ହଁ ଦର୍ଶକ ବନ୍ଧୁ ପୁରୁଣା ରୁ ଅତି ପୁରୁଣା କାଶ, ଥଣ୍ଡା, କଫ ଭଳି ରୋଗ ଥିଲେ ମାତ୍ର ଅଳ୍ପ ଦିନରେ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ | ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଏହି ପରି ରୋଗ ସବୁ ଦେଖା ଯାଏ |ତେଣୁ ଏହି ସବୁ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଏହାର ଉପଚାର ମାତ୍ର କିଛି ସମୟରେ କରିପାରିବେ | ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଜାଣିବା ଥଣ୍ଡା, କାଶ ଭଳି ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ତେବେ ଆମେ ମାନେ ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ କେତୋଟି ଘରେଇ ଉପକରଣ ର ଆବଶ୍ୟକତା ରହିଛି |ତେବେ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ର ପ୍ରସ୍ତୁତ କରିବା ଆପଣଙ୍କୁ ଆବଶ୍ୟକ ସାମଗ୍ରୀ ଯାହା ଦରକାର ହେବ ତାହା ହେଉଛି କିଛି ଗୋଟା ହଳଦୀ ଯାହାକୁ ଆପଣ ଘରେ ଗୁଣ୍ଡ କରିବେ ମାର୍କେଟ ରୁ ମିଳୁଥିବା ହଳଦୀ ଗୁଣ୍ଡ ର ବ୍ୟବହାର କରିବେ ନାହିଁ | ତାପରେ ସାମଗ୍ରୀ ହେଉଛି ଗୋଟିଏ ଲେମ୍ବୁ ଏହି 2 ଟି ସାମଗ୍ରୀକୁ ନେଇ ଏବେ ଏହି ଘେରେଇ ଉପଚାର ର ପ୍ରସ୍ତୁତି କରିବା |
ଆବଶ୍ୟକୀୟ ଉପକରଣ :-
ହଳଦୀ,2 ଟି ଲେମ୍ବୁ
ପ୍ରସ୍ତୁତି :-
ଦର୍ଶକ ଏହି ଘରେଇ ଉପଚାର ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ତାକୁ ଗ୍ୟାସ ରେ ବସାନ୍ତୁ ତାପରେ ସେଥିରେ ଦୁଇ କପ ପାଣି ଦିୟନ୍ତୁ | ତାପରେ ସେଥିରେ ଆପଣ ପ୍ରସ୍ତୁତି କରିଥିବା ହଳଦୀ ଗୁଣ୍ଡ ର ଏକ ଚାମଚ ସେହି ପାଣି ରେ ମିଶାନ୍ତୁ | ତାପରେ ସେଥିରେ ଗୋଟିଏ ଲେମ୍ବୁ କୁ କାଟି ସେଥିରେ ସେହି ହଳଦୀ ମିଶା ପାଣି ରେ 10 ଫଣ୍ଟା ଲେମ୍ବୁ ରସ ମିଶାନ୍ତୁ ଓ ଏହାକୁ 5 ରୁ 7 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ | ଏହା ଭଲ ଭାବରେ ଫୁଟି ସାରିବା ପରେ ଏହାକୁ ଏକ କପ କୁ ନେଇ ନିୟନ୍ତୁ | ଏବେ ଆପଣଙ୍କ ଘରେଇ ଉପଚାର ପ୍ରସ୍ତୁତ |
ଏବେ ଆସନ୍ତୁ ଏହାର ବ୍ୟବହାର ବା ସେବନ ଵିଧି ବିଷୟରେ ଜାଣିବା |
ବ୍ୟବହାର ବା ସେବନ ବିଧି :-
ଦର୍ଶକ ବନ୍ଧୁ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି କୁ ପ୍ରତିଦିନ ଆପଣ ଚା ପିଇବା ସମୟରେ ପିଇଅନ୍ତୁ | ଦେଖିବେ ଏହାର ଉପକାର ଆପଣଙ୍କୁ ପ୍ରଥମ ଦିନରୁ ହିଁ ମିଳିଯିବ | ଏହା ଆପଣଙ୍କ ଥଣ୍ଡା କାଶ, କଫ, ଗଳା ଇନଫେକ୍ସନ, ନିଶ୍ୱାସ ନେବାର ଅସୁବିଧା ଆଦି ସମସ୍ତ ରୋଗ କୁ ଅତି ଶୀଘ୍ର ଭଲ କରିବାରେ ସକ୍ଷମ ହେବ |
ତାହାଲେ ଏହା ଥିଲା ଆଜିର ଘରେଇ ଉପଚାର ଯାହାକୁ ବ୍ୟବହାର କରି ପୁରୁଣା ରୁ ଅତି ପୁରୁଣା କଫ କାଶ କୁ ଦୂର ହେଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।