ବନ୍ଧୁଗଣ ଆଜି ଆମେ କୁନି ପିଲା ମାନଙ୍କର ଏକ ସୁନ୍ଦର୍ ମନଛୁଆଁ ଡାନ୍ସ କୁ ଆପଣ ମାନଙ୍କୁ ଦେଖାଇବୁ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ।
ଆଉ ଯଦି ଏହା କୁନି ପିଲାମାନଙ୍କ ର ଡାନ୍ସ ଭିଡିଓ ହୋଇଥାଏ ତେବେ ଏଥିପ୍ରତି ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପିଲାମାନଙ୍କର ଏହିପରି ଡାନ୍ସ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ।
ଯେତେବେଳ କେହି ଜଣେ ନାଚୁଥିବାର ଆପଣ ଦେଖିବାକୁ ପାଆନ୍ତି ସେତେବେଳ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କାରଣ ଡାନ୍ସ ଭିଡିଓ ଦେଖିବା ମାତ୍ରେ ଆମ୍ଭେ ସେହି ତାଳରେ ଅଜାଣତରେ ଗୋଡ଼ ଉଠାଇ ଦେଇ ଥାଉ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।
ଏଠାରେ କୁନି ପିଲା ଦୁଇଟି ସୁନ୍ଦର୍ ଭାବରେ ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ସମସ୍ତଙ୍କ ସମ୍ମୁଖରେ ଏହି ପିଲା ଦୁଇଟି ତାର ଡାନ୍ସ ର କ୍ୟୁଟ ପରଫାରମାନ୍ସ ଦେଖାଉଛନ୍ତି। ମ୍ୟୁଜିକ ଶୁଣି କୁନି ଝିଅ ଦୁଇଟି ସୁନ୍ଦର ଭାବରେ ତାଙ୍କର ଷ୍ଟେପ ପକାଉଛନ୍ତି। ସତେ ଯେମିତି ଗୀତର ତାଳେ ତାଳେ ସେମାନେ ଝୁମି ଝୁମି ନାଚୁଛନ୍ତି। ଏତେ ସୁନ୍ଦର ଭାବରେ ସେମାନେ ତାଙ୍କର କୁନି ହାତରେ ନାଚୁୁ ନାଚୁ ଭଙ୍ଗି ଦେଖାଇ ଏହି ନୃତ୍ୟ ପରିବେଷଣ କରୁଛନ୍ତି ତାଙ୍କୁ ଦେଖିଲେ ଆପଣ ଖୁସି ହେବା ସହିତ ନିଶ୍ଚିତ ପ୍ରଶଂସା କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।