ବନ୍ଧୁଗଣ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅର୍ପିତା ଚୌଧୁରୀ। ଯାହାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଗାୟିକା ଅର୍ପିତା ଚୌଧୁରୀଙ୍କୁ ଆପଣ ତ ନିଶ୍ଚୟ ଜାଣିଥିବେ ଏବଂ ତାଂକର ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଶୁଣିଥିବେ। ଯିଏକି ତାଙ୍କ ସ୍ୱରର ଯାଦୁରେ ସମସ୍ତ ଙ୍କୁ ଦିବାନା କରିଥାନ୍ତି। ସେ ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଏବଂ ଆଗଧାଡିର ଗାୟିକା। ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ ତାଙ୍କ ସ୍ୱରର ଆକର୍ଷଣ କେତେ ହୃଦୟସ୍ପର୍ଶୀ ଅଟେ। ତେବେ ଗାୟିକା ଅର୍ପିତା ଚୌଧୁରି ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି।
ତେବେ ଆପଣମାନେ ଜାଣିଛନ୍ତି ଏହି ଚୁଲବୁଲି ଗାୟିକା ଜଣଙ୍କ ଯିଏକି ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ଏବେ ସେ ଘରେ ଘରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।ଲୋକପ୍ରିୟ ଗାୟିକା ଭାବରେ ଅର୍ପିତା ଚୌଧୁରୀ ଓଡ଼ିଶାର ଜଣେ ପରିଚିତ ଚେହେରା ଅଟନ୍ତି। ଚୁଲବୁଲି ଗାୟିକା ଅର୍ପିତାଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ।ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଓଡ଼ିଶାର ଅଗଣିତ ଶ୍ରୋତା ଙ୍କ ମନ କିଣି ପାରିଛନ୍ତି।
ଏହାଛଡା ଗାୟିକା ଅର୍ପିତା ଚୌଧୁରୀ ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ନୂଆ ସ୍ୱର ଜୁନିଅର ରେ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିଲେ। ତେବେ ଅନେକ ପ୍ରକାରର ଗୀତ, ରୋମାଣ୍ଟିକ, ସେଡ୍ ସଙ୍ଗ ଆଦିକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ଏବେ ପୁଣି ତାଙ୍କର ଏକ ଗୀତ ସାମ୍ନାକୁ ଆସିଛି। ଯେଉଁ ଗିତଟି ଏକ ଜବରଦସ୍ତ ହିଟ୍ ସଙ୍ଗୀତ। ତେବେ ଏହି ଗୀତଟି ଥରେ ଆପଣ ଶୁଣିଲେ ଜାଣି ପାରିବେ ଏଥିରେ କେଉଁଭଳି ସୁନ୍ଦର୍ ନିର୍ଦ୍ଦେଶନା ଦିଆ ଯାଇଛି।
ଏହି ଗୀତଟି ହେଉଛି, ମୋବାଇଲ୍ ରୁ ନମ୍ୱର୍ ତୋର ଡିଲିଟ କରିଦେଲି।ଏହି ଗୀତକୁ ଅର୍ପିତା ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ଅରୁଣ ମନ୍ତ୍ରୀ ଏବଂ ଏହି ଗୀତର ମ୍ୟୁଜିକ କରିଛନ୍ତି ବୈଦ୍ୟନାଥ ଦାଶ। ଏତେ ସୁନ୍ଦର ଭାବରେ ସଙ୍ଗୀତ ର ରଚନା ଏହି ଗୀତରେ ହୋଇଛି ଏବଂ ଏହାକୁ ମ୍ୟୁଜିକ ରେ ସଜା ଯାଇଛି ଯେ ଆପଣ ଏହାକୁ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହୋଇଯିବେ।ତେବେ ଏହି ସଙ୍ଗୀତଟିକୁ ଲୋକଙ୍କ ଅନେକ ସାରା ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି। ଆପଣ ବି ଏହି ଗୀତକୁ ଶୁଣିଲେ ନିଶ୍ଚୟ ପସନ୍ଦ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।