Swastik Tv News Odisha

ଓଡ଼ିଆ actress ଶିବାନୀ ଏବଂ ତାଙ୍କ ମାଆଙ୍କ ଜବରଦସ୍ତ Dence ନିଆଁ ଭଳି ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ଓଡ଼ିଆ ସିନେମା ଜଗତରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ।ଉଭୟ ଛୋଟ ଓ ବଡ଼ ପରଦାରେ ସେମାନେ ବଡ଼ ଧମାକା ଦେଖାଇଥାନ୍ତି। ସେମାନଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥାଏ। ସେହିପରି ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ କନିଷ୍ଠ ନାୟିକା ହେଉଛନ୍ତି ଅଭିନେତ୍ରୀ ଶିବାନୀ ସଙ୍ଗୀତା। ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି। ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟର ଯାତ୍ରା ସିରିଏଲ ରୁ ଆରମ୍ଭ କରିଥିଲେ।

ଆଉ ଆଜି ସେ ଫିଲ୍ମ୍ ରେ ହିରୋଇନ୍ ଭାବରେ ବେଶ୍ ଦମଦାର ଭୂମିକାରେ ଅଭିନୟ କରୁଛନ୍ତି। ବାସ୍ତବିକ୍ ଭାବରେ ଏମିତି ରେ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ କାରଣ କଳାକାର ଙ୍କ ଜୀବନ ଶୈଳୀ ଟିକେ ଅଲଗା ଧରଣର। ତେଣୁ ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା। ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି। ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି।

ସେମାନଙ୍କର ପ୍ରତିଟି କଥା ତାହା ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଲାପ ର କଥା ହେଉ, ସେମାନଙ୍କ ର ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ।ସେହିଭଳି ଅଭିନେତ୍ରୀ ଶିବାନୀ ଓଡ଼ିଆ ଫିଲ୍ମ୍ ଏବଂ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ଅଟନ୍ତି। ତେବେ ତାଙ୍କର ଅଭିନୟ ର ଝଲକ ଆପଣ ଅନେକ ଫିଲ୍ମ୍ ମାନଙ୍କରେ ଦେଖିବାକୁ ପାଇଥିବେ। ଏହାଛଡା ଶିଶୁ କଳାକାର ଭାବରେ ଅନେକ ଧାରାବାହିକ ରେ ମଧ୍ୟ ସେ ସୁନ୍ଦର୍ ଅଭିନୟ କରି ଲୋକ ଲୋଚନକୁ ଆସିଥିଲେ।ତାଙ୍କର ଅଭିନୟ ନିଛକ ଭଳି ଲାଗିଥାଏ।

ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ଅନେକ ସମୟରେ ସେ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ଲାଇଭ ଆସିଥାନ୍ତି। ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ସେ ତାଙ୍କ ମାଆ ଙ୍କ ସହ ମିଶି ଜବରଦସ୍ତ ଡାନ୍ସ କରୁଛନ୍ତି। ନାଲି ରଙ୍ଗର ପୋଷାକ ରେ ସେ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି। ତାଙ୍କ ମାଆ ବି ତାଙ୍କ ଭଳି ସୁନ୍ଦର୍ ଡାନ୍ସ କରୁଛନ୍ତି। ଏହାଛଡ଼ା ଏହି ଭିଡିଓ ରେ ଶିବାନିଙ୍କ କିଛି ସୁନ୍ଦର୍ ମୁହୂର୍ତ୍ତର ଫଟୋ ମଧ୍ୟ ମିଳିଛି। ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.