ଓଃ କି ମସ୍ତି ! ନୂଆ ବୋହୂ ସିରିଏଲ set ରେ ପକୁଡି party ହେଲା , shoot ମଝିରେ କ’ଣ କଲୁ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନଙ୍କର ଜୀବନଶୈଳୀ କିପରି ହୋଇଥାଏ।ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଭାବରେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର ବି କରିଥାନ୍ତି। ସେହିପରି ସେଲିବ୍ରେଟିଙ୍କ ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଧରଣର ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ସେହିପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ହିତେଇଶା ବାଗ୍। ତାଙ୍କର ଅଭିନୟର ଅନ୍ଦାଜ ଏବଂ ଭିନ୍ନ ଧରଣର ଅଭିନୟର ଜଲୱା ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି। ସେ ତାଙ୍କ ଭଲପାଇବା ର ଯାଦୁରେ ଦର୍ଶକଙ୍କୁ କିମିଆ କରି ରଖିଛନ୍ତି।ଅନେକ ସମୟରେ ସେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ତାଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ତାଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି।ସେ ଏବେ ସମସ୍ତଙ୍କର ପ୍ରିୟର କଳାକାର ହୋଇ ପାରିଛନ୍ତି।

ତେବେ ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସେ ତାଙ୍କ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିଛନ୍ତି। ଏଥିରେ ଆପଣ ସୁଟିଂ ସେଟ୍ ରେ ହେଇଥିବା ଅନେକ ମଜା ମସ୍ତି ର ଦୃଶ୍ୟକୁ ଦେଖିବାକୁ ପାଇବେ। ଯେଉଁଭଳି ଭାବରେ ସେଠାରେ ଅନ୍ୟ କଳାକାର ମାନେ ମିଶି ମଜା ମସ୍ତି କରୁଛନ୍ତି ଏବଂ ପରସ୍ପର ଭିତରେ ଖୁସି ସେୟାର କରୁଛନ୍ତି ତାହା ଦେଖିଲେ ଆପଣ ବି ବହୁତ୍ ଖୁସି ହେବେ। ଆପଣ ଏଠାରେ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଭାବରେ ସେଟ୍ ରେ ସମସ୍ତେ ମିଶି ପକୁଡ଼ି ପାର୍ଟି କରୁଛନ୍ତି।

ସମସ୍ତଂକ ସହଯୋଗରେ ସେମାନେ ପକୁଡ଼ି ପ୍ରସ୍ତୁତ କରୁଛନ୍ତି। ପିଆଜ କାଟୁ କାଟୁ ବିଦୁସ୍ମିତା ଙ୍କ ଆଖିରେ ଲୁହ ଆସି ଯାଉଛି। ଏହାକୁ ଅନୁଭବ କରି ସେ କହୁଛନ୍ତି ସେମାନଙ୍କୁ ବହୁତ୍ ଧନ୍ୟବାଦ ଯେଉଁମାନେ ଘରେ ଏଭଳି ପ୍ରତିଦିନ କରିଥାନ୍ତି। ବିଦୁସ୍ମିତା ପିଆଜ କାଟି ତା ଦେହରେ ମସଲା ଗୋଳାଇବା ପରେ ବେସନ ପକାଇବା ପାଇଁ କହୁଛନ୍ତି। ଏହାପରେ ହିତେଇସା ସେଥିରେ ବେସନ ଢ଼ାଳୁ ଛନ୍ତି ଏବଂ ପରେ ପାଣି ଢ଼ାଳିବା ପରେ ବିଦୁସ୍ମିତା ଏହାକୁ ଭଲଭାବରେ ଗୋଳାଇ ପକୁଡ଼ି ଛାଣି ସମସ୍ତେ ମିଶି ଖାଉଛନ୍ତି।ଏହି ପକୁଡ଼ି ପାର୍ଟି ଏବଂ ସେଟ୍ ରେ ମଜା ମସ୍ତିର ଭିଡିଓ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment