” କଚ୍ଚା ବାଦାମ ” କୁ ଟକ୍କର ଦେବାକୁ ଆସିଗଲା ” ଆଇସକ୍ରିମ “…. ଗୀତ ଶୁଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଭିଡିଓ ରେ ଜଣେ ଆଇସକ୍ରିମ ବିକାଳି ଙ୍କୁ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି କେଉଁଭଳି ଢଙ୍ଗରେ ଗୀତ ଗାଇ ଆଇସକ୍ରିମ ବିକ୍ରି କରୁଛନ୍ତି ତାହା ଥରେ ଆପଣ ଏହି ଭିଡିଓ ରେ ଦେଖନ୍ତୁ।

ଯାହାକୁ ଦେଖିଲେ ଆପଣ ଜାଣିପାରିବେ ସେ କେଉଁଭଳି ଭାବରେ ଏହାକୁ କରୁଛନ୍ତି। ଏହି ଗୀତଟି ଏବେ କଚ୍ଚା ବାଦାମ ଗାଇଥିବା ଭୁବନ ବାଦ୍ୟକରଙ୍କ ଗୀତ ଭଳି ଭାଇରାଲ ହେବାରେ ଲାଗିଛି।ଆପଣ ତ ଜାଣିଛନ୍ତି କାଚା ବାଦାମ ଗୀତ କିପରି ଭାବରେ ଭାଇରାଲ ହେବାରେ ଲାଗିଥିଲା ଏବଂ ଅନେକ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ସୋସିଆଲ ମିଡିଆରୁ ଆରମ୍ଭ କରି ମୋବାଇଲ୍ ରିଙ୍ଗ ଟନ୍ ପର୍ଯ୍ୟନ୍ତ ସବୁଆଡେ ରାଜ୍ କରୁଛି ଏହି କାଚା ବାଦାମ ଗୀତ। ଏ ଗୀତକୁ ରିଲ କରି ଗାଇ, ଭିଡିଓ କରି ଅନେକ ଜଣ ଅନେକ ସଫଳତା କୁ ହାସଲ କଲେ ଏବଂ ଲୋକପ୍ରିୟତା ର ଶୀର୍ଷରେ ପହଞ୍ଚିଲେ।

ଏ ଗୀତକୁ କିଏ ବୁଝୁ କି ନବୁଝୁ ଏହି ଗୀତର ତାଳେ ତାଳେ ଅଣ୍ଟା ହଲେଇ ନାଚୁଛନ୍ତି ସମସ୍ତେ। ପିଲା ହୁଅନ୍ତୁ କି ବୁଢ଼ା ସମସ୍ତେ ଏହି ଗୀତରେ ନାଚୁଛନ୍ତି। ଆଜିର ଯୁବପିଢି ବି ଏହି ଗୀତରେ ଜବରଦସ୍ତ ରିଲ ବନାଇ ଛାଡୁଛନ୍ତି। ଯାହାକୁ ଦେଖି ସମସ୍ତେ ବାଇଆ। ଫେସବୁକ୍ ଠାରୁ ଆରମ୍ଭ କରି ୟୁ ଟ୍ୟୁବ୍ ପର୍ଯ୍ୟନ୍ତ ସବୁଆଡେ ଏହି ଗୀତର ଭିଡିଓ ଏବଂ ସର୍ଟ ଭାଇରାଲ ହୋଇ ଚାଲିଛି। ୟୁ ଟ୍ୟୁବ୍ ରେ ଏହି ଗୀତର ଭିନ୍ନ ସଂସ୍କରଣ କୁ ଦେଖୁଛନ୍ତି ଲକ୍ଷ ଲକ୍ଷ ଲୋକ। ରାତା ରାତି ସେ ହୋଇଗଲେ ଜଣେ ଷ୍ଟାର ଏବଂ ତାଙ୍କର ଆର୍ଥିକ ଅଵସ୍ଥା ବି ବଦଳି ଗଲା।

ଏହାପରେ ଅନେକ ବ୍ୟକ୍ତି ଏହିଭଳି ଢଙ୍ଗରେ ନିଜ ହିସାବରେ ଗୀତ ତିଆରି କରି ଗାଇବାକୁ ଲାଗିଲେ ଜିନିଷ ବିକ୍ରି କରିବା ସମୟରେ। କିନ୍ତୁ କେହି ସେମିତି ଲୋକ ଲୋଚନକୁ ଆସି ନାହାନ୍ତି ଏଯାବତ୍। କିନ୍ତୁ ଏବେ ଏହି ବ୍ୟକ୍ତି ଜଣଙ୍କ ର ଆଇସକ୍ରିମ ବିକ୍ରୀ କରିବା ଷ୍ଟାଇଲ ଏବଂ ନିଜର ଗୀତ ଗାଇବାର ଶୈଳୀ କୁ ଅନେକ ପସନ୍ଦ କରୁଛନ୍ତି। ତାଙ୍କର ଏହି ଆଇସକ୍ରିମ ବିକ୍ରି ସମୟର ଦୃଶ୍ୟକୁ କେହିଜଣେ ମୋବାଇଲ ରେ ରେକର୍ଡ କରିବା ପରେ ଏହା ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ମୋବାଇଲ ରୁ ମୋବାଇଲ କୁ ଘୂରି ବୁଲୁଛି ଏବଂ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment