Swastik Tv News Odisha

କି ରୋଲ ରେ ! କି ମାଡ… ଓଃ କି ଗର୍ଜନ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0

ବନ୍ଧୁଗଣ ଆମେ ଅନେକ ସମୟରେ ଅନେକ କିଛି ଘଟଣାର ସଂସ୍ପର୍ଶରେ ଆସିଥାଉ। କିଛି ଘଟଣାର ଭିଡିଓ ଆମକୁ ସାଧାରଣ ଲାଗୁଥିବା ବେଳେ ଆଉ କିଛି ଘଟଣା ଆମକୁ ଅସାଧାରଣ ଲାଗିଥାଏ। ଆଜିବି ଅନେକ ସମୟରେ କିଛି ଏମିତି ଅଲୌକିକ ଘଟଣା ର ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ସେହିପରି ଏକ ଘଟଣା ବିଷୟରେ ଆଜି ଆମେ ଜାଣିବା।ଏହା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହା ସତ ଯେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ଏବଂ ଶୁଣିବାକୁ ବି ମିଳିଥାଏ।

ଆଉ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ଆଜିର ଏହି ବିଜ୍ଞାନ ଯୁଗରେ ଲୋକେ ପ୍ରାୟତଃ ଅନେକ ଘଟଣାକୁ ଶୁଣି ହେୟ ଜ୍ଞାନ କରି ଦିଅନ୍ତି ଏବଂ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ଯ କରି ପାରନ୍ତି ନାହିଁ।ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।

ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଯେତିକି ବିସ୍ମୟକର ସେତିକି ଭୟାନକ ବି ଲାଗିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଜଣେ ମହିଳା ମା ସନ୍ତୋଷୀ ବୋଲି ନିଜକୁ କହି, ଅର୍ଥାତ୍ ମାଆ ଙ୍କ ଦାସୀ ସେ ଲାଗିଛନ୍ତି କହି ଯେଉଁଭଳି ଭାବରେ ଆଗତ ଭବିଷ୍ୟତ କଥା କହୁଛନ୍ତି ଏବଂ ଲୋକଙ୍କୁ ଚେତାବନୀ ଦେଉଛନ୍ତି ତାହା ଥରେ ଦେଖନ୍ତୁ। କାହାର କଣ ଘଟିବ,କିଏ କଣ ଭୁଲ୍ କରିଛି ସେସବୁକୁ ସେ ବଡ ପାଟିରେ କହୁଛନ୍ତି ଏବଂ ଗର୍ଜନ ବି ଛାଡୁଛନ୍ତି।

ତାଙ୍କ ବେକରେ ପଡ଼ିଛି ଫୁଲମାଳ, ମୁଣ୍ଡରେ ଗାଢ଼ ନାଲି ସିନ୍ଦୂର ଏବଂ ଅନେକ ମହିଳା ବି ତାଙ୍କ ପାଖରେ ରହିଛନ୍ତି। ଆଗକୁ କଣ ବିପତ୍ତି ଆସିବ ତା ବିଷୟରେ ମଧ୍ୟ ସେ କହୁଛନ୍ତି। ଆପଣ ଏହି ଭିଡିଓ ଟି ଦେଖିଲେ ଏହାର ବାସ୍ତବତା କୁ ନିଜେ ଅନୁଭବ କରି ପାରିବେ।(ତେବେ ଆପଣଙ୍କୁ କହି ରଖୁଛୁ ଯେ, ମନ୍ତ୍ର, ତନ୍ତ୍ର, ଅନ୍ଧବିଶ୍ୱାସ ତଥା ଧର୍ମୀୟ ଭାବନା କୁ ଆଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ। ପ୍ରସଙ୍ଗଟି ପୁରାଣ ଆଧାରିତ କିନ୍ତୁ ବିଜ୍ଞାନ ସମ୍ମତ ନୁହେଁ। ତେଣୁ ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ କିପରି ଏହାକୁ ଗ୍ରହଣ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.