Swastik Tv News Odisha

ଓଡ଼ିଶାର ଭାଇରାଲ ବୟ Santanu ଙ୍କ ଗୋଟିଏ ଦିନର ରୋଜଗାର ଜାଣିଲେ…. ଆପଣଙ୍କ ହୋସ ଉଡିଯିବ…

0

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଘଟଣା ମାନ ସୋସିଆଲ ମିଡ଼ିଆରେ ଭାଇରଲ ହୋଇ ଥିବାର ଦେଖିବାକୁ ମିଳି ଥାଏ। ଆଉ ଏହି ସମୟରେ ଏକ ଏମିତି ଭିଡ଼ିଓ ଭାଇରଲ ହୋଉଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏହି ଘଟଣା ଏକ ପ୍ରେରଣା ଦାୟକ ହୋଇ ଥିବା ବେଳେ କିଛି ଦିନ ତଳେ ତାହା ଘରେ ଘରେ ଚର୍ଚ୍ଚା ହୋଇ ଥିବାର ଦେଖିବାକୁ ମିଳି ଥିଲା। ଏଠାରେ ଚର୍ଚ୍ଚାରେ କୁନି ବାଳକ ଶାନ୍ତନୁ ସମସ୍ତଙ୍କର ପ୍ରିୟ ହୋଇ ସାରିଛନ୍ତି।ଆଉ ତାଙ୍କର ସେହି ଲୋକ ପ୍ରିୟ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି।ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡ଼ିଆ ଏବଂ ଟିଭି ଜଗତରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।

କୁନି ବାଳକ ଶାନ୍ତନୁ ର ଗାଇବା ଶୈଳୀ ଏବଂ କଥା ବାର୍ତା ଶୈଳୀ ସମସ୍ତଙ୍କୁ ଏତେ ବିଶେଷ ଭାବରେ ପ୍ରଭାବ ପକାଇ ଥାଏ। ଆଉ ଗୀତ ଗୁଡିକୁ ମଧ୍ୟ ଲୋକେ ଅନେକ ପସନ୍ଦ କରିବା ସହିତ ଶୁଣିବାକୁ ପସନ୍ଦ କରି ଥାଆନ୍ତି।କିନ୍ତୁ ଏବେ ତାଙ୍କୁ ଅନେକ ଲୋକ କୁନି ପିଲାର ଗୀତ କୁ ଓଡ଼ିଶାର ଫେମସ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା ମଧ୍ୟ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଆଉ ଏହି ପରି ଗୀତ ପାଇଁ ସେ ଏବେ ଲୋକପ୍ରିୟତା ହାସଲ କରି ପାରିଛନ୍ତି।

ଆଉ ଏମିତି ଘଟଣା ଏବେ ସୂଚନା ମିଳିଛି ଯେ ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଯାହା ଏବେ ଚର୍ଚ୍ଚାର ବିଷୟ। ଏହି ସମୟରେ ଭାଇରଲ ବଏ ହେଉଛନ୍ତି ସାନ୍ତନୁ କୁମାର ଏବଂ ସେ ଏବେ ଘରେ ଘରେ ଚର୍ଚ୍ଚା। ଏବେ ଆମେ ଜାଣିବା ସାନ୍ତନୁ କୁମାର ମହାନ୍ତିଙ୍କ ମାସକୁ ରୋଜଗାର ସମ୍ପର୍କରେ ଏବଂ ତାଙ୍କର ପ୍ରଥମରୁ ରୋଜଗାର କେତେ ରହିଥିଲା । ଆପଣମାନେ ତ ଭଲ ଭାବରେ ତାଙ୍କ ସମ୍ପର୍କରେ ଜାଣିଥିବେ। କାରଣ ସେ ଏବେ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପରେ ଲୋକପ୍ରିୟ ହୋଇ ସାରିଛନ୍ତି। ସମସ୍ତେ ଜାଣିଥିବେ ଆଗରୁ ସେ ହିନ୍ଦୀରେ ସାରେଗାମାପାରେ ଏକ ଅଡ଼ିସନ ରେ ଭାଗ ନେଇଥିଲେ।ସେ ସର୍ବଦା ଚେଷ୍ଟା ଜାରି ରଖିଥିଲେ ଗୀତରେ ବହୁତ ଅଭ୍ୟାସ ମଧ୍ୟ କରୁଥିଲେ ଏବଂମ୍ୟୁଜିକ ରେ ଶିଖିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। ସେ ଧିରେ ଧୀରେ ସବୁ ପାହାଚ ଅତିକ୍ରମ କରିବା ସହିତ ଜଜ ମାନଙ୍କ ମନ କୁ ମଧ୍ୟ କିଣି ନେଇଥିଲେ, ଯାହାପରେ ସେ ଭାଇରାଲ ହୋଇ ଯାଇଥିଲେ।

କ୍ରମଶଃ ତାଙ୍କର ଷ୍ଟେଜ ସୋ ଏବଂ ଷ୍ଟୁଡ଼ିଓ ରେ ଗୀତ ବୋଲିବା ଆରମ୍ଭ ହୋଇ ଯାଇଥିଲା ଯାହା ସମସ୍ତେ ଜାଣିଥିବେ। ଗୋଟିଏ ଷ୍ଟୁଡିଓରେ ଜଣେ ଗୀତ ଗାଇବାପାଇ ପଚାଶ ହଜାର ନେଇ ଥିବାବେଳେ ଯଦି ଜଣେ ଭାଇରଲ ଗୀତିକାର ଗାଇବେ ତେବେ କେତେ ନେବେ ଭାବି ପାରୁଥିବେ। କୁନି ପିଲାଟିଯେତେବେଳେ ପ୍ରଥମ ଗୀତ ଗାଇଥିଲେ ତାଙ୍କର ସେହି ଗୀତକୁ ନେଇ ଅନେକ ରିଲ ମଧ୍ୟ କରାଅ ଯାଇଥିଲା । ଯାହା ଦ୍ୱାରା ତାଳୟ ଏବେ ଅନେକ ଡକାରା ଆସୁଛି ଷ୍ଟେଜ ସୋ କରିବା ପାଇଁ ଏବଂ ଗୀତ ଗାଇବା ପାଇଁ।ସାନ୍ତନୁ କୁମାର ନିଜର ଦିତୀୟ ଗୀତରୁ ପ୍ରାୟତଃ ପଚାଶ ହଜାର ଟଙ୍କା ପାଇଥିବା ନେଇ ସୂଚନା ମିଳିଛି ଯାହା ଏବେ ଭାଇରଲ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.