ଓଡ଼ିଶାର ନୂଆ ସ୍ୱର ର ଜଜ Arpita Choudhury ଗାଇଲେ ଏମିତି ଗୀତ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି ଗାୟିକା ଅର୍ପିତା ଚୌଧୁରୀ। ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ କେତେ ରହିଛି। ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅର୍ପିତା ଚୌଧୁରୀ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ଏବେ ସେ ଘରେ ଘରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।

ଲୋକପ୍ରିୟ ଗାୟିକା ଭାବରେ ଅର୍ପିତା ଚୌଧୁରୀ ଓଡ଼ିଶାର ଜଣେ ପରିଚିତ ଚେହେରା ଅଟନ୍ତି। ଚୁଲବୁଲି ଗାୟିକା ଅର୍ପିତାଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ।ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି।ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି। ଓଡ଼ିଶାର ନୂଆ ସ୍ୱର ଜୁନିଅର ରେ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିଲେ। ତେବେ ଅନେକ ପ୍ରକାରର ଗୀତ, ରୋମାଣ୍ଟିକ, ସେଡ୍ ସଙ୍ଗ ଆଦିକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।

ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକ ଏବଂ ଶ୍ରୋତାଙ୍କୁ ବେଶ ବିମୋହିତ, ଆକର୍ଷିତ କରିଥାଏ। ଏବେ ପୁଣି ତାଙ୍କର ଏକ ଗୀତ ସାମ୍ନାକୁ ଆସିଛି। ଯେଉଁ ଗିତଟି ଏକ ଇମୋସନାଲ ସଙ୍ଗୀତ।ଏହି ଶେଡ୍ ସଙ୍ଗ ଟି ତାଙ୍କ ମୁହଁରୁ ଶୁଣିବାକୁ ବହୁତ୍ ଭଲ ବି ଲାଗୁଛି। ତେବେ ଏହି ଗୀତଟି ଥରେ ଆପଣ ଶୁଣିଲେ ଜାଣି ପାରିବେ ଏଥିରେ କେଉଁଭଳି ଭାବ ରହିଛି।ଏହି ଗୀତର ଟାଇଟଲ ହେଉଛି, ତୋତେ ଲୁହ ଦେବା ପାଇଁ ଇଛା ନାହିଁ।

ଏହି ଗୀତକୁ ଅର୍ପିତା ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ଅରୁଣ ମନ୍ତ୍ରୀ ଏବଂ ମ୍ୟୁଜିକ କରିଛନ୍ତି ମାନସ କୁମାର। ଏତେ ସୁନ୍ଦର ଭାବରେ ସଙ୍ଗୀତ ର ରଚନା ଏହି ଗୀତରେ ହୋଇଛି ଏବଂ ଏହାକୁ ମ୍ୟୁଜିକ ରେ ସଜା ଯାଇଛି ଯେ ଆପଣ ଏହାକୁ ଶୁଣିଲେ ନିଶ୍ଚିତ ଭାବ ବିହ୍ୱଳ ହୋଇ ପଡିବେ। ତେବେ ଏହି ସଙ୍ଗୀତଟିକୁ ଲୋକଙ୍କ ଅନେକ ସାରା ଭଲ ପାଇବା ମିଳିଛି। ଭିଡିଓ ଟି ଅପଲୋଡ଼ ହେବା ପରେ ଏହି ସଙ୍ଗୀତକୁ ଏବେ ସୁଦ୍ଧା ୩୫ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment