Swastik Tv News Odisha

ଓଡ଼ିଶାରେ ବିଶ୍ୱର ସବୁଠାରୁ ବିରଳ କଇଁଛ, ବୟସ କୁଆଡ଼େ ୧୨୦ ବର୍ଷ, ଭଗବାନ ଙ୍କ ଉପରେ ବିଶ୍ୱାସ ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ପ୍ରତ୍ୟେକ ଦିନ ଆମ ସମାଜରେ ଅନେକ ପ୍ରକାର ଘଟଣା ଘଟି ଥାଏ। ଏହିସବୁ ଘଟଣା ବିଷୟରେ ଆମେ ଖୁବ ସହଜରେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆରେ। ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନେ ମଧ୍ୟ ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି।ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ।

ବନ୍ଧୁଗଣ ବେଳେ ବେଳେ ଆମେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥାଉ। ଏଭଳି କିଛି ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ବିରଳ ପ୍ରଜାତିର କଇଁଛ ଦେଖିବା ପାଇଁ ମିଳିଛି। ଏହି କଇଁଛକୁ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ରଙ୍ଗାମାଠିଆ ଗାଁରେ ନିକଟସ୍ଥ ଏକ ନଦୀରେ ଏକ ବିରଳ ପ୍ରଜାତିର କଇଁଛ ଦେଖିବା ପାଇଁ ମିଳିଥିଲା। ଏହାକୁ ଧରିଥିବା ଲୋକେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। ଏହାପରେ କଇଁଛ ବୋଲି ଜାଣିପାରିଥିଲେ, ତେବେ ଏହି କଇଁଛଟି ଅନ୍ୟ କଇଁଛ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଅନ୍ୟ କଇଁଛ ଯେପରି ଗୋଲ ହୋଇଥାଏ, ପିଠି ସାମାନ୍ୟ ଉଛ ଦେଖାଯାଏ। କିନ୍ତୁ ଏହା ଏକ ଦୁର୍ଲଭ ପ୍ରଜାତିର ଏହାର ପିଠି ଅନ୍ୟ କଇଁଛ ଠାରୁ ଅଧିକ ଉଛ କିନ୍ତୁ ଅନ୍ୟ ସବୁ ଗୋଡ଼ ମୁହଁ ସବୁ ସାଧରଣ କଇଁଛ ଭଳି ଏତିକି ପାର୍ଥକ୍ୟ ଯେ ପିଠି ଅଧିକ ଉଚ୍ଚ।

ଏହାପରେ ବନ ବିଭାଗକୁ ଖବର ଦିଆଯାଇଥିଲା ଖବର ପାଇ ବନ କର୍ମଚାରି ମାନେ କଇଁଛଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ପ୍ରଥମେ ଏଭଳି କଇଁଛ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି କଇଁଛ ପ୍ରଥମ ଥର ଦେଖିବା କଥା ସେ କହିଛନ୍ତି। ସେମାନେ ଅନୁମାନ କରିଥିଲେ ଯେ କୌଣସି ଆଘାତ ପାଇ ହୁଏତ ଏଭଳି ଆକୃତି ଧାରଣ କରିଛି। ଏବେ କଇଁଛର ବୟସ ପ୍ରାୟତଃ ୧୦୦ ରୁ ୧୨୦ ବର୍ଷ ବୟସ ହେବ। ଏହାପରେ ବନ ବିଭାଗ କର୍ମଚାରୀ ମାନେ ନେଇ ଏକ ନଦୀରେ ଛାଡିଥିଲେ। ସ୍ଥାନୀୟ ଲୋକ ମାନେ ମଧ୍ୟ କହିଥିଲେ ଏଭଳି କଇଁଛ ପୂର୍ବରୁ କେବେବି ଦେଖି ନାହାନ୍ତି। ଯାହାବି ହେଉ ଯେଉଁ ଲୋକ କଇଁଛଟି ଧରି ବନ କର୍ମଚାରୀକୁ ହସ୍ତାନ୍ତର କରିଥିଲେ। ଏହା ବାସ୍ତବରେ ପ୍ରଶଂସାର ଯୋଗ୍ୟ , ଆପଣ ମାନେ ବି ଯଦି କୌଣସି ବିରଳ ଦେଖୁଛନ୍ତି। ଏଭଳି ଭାବରେ ସଂରକ୍ଷଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.