ତନୁ ମଧ୍ୟ ତାଙ୍କ ସହିତ ବହୁତ ସୁନ୍ଦର ଭାବରେ ସଂଗୀତକୁ ପ୍ରଦର୍ଶନ କରିଛନ୍ତି |ତେବେ କୁନି କଳାକାର ଜଣଙ୍କ ପ୍ରଥମେ ସାର୍ଥକ ଏଫ. ଏମ ରେ ପ୍ରଚଳିତ ହେଉଥିବା ବହୁ ଚର୍ଚ୍ଚିତ ରିୟାଲିଟି ସୋ ଓଡ଼ିଶା ର ନୂଆ ସ୍ୱର ନାମକ ଗୋଟିଏ ଏଡିସନ ରେ ଭାଗ ନେଇଥିଲେ | ସେଠାରେ ଜୋଜ ଭାବରେ ମଧ୍ୟ ଅର୍ପିତା ଥିଲେ |, ଆଉ ସେହି କୁନି ପୁଅଟିର ସ୍ୱରର ମଧୁରତା ଏତେ ଅଧିକ ଥିଲା କି ଯିଏ ବି ତାଙ୍କର ଗୀତ କୁ ଶୁଣୁଥିଲା ସେ ତାଙ୍କର ଦିୱାନୀ ହେଇଯାଉଥିଲା |

ତେବେ ସାଧାରଣତଃ କୁନି ପିଲାମାନଙ୍କର ଗୀତ ହେଉ ବା ସେ ନାଚ ହେଉ ଶୁଣିବାକୁ ସମସ୍ତେ ବେଶ ପସନ୍ଦ କରିଥାନ୍ତି, ତେଣୁ ଶାନ୍ତନୁ ଙ୍କର ବି ଗୀତକୁ ଓଡ଼ିଶା ର ଅଗଣିତ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ | ତେବେ ଏହି ମଞ୍ଚରେ ଜଣେ କୁନି ପୁଅ ଶାନ୍ତନୁ ଓ ତାର ସ୍ଵରର ଯାଦୁ ସମସ୍ତଙ୍କୁ ଏପରି ଘାଇଲା କରିଛି ଯାହାକୁ ଦର୍ଶକ ମାନେ ଭୁଲିପାରୁ ନାହାନ୍ତି ଓ ତାହା ସହିତ ଅର୍ପିତା ମଧ୍ୟ ଗୀତ ଗାଇଛନ୍ତି |ଏପରି ଗୀତ ସେ ଗାଇଛନ୍ତି ଓ ଠୁମକ ଲଗାଇଛନ୍ତି ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ତାହା ସହିତ ଦେଖୁଥିବା ଆମ ଓଡିଶା ଓ ଓଡ଼ିଶା ବାହାରେ ମଧ୍ୟ ଅଗଣିତ ଦର୍ଶକ ମାନଙ୍କ ମନକୁ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ କରିଛି ପାଗଳ |

ଆମେ ମାନେ ବଡ ପିଲା ଅପେକ୍ଷା ଛୋଟ ପିଲା ମାନଙ୍କର ପୋରଫୋମେନ୍ସ ସେ ଗୀତ ହେଉ ଵା ନାଚ ଅଧିକ ଦେଖିଥାଉ , ଓ ଦର୍ଶକ ମାନେ ମଧ୍ୟ ଛୋଟ ପିଲାମାନଙ୍କର ଷ୍ଟେଜ ପରଫୋରମେନ୍ସ କୁ ଅଧିକ ପସନ୍ଦ କରନ୍ତି | ଆଉ ଅର୍ପିତା ଓ ଶାନ୍ତନୁ ଙ୍କର ମିଳିତ ଗୀତ ସହିତ ଡାନ୍ସ କରିଛି ସମସ୍ତଙ୍କୁ ଦିୱାନା, ଯାହା ଫଳରେ ଦେଖୁଥିବା ଦର୍ଶକ ମାନେ ମଧ୍ୟ ଗୀତର ମଜା ନେବାକୁ ଲାଗିଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.