Swastik Tv News Odisha

ଓଡିଶାର No-1 ୟୁଟୁବର Rupa Pintu ଙ୍କ ଏଥର ରଜରେ ନୂଆ ଆଲବମ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।

ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଯୁବପିଢିଙ୍କୁ ଆକୃଷ୍ଟ କରିବା ଭଳି ପ୍ରସ୍ତୁତ ହେଉଛି। ଓଡ଼ିଆ ମ୍ୟୁଜିକ ଭିଡିଓ ଗୁଡ଼ିକ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ଏବେ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ତେବେ ନୃତ୍ୟ ଏବଂ ସଙ୍ଗୀତ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଏହା ଏକ ବ୍ଲଗ୍ ଭିଡିଓ। ଯେଉଁଠି ଆପଣ ମ୍ୟୁଜିକ ଭିଡିଓ ର ପ୍ରସ୍ତୁତି ସମୟର ଦୃଶ୍ୟକୁ ଦେଖି ପାରିବେ।ଏହା ହେଉଛି ରୂପା ଓ ପିଣ୍ଟୁ ଙ୍କ ବ୍ଲଗ୍ ଭିଡିଓ।ଆପଣ ଏହି ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ଅଟେ। ଡାନ୍ସ ଅଭ୍ୟାସ ସମୟରେ କିପରି ଭାବରେ ଷ୍ଟୁଡିଓ ର ମାହଲ ରହିଥାଏ ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଏକ ଜବରଦସ୍ତ ଡାନ୍ସ ଜଲୱା ଦେଖାଉଛନ୍ତି ତାହା ଦେଖନ୍ତୁ।

ଏହି ଗୀତଟି ରଜରେ ଆସିବାକୁ ଯାଉଛି। ଯାହା ପାଇଁ ଷ୍ଟୁଡିଓରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।ଏହି ବ୍ଲଗ୍ ଭିଡିଓ ରେ ଆପଣ ଡାନ୍ସ ଅଭ୍ୟାସ ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ପାଇବେ। ରୂପା କିପରି ଭାବରେ ପିଣ୍ଟୁଙ୍କ ଉପରେ ରୁଷୀ ଯାଇଛନ୍ତି ତାହା ବି ଆପଣ ଏହି ବ୍ଲଗ୍ ରେ ଦେଖିବାକୁ ପାଇବେ। ତେବେ ରଜରେ ଆସିବାକୁ ଯାଉଥିବା ରୂପା ଏବଂ ପିଣ୍ଟୁଙ୍କ ଏହି ମ୍ୟୁଜିକ ଭିଡିଓକୁ ବେଶ୍ ଉତ୍ସାହର ସହିତ ଅନେଇ ବସିଛନ୍ତି ତାଙ୍କ ପ୍ରସଂଶକ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.