କାର୍ପେଲ ଟନଲ ( Carpal Tunnel ) ସିଣ୍ଡ୍ରୋମ୍‌ କ’ଣ ? | Dr. Arathi Bellary

ହଁ ଦର୍ଶକ ବନ୍ଧୁ ଆଜି ଆମେ କର୍ପୋଲ ଟନଲ ସିଣ୍ଡ୍ରୋମ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ଯାହା ବିଷୟରେ ଆପଣ ମାନଙ୍କର ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମେ ଜାଣିଛି ଆମ ଶରୀରରେ ଚାରି ଆଡ଼େ ନର୍ଭ ରହିଛି ଆଉ ଯାହା ଦ୍ଵାରା ଆମ ଶରୀରରେ ସୃଷ୍ଟି ହେଉଥିବା ସମସ୍ତ ସେନସେସନ ଶରୀରର ବିଭିନ୍ନ ଅଂଶ କୁ ଯାଇଥାଏ ତେବେ ଆସନ୍ତୁ ସେହି ଭଳି କିଛି ନର୍ଭ ଜନିତ ସମସ୍ୟା ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଆମ ଶରୀରରେ ଦୁଇ ପ୍ରକାରର ନର୍ଭ ଥାଏ ଯାହା ସ୍ପାଇନାଲ ନର୍ଭ ଆଉ କ୍ରେନିଆଲ ନର୍ଭ | ତେବେ ଯାହା ଯୋଗୁଁ ଆମେ ସେନସେସନ ଜାଣିଥାଉ | ତେବେ ମେଡିଆନ ନର୍ଭ ଟି ଆମ କୋ୍ଚୋଟି ମଧ୍ୟ ଦେଇକି ଯାଇଥାଏ | ଆଉ କୌଣସି କାରଣ ରୁ ଯଦି ତାହା ଦବି ଯାଏ ତେବେ ରକ୍ତ ସଂଚାଳନ ମଧ୍ୟ ଠିକ ଭାବରେ ହେଇ ପାରେନାହିଁ | ଯାହା ଯୋଗୁଁ କର୍ପୋଲ ଟନଲ ସିଣ୍ଡ୍ରୋମ ଭଳି ସମସ୍ୟା ଦେଖା ଯାଇଥାଏ | ଏବେ ଆସନ୍ତୁ ଜାଣିବା ତାହାର ଲକ୍ଷଣ ବିଷୟରେ |

ଲକ୍ଷଣ ଓ କେଉଁ କେଉଁ ରୋଗ ଥିବା ବ୍ୟକ୍ତି ପାଖରେ ଏହି ରୋଗ ଦେଖା ଯାଏ :-

ସାଧରଣତଃ ହାତର କଚୋଟି ରେ ଶକ୍ତି ନ ଆସିବା, ବା ଅଧିକ ସମୟ ଧରି ଲାପଟପ ଚଳାଇବା ବା କାମ କରିବା ଯୋଗୁଁ ଆମର ଏହି ଭଳି ହାତରେ ଚକୋଟି ଓ ଆଙ୍ଗୁଳି ରେ ପେନ ହୋଇଥାଏ | ତେବେ କର୍ପୋଲ ଟନଲ ସିଣ୍ଡ୍ରୋମ ରୋଗରେ ଲକ୍ଷଣ ଗୁଡକ ବିଶେଷ କରିକି ମହିଳା ମାନଙ୍କ ଠାରେ ଦେଖାଯାଏ | ତାହା ବ୍ୟତୀତ ଡାଇବେଟିସ, ଥାଇରୋଏଡ଼ , ହାଇପାରଟେନସନ ଓ ପ୍ରେଗ୍ନେଣ୍ଟ ଲେଡି ମାନଙ୍କ ଠାରେ ଦେଖା ଦେଇଥାଏ | ଆଉ ଯାହା ଯୋଗୁଁ ବଡ଼ିରେ ଚକୋଟି ଆଉ କାନ୍ଧ ରେ ମଧ୍ୟ ପେନ ହୋଇଥାଏ | ତେବେ ଏହି ସବୁ ଅସୁବିଧା ଆମର ନର୍ଭ ଦବି ଯିବ ଫଳରେ ହୋଇଥାଏ | ଏବେ ଜାଣିବା ଏହାର ଚିକିତ୍ସା ବିଷୟରେ |

କର୍ପୋଲ ଟନଲ ସିଣ୍ଡ୍ରୋମ ରୋଗ ର ଚିକିତ୍ସା :-

ତେବେ ଏହିଭଳି ରୋଗ ପାଇଁ ଆମେ ମେଡ଼ିସିନ ର ସାହାଯ୍ୟ ନେବା ସହିତ, ଆମେ ସର୍ଜିକାଲ ଓ ନନସର୍ଜିକାଲ ଉପାୟରେ ମଧ୍ୟ ଚିକିତ୍ସା କରି ପାରିବା | ତେବେ ଏହାକୁ ଆମେ ଘରେ କାର୍ପାଟୋନେଲ ରେ ଶୋଇବା ବେଳେ ଆମେ ନିଉଟରାଲ ପୋଜିସନ ରେ ସ୍ପ୍ଲିଣ୍ଟ ଲଗେଇକି ଶୋଇବା | ତାହା ବ୍ୟତୀତ ଆମେ ହାତରେ ଏକସେସାଇଜ ଓ ଜେଲ ଲଗେଇଥାଉ | ତେବେ ଏହି ରୋଗକୁ କଂଟ୍ରୋଲ କରିବା ପାଇଁ ହେଲେ ଆମର ଡାଇବେଟିସ ବା ଅନ୍ୟ ସମସ୍ତ ରୋଗକୁ କଣ୍ଟ୍ରୋଲ କରିବା ପାଇଁ ପଡିବ |ତାହା ସହିତ ଆମେ ନନ ସର୍ଜିକାଲ ଅର୍ଥାତ ଅଲଟ୍ରାସାଉଣ୍ଡ ମେଥଡ ରେ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରିବ |

ତେବେ ଏହିଭଳି ଉପାୟକୁ ଅବଲମ୍ବନ କରିଲେ ଆମେ କର୍ପୋଲ ଟନଲ ସିଣ୍ଡ୍ରୋମ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment