Swastik Tv News Odisha

ଓଡ଼ିଶାର ନୂଆ ସ୍ୱର ର ଜଜ Pragyan Hota ଗାଇଲେ ସୁପରହିଟ ଗୀତ ” Jhul Re Nitai Jhul “… ମାତ୍ର 4 ଘଣ୍ଟାରେ 217 K Viewers ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏକ ଭିନ୍ନ ସ୍ୱାଦର ଭଜନ ସଙ୍ଗୀତ ଝୁଲରେ ନିତାଇ ଝୁଲ କୁ ଲୋକ କେତେ ମାତ୍ରାରେ ଶୁଣୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି।ଏହି ଗୀତ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ କରିବାରେ ଲାଗିଛି ଯେମିତି। ଅନେକ ଲୋକପ୍ରିୟ ସିଙ୍ଗର ଏହି ଗୀତକୁ ଗାଇ ସାରିଲେଣି।ଏହି ଗୀତର ଆକର୍ଷଣ ହେଉଛି ଏହାର ଲିରିକ୍ସ। ଏବେ ଗାୟିକା ପ୍ରଜ୍ଞା ହୋତା ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି ଗାୟିକା ପ୍ରଜ୍ଞା ହୋତା ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ସେ ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟିଛନ୍ତି।

ତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଆଲବମ ଗୀତରେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି। ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ତାଙ୍କର ଗାୟିକି କୁ ଦେଖାଇ ସମସ୍ତଙ୍କୁ ମନୋରଂଜନ କରାଇଛନ୍ତି। ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।

ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତେବେ ଅନେକ ସମୟରେ ସେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଝୁଲରେ ନିତାଇ ଝୁଲ ଗୀତକୁ ନେଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି। ଏହି ସୁନ୍ଦର୍ ଗୀତଟିକୁ ଏତେ ସୁନ୍ଦର ଭାବରେ ସେ ଗାଉଛନ୍ତି ଯେ ଏହାକୁ ଶୁଣି ଆପଣ ବି ଖୁସି ହୋଇଯିବେ ଭାବରେ ହଜିଯିବେ। ଏହାର ମ୍ୟୁଜିକ ଏବଂ ଲିରିକ୍ସ ଯେମିତି ରହିଛି ତାହା ଏହି ଗୀତକୁ ଅଧିକ ଆକର୍ଷଣୀୟ କରୁଛି। ତାଙ୍କର ଏହି ଗୀତର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।

ଏହି ଗୀତକୁ ବେଶ୍ ଭାବର ସହ ତାଙ୍କ ସୁମଧୁର କଣ୍ଠରେ ଗାଇଛନ୍ତି ଗାୟିକା ପ୍ରଜ୍ଞା ହୋତା। ତେବେ ଝୁଲରେ ନିତାଇ ଝୁଲ ଗୀତଟି ଯାହା ପ୍ରଜ୍ଞା ଙ୍କ କଣ୍ଠରେ ରେକର୍ଡ ହୋଇଛି ଏହି ଗୀତଟି ର ଅରିଯିନାଲ ସିଙ୍ଗର ହେଉଛନ୍ତି ଗୋବିନ୍ଦ କୁମାର। ଆଉ ଏହାର ସ୍ଵରରେ ସଜାଇଥିଲେ ନରୋତ୍ତମ ଦାସ୍।ପରେ ଏହି ଗୀତକୁ ଅନେକ ସିଙ୍ଗର ଗାଇଛନ୍ତି। ଆଉ ଏବେ ପ୍ରଜ୍ଞା ଙ୍କ କଣ୍ଠରେ ଏହି ସୁନ୍ଦର୍ ଭାବପୂର୍ଣ୍ଣ ଗୀତ ଲୋକଙ୍କ ମନକୁ କିଣିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.