” କଚ୍ଚା ବାଦାମ ” କୁ ଟକ୍କର ଦେବାକୁ ଆସିଗଲା ” ରସରକେଲି ହୋ “…. ଗୀତ ଶୁଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।

କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି। ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ସୋସିଆଲ ମିଡ଼ିଆ ଏକ ବହୁତ ବଡ଼ ଭୂମିକା ପ୍ଲେ କରୁଛି।ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହିପରି ଜଣେ ଭାଇରାଲ ବୃଦ୍ଧ ବ୍ୟକ୍ତି ଙ୍କ ବିଷୟ ରେ ଜଣେଇବୁ ଯାହାଙ୍କର ଟାଲେଣ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଭାଇରାଲ ହେଇଥିବା ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଜଣେ ବୃଦ୍ଧ ବୟସ ର ବ୍ୟକ୍ତି ଗୀତ ଗାଇ ଗାଇ ନୂଆଖାଇ ପର୍ବ ପାଳନ କରିବା ପାଇଁ ସମସ୍ତ ଙ୍କୁ ପ୍ରତ୍ସାହିତ କରୁଛନ୍ତି। ତେବେ ସେ ବିନା ପ୍ରଶିକ୍ଷଣ ରେ ଏତେ ସୁନ୍ଦର ଭାବରେ ସଂଗୀତ ଗାଉଛନ୍ତି କି ତାଙ୍କ କଣ୍ଠ ରୁ ଏହି ଗୀତ ଶୁଣିଲେ ଆପଣ ମଧ୍ୟ ମୋହିତ ହୋଇଯିବେ। ତେବେ ଆହୁରି ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା କି ଯେ, ବୃଦ୍ଧ ବ୍ୟକ୍ତି ଜଣଙ୍କ ଅନ୍ୟ କାହାର ଗୀତ ଗାଉ ନାହାନ୍ତି ବରଂ ସେ ନିଜେ ତାଙ୍କର ପର୍ବ ନୂଆଖାଇ ପାଇଁ ଏକ ଗୀତ ବନାଇ ତାହାକୁ ନିଜେ ସ୍ୱର ଦେଇ ଗାଉଛନ୍ତି।

ତେବେ ବୃଦ୍ଧ ବ୍ୟକ୍ତି ଙ୍କ ର ଗୀତ ଶୁଣିବା କୁ ବେଶ ମନଲୋଭା ଲାଗୁଛି ଆଉ ଏହି ଗୀତ ମାଧ୍ୟମ ରେ ସେ ଗାଁ ଗାଁ ବୁଲି ନୂଆଖାଇ ପର୍ବ ର ମହାତ୍ମିୟ ବିଷୟ ରେ ପ୍ରଚାର କରୁଛନ୍ତି ଏବଂ ତାହାକୁ ଗୀତ ମାଧ୍ୟମ ରେ ପ୍ରକାଶ କରୁଛନ୍ତି। ଆଉ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଛନ୍ତି କି, ନୂଆଖାଇ ପର୍ବ ଟି ତାଙ୍କର ବହୁତ ପ୍ରିୟ ଅଟେ ଏବଂ ଆମ ସମାଜ ର ଉନ୍ନତି ତଥା ମଙ୍ଗଳ ପାଇଁ ନୂଆଖାଇ ପର୍ବ ହୁଏ ଆଉ ମା ଙ୍କ ର ଆଶୀର୍ବାଦ ସବୁବେଳେ ଆମ ସହ ରହିଥାଏ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment