Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : କରୋନା ପାଇଁ ସ୍କୁଲ ବନ୍ଦ ଘରେ ଚାଲିଛି ପିଲାଙ୍କ ହାଇ ଭଲଟେଜ ଡ୍ରାମା, ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱରେ କରୋନା ତା’ର ତାଣ୍ଡବ ଲୀଳା ରଚି ଚାଲିଥିଲା। କରୋନା ମହାମାରୀ ଯୋଗୁ ସବୁ କ୍ଷେତ୍ରରେ ବାଧା ପ୍ରାପ୍ତ ଦେଖା ଯାଇଥିଲା। ଅନେକ ଲୋକ ମାନେ ମଧ୍ୟ ବହୁତ ହଇରାଣ ହରକତ ହୋଇଥିଲେ। ଅନେକ ଲୋକ ମାନଙ୍କର ଜୀବନ ଜୀବିକା ଓ ଏଥି ସହିତ ଆର୍ଥିକ ଅବସ୍ଥାରେ ମଧ୍ୟ ବହୁତ ଅସୁବିଧା ଦେଖା ଯାଇଥିଲା। ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଲା ମାନଙ୍କ ପାଠ ପଢ଼ାରେ ବହୁତ ବ୍ୟାଘାତ ସୃଷ୍ଟି କରି ଦେଇଛି। ସେଥିପାଇଁ ଦେଶରେ ଶିକ୍ଷା ବ୍ୟବସ୍ଥା ରେ ଅଧିକ ବାଧା ପ୍ରାପ୍ତ ଦେଖା ଯାଇଛି। ବର୍ତ୍ତମାନ ସୁଦ୍ଧା ମଧ୍ୟ ସବୁ ଶ୍ରେଣୀର ସ୍କୁଲ ଖୋଲି ଯାଇ ନାହିଁ। ଏଭଳି ଖବର ଟିଭି, ସମ୍ବାଦ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାହା ହେଉଛି କରୋନା ପାଇଁ ସବୁ ଶ୍ରେଣୀର ସ୍କୁଲ ମଧ୍ୟ ଖୋଲା ଯାଇ ନାହିଁ, ଯାହା ଫଳରେ କି ଜଣେ କୁନି ଝିଅ ପିଲାଟି ନିଜ ଘରେ ଗୀତରେ ଡ୍ରାମା କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ସାରା ଭାରତ ବର୍ଷରେ କରୋନା ମହାମାରୀ ତାର ତାଣ୍ଡବ ଲୀଳା ରଚି ଚାଲିଛି। ଏହି କରୋନା ଯୋଗୁଁ ସବୁ ସ୍କୁଲ କଲେଜ ବନ୍ଦ ରହିଥିଲା। କରୋନା ମହାମାରୀର ଟିକେ କହୋଳ ଯୋଗୁଁ ସରକାର ଦଶମ ଶ୍ରେଣୀର ଓ ଦ୍ଵାଦଶ ଶ୍ରେଣୀର ପିଲା ମାନଙ୍କ ପାଇଁ ସ୍କୁଲ ଖୋଲା ଯାଇ ଥିଲା। ଏହା ପରେ ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

କିନ୍ତୁ ବର୍ତ୍ତମାନ ତୃତୀୟ ଲହରୀ ଯେଉଁ କରୋନା ଆସୁଛି ତାହା ପିଲା ମାନଙ୍କ ପାଇଁ ବହୁତ କ୍ଷଟି ପହଞ୍ଚାଇବ ଓ ଧୀରେ ଧୀରେ କରୋନା ପୁଣି ଥରେ ବଢି ଚାଲିବ। ସେଥିପାଇଁ ସରକାର ଏହି ସବୁକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷାକେନ୍ଦ୍ର ଖୋଲା ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଖବର ଶୁଣି ପିଲା ମାନେ ବହୁତ ମନ ଦୁଃଖ କରି ଦେଇଛନ୍ତି। ସ୍କୁଲ ବନ୍ଦ ଶୁଣି ଜଣେ କୁନି ଝୁଅ ପିଲାଟି ବହୁତ ମନ ଦୁଃଖ କରିଥିଲା ଓ ନିଜ ଘରେ ଏଇ ସିନ୍ଦୁର ଆଜି କାଇଁ ହେଲା ଜହର ଗୀତ ଉପରେ ଡ୍ରାମା କରୁଛନ୍ତି। ସେହି କୁନି ପିଲାଟିର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। କୁନି ପିଲାଟିର ଏହି ଭିଡ଼ିଓକୁ ଯେ କେହି ବି ଦେଖିଲେ ନିଶ୍ଚିତ ଭାବରେ ଖୁସି ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.