Swastik Tv News Odisha

ଓଡିଶାର No-1 ୟୁଟୁବର Rupa Pintu ଙ୍କ ଏଥର ରଜରେ ନୂଆ ଆଲବମ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ରୂପା ଏବଂ ପିଣ୍ଟୁଙ୍କ ଏକ ବ୍ଲଗ୍ ଭିଡିଓ। ଆପଣ ମାନେ ତ ରୂପା ଏବଂ ପିଣ୍ଟୁଙ୍କୁ ଭଲ ଭାବରେ ଜାଣିଥିବେ। ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।

ତେବେ ସାରା ରାଜ୍ୟରେ ଚହଳ ପକାଇଥିବା ଏହି ଯୋଡି ରୂପା ଏବଂ ପିଣ୍ଟୁ ଏବେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ। ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ।

ରୂପା ଓ ପିଣ୍ଟୁଙ୍କ ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି।

ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ।ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ଯେଉଁଠି ପିଣ୍ଟୁ ଦେଖାଇଛନ୍ତି କିପରି ଭାବରେ ତାଙ୍କର ଏବଂ ରୂପା ଙ୍କ ଡାନ୍ସ ଅଭ୍ୟାସ ଚାଲିଛି ଷ୍ଟୁଡିଓ ରେ। ଆଗକୁ ରଜ ଆସୁଥିବାରୁ ରଜ ଉପଲକ୍ଷେ ଏକ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି। ଯାହା ପାଇଁ ଏବେ ପ୍ରସ୍ତୁତି ଚାଲିଛି। ଏହାଛଡା ପିଣ୍ଟୁ ଖରାରେ ସଙ୍ଗୀତ ନିର୍ଦ୍ଦେଶକ ସାଜନ ମିଶ୍ରଙ୍କ ସହିତ ଗୀତ ପାଇଁ ଲୋକେସନ୍ ଖୋଜିବାକୁ ଯାଉଥିବାର ମଧ୍ୟ ଏହି ଭିଡିଓ ରେ ଦେଖାଇଛନ୍ତି। ତାଙ୍କର ଅନେକ ମଜା ମସ୍ତି ର ମୁହୁର୍ତ୍ତ ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.