Swastik Tv News Odisha

ଓଡିଶାର ନୂଆ ସ୍ୱର ର ଜଜ Arpita Chaudhary ଗାଇଲେ ” ତୋ ସାଥିରେ ଥିବି କି ନଥିବି ” Odia New ରୋମାଣ୍ଟିକ song… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଓଡ଼ିଶାର ଜଣେ ଜଣାଶୁଣା ଏବଂ ଆଗଧାଡିର ଗାୟିକା ଭାବରେ ଅର୍ପିତା ଚୌଧୁରୀ ଜଣେ ଲୋକପ୍ରିୟ ଚେହେରା। ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ ତାଙ୍କ ସ୍ୱରର ଆକର୍ଷଣ କେତେ ହୃଦୟସ୍ପର୍ଶୀ ଅଟେ। ତେବେ ଗାୟିକା ଅର୍ପିତା ଚୌଧୁରି ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅର୍ପିତା ଚୌଧୁରୀ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ତେବେ ଆପଣମାନେ ଜାଣିଛନ୍ତି ଏହି ଚୁଲବୁଲି ଗାୟିକା ଜଣଙ୍କ ଯିଏକି ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି।

ଏବେ ସେ ଓଡ଼ିଶାର ପ୍ରତିଟି ଶ୍ରୋତା ଙ୍କୁ ତାଙ୍କ ଗାୟିକିରେ ମୁଗ୍ଧ କରି ନିଜର କରି ପାରିଛନ୍ତି।ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।ଲୋକପ୍ରିୟ ଗାୟିକା ଭାବରେ ଅର୍ପିତା ଚୌଧୁରୀ ଓଡ଼ିଶାର ଜଣେ ପରିଚିତ ଚେହେରା ଅଟନ୍ତି। ଚୁଲବୁଲି ଗାୟିକା ଅର୍ପିତାଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ।ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଓଡ଼ିଶାର ଅଗଣିତ ଶ୍ରୋତା ଙ୍କ ମନ କିଣି ପାରିଛନ୍ତି।ଏହାଛଡା ଗାୟିକା ଅର୍ପିତା ଚୌଧୁରୀ ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି।

ଆପଣ ଜାଣିଛନ୍ତି ଓଡ଼ିଶାର ନୂଆ ସ୍ୱର ଜୁନିଅର ରେ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିଲେ। ତେବେ ଅନେକ ପ୍ରକାରର ଗୀତ, ରୋମାଣ୍ଟିକ, ସେଡ୍ ସଙ୍ଗ ଆଦିକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ଏବେ ପୁଣି ତାଙ୍କର ଏକ ଗୀତ ସାମ୍ନାକୁ ଆସିଛି। ଯେଉଁ ଗିତଟି ଏକ ସୁନ୍ଦର୍ ଇମୋସୋନାଲ ଲଭ ସଙ୍ଗୀତ। ତେବେ ଏହି ଗୀତଟି ଥରେ ଆପଣ ଶୁଣିଲେ ଜାଣି ପାରିବେ ଏଥିରେ କେଉଁଭଳି ସୁନ୍ଦର୍ ନିର୍ଦ୍ଦେଶନା ଦିଆ ଯାଇଛି।ଏହି ଗୀତଟି ହେଉଛି, ତୋ ସାଥିରେ ଥିବି କି ନଥିବି କାଲି ଜାଣିନି।ଏହି ଗୀତକୁ ଅର୍ପିତା ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ବିନ୍ଦିଆ ଦତ୍ତ ଏବଂ ମ୍ୟୁଜିକ କରିଛନ୍ତି ସୁରେଶ ସାହୁ।

ସିଦ୍ଧାର୍ଥ ମ୍ୟୁଜିଜ ଏହି ଗୀତକୁ ଷ୍ଟୁଡିଓରେ ରେକର୍ଡ କରିବା ସହ ରିଲିଜ୍ କରିଛି। ତେବେ ଏତେ ସୁନ୍ଦର ଭାବରେ ସଙ୍ଗୀତ ର ରଚନା ଏହି ଗୀତରେ ହୋଇଛି ଏବଂ ଏହାକୁ ମ୍ୟୁଜିକ ରେ ସଜା ଯାଇଛି ଯେ ଆପଣ ଏହାକୁ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହୋଇଯିବେ।ତେବେ ଏହି ସଙ୍ଗୀତଟିକୁ ଲୋକଙ୍କ ଅନେକ ସାରା ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି।ଏହି ଗୀତକୁ ୫୦ ହଜାର ରୁ ଉର୍ଦ୍ଧ୍ବ ଲୋକ ଦେଖି ଭଲପାଇବା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.