ତେବେ ବନ୍ଧୁଗଣ ଆପଣ ମାନେ ତ ସବୁ ଦିନ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିଥିବେ | ଆଉ ଏହି ଭାଇରାଲ ଭିଡିଓ ମଧ୍ୟରେ ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ମାନେ ବହୁତ ମନୋରଞ୍ଜନ କରିବା ସହିତ , ସେହି ଭଳି ଭିଡ଼ିଓ ଆପଣ ଙ୍କର ମନ ଆଉ ମାଇଣ୍ଡ କୁ ବି ପୁରା ପୁରି ଫ୍ରେସ କରି ଦେଇଥାଏ | ତେବେ କଣ ଆପଣ ମାନେ ବି ସେମିତି କିଛି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି କି ତାହେଲେ ଟିକିଏ ନଜର ପକାନ୍ତୁ ଏହି ଡାନ୍ସ ଆଉ ଗୀତ ଉପରି | ତେବେ କଳିଙ୍ଗ ଗଣନାଟ୍ୟ ରେ ଏହିଭଳି ମନ ଛୁଆଁ ଗୀତ ଆଉ ଡାନ୍ସ ର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଦର୍ଶକ ମାନଙ୍କ ହୃଦୟକୁ ମଧ୍ୟ ବେଶ ଛୁଇଁଛି |ତାହେଲେ ବନ୍ଧୁଗଣ ଟିକିଏ ନଜର ପକାନ୍ତୁ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ |
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି କଳିଙ୍ଗ ଗଣନାଟ୍ୟ ରେ ଯାତ୍ରା ଚାଲୁଥିବା ସମୟର ଦୃଶ୍ୟ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିଙ୍ଗର ଦୁଇଜଣ ବେଶ ସୁନ୍ଦର ଭାବରେ ସୁମଧୁର କଣ୍ଠ ରେ ଗାଇବାକୁ ଲାଗିଛନ୍ତି ଗୀତ | ଆଉ ତାଙ୍କର ସେହି ଗୀତ ର ତାଳେ ତାଳେ ଝୁମି ବାକୁ ଲାଗିଛନ୍ତି ଡ୍ୟାନ୍ସର ମାନେ | ଆଉ ତାଙ୍କର ଗୀତ ସହିତ ତାଳ ପକାଇ ନାଚୁଛନ୍ତି ମଧ୍ୟ |
ତେବେ ଯାତ୍ରା କହିଲେ ସାଧାରଣତଃ ବୟସ୍କ ଲୋକ ମାନେ ଅଧିକ ଟିକେ ଦେଖୁବାକୁ ପସନ୍ଦ କରିଥାନ୍ତି | ଆଉ ଅନେକ ଜାଣିଛୁ କି ବିଶେଷ କରିକି ଗାଁ, ଗହଳି ମାନଙ୍କରେ ବେଶି ଯାତ୍ରା ର ପ୍ରଭାବ ଟା ଦେଖିବାକୁ ମିଳିଥାଏ | ଆଉ ଏହି ଯାତ୍ରା ରେ ବି ବହୁତ ଯାଦୁ ରହିଛି ଆଉ ଯାହା ଫଳରେ ଏହା ଦର୍ଶକ ମାନଙ୍କ ହୃଦୟକୁ ମଧ୍ୟ ବେଶ ଆକର୍ଷିତ କରିଥାଏ ଆଉ ଦର୍ଶକ ଙ୍କ ମନରେ ଖୁସି ମଧ୍ୟ ଦେଇଥାଏ | ଆଉ ସେମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ବେଶ ଆକୃଷ୍ଟ ମଧ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ |
ତେବେ ଆଜି ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି, ତାହା ବି କଳିଙ୍ଗ ଗଣନାଟ୍ୟ ର, ଆଉ ଯେଉଁଠି ” ରାଜା ଝିଅ ତୋମେ କଣ କରିଲ ” ଗୀତ ଟିକୁ ବେଶ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଟି ସେହି ସିଙ୍ଗର ଦୁଇଜଣ | ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରିଛି ଆଉ ମନ ରଞ୍ଜନ ମଧ୍ୟ କରିଛି | ଆଉ କଳିଙ୍ଗ ଗଣନାଟ୍ୟ ର ଏହି ଗୀତ ଆଉ ନାଚର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।