ବନ୍ଧୁଗଣ ଓଡ଼ିଶାର ଦୁଇ ଲୋକପ୍ରିୟ ଚେହେରା ରୂପା ଏବଂ ପିଣ୍ଟୁଙ୍କ ଅନେକ ଭିଡିଓ ତ ଆପଣ ସମୟକ୍ରମେ ଦେଖିବାକୁ ପାଇଥିବେ। ଏମାନେ ହେଉଛନ୍ତି ବର୍ତ୍ତମାନ ଓଡିଶାରେ ପରିଚିତ ଦୁଇଟି ଲୋକପ୍ରିୟ ଚେହେରା। ତେବେ ରୂପା ଏବଂ ପିଣ୍ଟୁ ଙ୍କ ଅନେକ ବ୍ଲଗ୍ ଭିଡିଓ ଆପଣ ଦେଖିଥିବେ। ଏବେ ପୁଣି ସେମାନଙ୍କର ଏକ ସୁନ୍ଦର୍ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ପିଣ୍ଟୁ କେତେ ମଜା ମସ୍ତି କରୁଛନ୍ତି ଏବଂ ନିଜେ ମଜା କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ହସାଉ ଅଛନ୍ତି, ସୁଟିଂ ସେଟ୍ ର ଦୃଶ୍ୟ ଦେଖାଉଛନ୍ତି ତାହା ଆପଣ ଦେଖିବାକୁ ପାଇବେ।ଆପଣ ତ ଜାଣିଛନ୍ତି ଏବେ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ରେ ଏହି ଦୁଇଟି ଚେହେରା ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।
ଆଉ ସୋସିଆଲ ମିଡ଼ିଆରେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କୁ ଦେଖିବାକୁ ବହୁତ୍ ପଶନ୍ଦ କରୁଛନ୍ତି ଲୋକେ।ଏବେ ଏହି ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ।ସେମାନେ ହେଉଛନ୍ତି ଏବେ ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ଅନେକ ସମୟରେ ସେମାନଙ୍କ ଅନେକ କିଛି ଭିଡିଓ ମଧ୍ଯ ସାମ୍ନାକୁ ଆସିଥାଏ। ଯାହାକୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହୋଇଥାନ୍ତି।ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ରୂପା ପିଣ୍ଟୁ।
ସେମାନଙ୍କ ପ୍ରତିଟି ଗୀତରେ ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ଛୁଇଁ ପାରୁଛି ରୂପା ପିଣ୍ଟୁଙ୍କ ସବୁ ଭିଡିଓ ଗୀତ।ତେବେ ଏବେ ରୂପା ଏବଂ ପିଣ୍ଟୁଙ୍କ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ସେଥିରେ ପିଣ୍ଟୁ ଆଉ ଏକ ଆଗକୁ ଆସୁଥିବା ମ୍ୟୁଜିକ ଭିଡିଓ ବିଷୟରେ କହିଛନ୍ତି। ଏହାଛଡା ସେ ରହିଥିବା ସ୍ଥାନର ଦୃଶ୍ୟ ଦେଖାଇବା ସହ ଅନେକ ମଜା କରୁଛନ୍ତି।ଝିଅ ଖୁସି ଏବଂ ରୂପାଙ୍କୁ ନେଇ କାରରେ ଆସୁଥିବା ସମୟରେ ସୁନ୍ଦର୍ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ରାସ୍ତାର ଦୁଇ ପାର୍ଶ୍ୱକୁ ସମସ୍ତଙ୍କୁ ଦେଖାଉଛନ୍ତି।
ବହୁତ୍ ଖୁସିର ସହିତ ସମସ୍ତେ ଏଠାରେ ମଜା ମସ୍ତି କରୁଛନ୍ତି। ତେବେ ପିଣ୍ଟୁ ଏଠାରେ ତାଙ୍କର ଆଗାମୀ ଭିଡିଓ ବିଷୟରେ ଦର୍ଶକ କୁ କହୁଛନ୍ତି। ସୁନ୍ଦର୍ ଭିଡିଓ ଆଗକୁ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି। ଯାହା ଆଉ ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ ହେବ ବୋଲି ପିଣ୍ଟୁ କହିଛନ୍ତି। ଏହାଛଡା ସେମାନେ କାର ରେ ଫେରୁଥିବା ସମୟର ଏବଂ ଅନେକ ମଜା ମସ୍ତିର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।