ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ରୁପା ଆଉ ପିଣ୍ଟୁ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ | ତେବେ ସେମାନେ ଦୁଇଜଣ ନିଜର ଟେଲେଣ୍ଟ ମାଧ୍ୟମରେ ଆଜି ସମଗ୍ର ଓଡ଼ିଶାରେ ନିଜକୁ ଫେମସ କରେଇ ପାରିଛନ୍ତି ଆଉ ପ୍ରେତେକଙ୍କ ହୃଦୟରେ ଗୋଟିଏ ଭଲ ଜାଗା ବନେଇ ପାରିଛନ୍ତି ସେହି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ | ଯୋଉ ମାନେ କି ଏବେ ବହୁତ ଗୁଡିଏ ଆଲବମ ମଧ୍ୟ କରିଛନ୍ତି | ତେବେ ବର୍ତ୍ତମାନ ତାଙ୍କର ଦେହ ଖରାପ ହେଇଛି ଅର୍ଥାତ ରୁପା ଙ୍କର ଦେହ ଖରାପ ହେଇଛି ଓ ସେ ହସ୍ପିଟାଲ ରେ ଯାଇକି ଏଡମିଟ ହେଇଛନ୍ତି | ତେବେ ତାଙ୍କ ର ହଠାତ କଣ ଏମିତି ହେଲା ଆଉ କଣ ପାଇଁ ତାଙ୍କୁ ହସ୍ପିଟାଲ ରେ ଏଡମିଟ କରାଗଲା ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଯାହା ସୂଚନା ମିଳିଛି କି ରୁପା ଙ୍କର ଦେହ ହଠାତ ଖରାପ ହୋଇଯାଇଛି | ତାହା ସହିତ ରୁପାଙ୍କୁ ଥଣ୍ଡା ଲାଗିବା ସହିତ ତାଙ୍କ ର ଇସନଫୁଲିଆ ମଧ୍ୟ ରହିଛି | ତାହା ବ୍ୟତୀତ ରୁପା ଙ୍କର ଆଗରୁ ଶ୍ୱାସ ରୋଗ ମଧ୍ୟ ରହିଛି, ଆଉ ଯେଉଁଥି ପାଇଁ ତାଙ୍କର ଦେହ ହଠାତ ବହୁତ ଖରାପ ହେଇ ଯିବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା |ତେବେ ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରିବା ସହିତ ତାଙ୍କର ପ୍ରେସର ସମେତେ ଇଶୋନଫୁଲିଆ ସବୁ କୁ ଟେଷ୍ଟ କରାଯାଇଥିଲା |
ଆଉ ରୂପାଙ୍କର ଟ୍ରିଟମେଣ୍ଟ ମଧ୍ୟ ଆରମ୍ଭ ହୋଇଥିଲା, ତାହା ସହିତ ରୁପା ବହୁତ ଦୁର୍ବଳ ହୋଇ ଯାଇଥିବାରୁ ତାଙ୍କୁ ସେଲାଇନ ଓ ଇଞ୍ଜେକ୍ସନ ମଧ୍ୟ ଦିଆ ଯାଇଥିଲା | ମାତ୍ର ରୁପା ଇଞ୍ଜେକ୍ସନ କୁ ବହୁତ ଡରନ୍ତି ଆଉ ଯେଉଁଥି ପାଇଁ ସେ ଇଞ୍ଜେକ୍ସନ ନେବାକୁ ମନା କରୁଥିଲେ | କିନ୍ତୁ ପରେ ସେ ଇଞ୍ଜେକ୍ସନ ନେଇଥିଲେ | ତା’ପରେ ଡକ୍ଟର ରୁପା ଙ୍କୁ ଦେଖିଲା ପରେ ଓ ସମସ୍ତ ଟ୍ରିଟମେଣ୍ଟ ପରେ ତାଙ୍କୁ ଘରକୁ ଯିବ ପାଇଁ କହିଥିଲେ | ଆଉ ସେମାନେ ଘରକୁ ଫେରିଥିଲେ |
ମାତ୍ର ରୁପା ଙ୍କର ଦେହ ଅଧିକ ଦୁର୍ବଳ ଥିବାରୁ ଓ ସେ ଇଞ୍ଜେକ୍ସନ ଓ ସାଲାଇନ ନେଇଥିବାରୁ ତାଙ୍କୁ ନିଦ ଆସିଥିଲା ଓ ସେ ଶୋଇଯାଇଥିଲେ କାର ରେ | ପରେ ସେ ଘରକୁ ଆସିଥିଲେ ଆଉ ରେଷ୍ଟ ନେଇଥିଲେ କିନ୍ତୁ ଖୁସି ଘରେ ଥିଲା ଆଉ ତାଙ୍କର ମାମା ସକାଳ ଠୁ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ମଧ୍ୟ ସେ କିଛି କହିପାରି ନ ଥିଲେ | ତେବେ ରୁପା ଙ୍କର ଦେହ ଖରାପ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କର ଫ୍ରେଣ୍ଡ୍ସ ମାନଙ୍କର ଚିନ୍ତା ବହୁତ ବଢି ଯାଇଛି ଓ ତାଙ୍କର ଦେହ କେମିତି ଭଲ ହେବ ଓ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ଆସିବ ସେଥିପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରୁଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।