Swastik Tv News Odisha

କୀର୍ତ୍ତନ ଜଗତରେ ଚହଳ ସୃଷ୍ଟି କରିଥିବା ଏହି କୁନି ବାଳକ… ଏତେ କମ ବୟସରେ କରି ଦେଖାଇଲେ ଏମିତି… ଦେଖନ୍ତୁ Video

0

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୀର୍ତ୍ତନର ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ମନରେ ଏଥିପ୍ରତି ଏକ ଭାବ ଏବଂ ଭକ୍ତି ଜାତ ହେବ। ଯାହାକୁ ଶୁଣିଲେ ମନ ଭିତରେ ଖେଳି ଯାଉଛି ଏକ ଉନ୍ମାଦନା। ସେହିଭଳି ଏଠାରେ ଆସନ୍ତୁ ଦେଖିବା ଆଉ ଏକ ଭଜନ କୀର୍ତ୍ତନର ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଦୃଶ୍ୟ। ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆକର୍ଷିତ କଲାଭଳି ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ନାମ ସଙ୍କୀର୍ତ୍ତନ ଅନେକ ସ୍ଥାନରେ ଆୟୋଜିତ ହେଉଥିବା ଅଷ୍ଟମ ପ୍ରହରୀ ମାନଙ୍କରେ ଆପଣ ଦେଖିବାକୁ ପାଉଥିବେ।

ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ଯେଉଁଠି ବେଶ୍ ଧୁମ୍ ଧାମର ସହିତ ନାମ ଭଜନ ସହିତ ନୃତ୍ୟ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଷ୍ଟମ ପ୍ରହରୀ ରେ ଏଠାରେ କୀର୍ତ୍ତନୀୟା ଦଳ ଠାକୁରଙ୍କ ଭଜନ ସଙ୍ଗୀତ ଗାନ କରୁଛନ୍ତି। ସମସ୍ତେ ସମାନ ରଙ୍ଗର ପୋଷାକ ପରିଧାନ କରିବା ସହିତ ସମାନ ଭାବରେ ନିଜକୁ ସଜାଇ ସେମାନେ ଯେଉଁଭଳି ଭାବରେ ନାଚୁଛନ୍ତି ଏବଂ ମୃଦଙ୍ଗ, ଝାଞ୍ଜ, ଢୋଲ ବଜାଉଛନ୍ତି ତାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଆଉ ଏହି ସମୟରେ ତାଙ୍କର ବେଶ ଭୂଷା ଏବଂ ତାଙ୍କର କୀର୍ତ୍ତନ ର ମଜ୍ଜିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ଦେଖି ବେଶ ଖୁସି ହେଉଛନ୍ତି। ଆଜିକାଲି କୀର୍ତ୍ତନ, ହରିନାମ ସାଙ୍ଗକୁ ଏପରି ନୃତ୍ୟ ସବୁ ସଂକୀର୍ତ୍ତନ ମଣ୍ଡଳୀ ମାନେ ଆୟୋଜିତ କରୁଛନ୍ତି।ଲୋକେ ବି ଅଷ୍ଟମ ପ୍ରହରୀରେ ହେଉଥିବା ଏସବୁ କାର୍ଯ୍ୟକ୍ରମ କୁ ବହୁତ୍ ପଶନ୍ଦ କରୁଛନ୍ତି।ଏପରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ। କାହିଁକି ନା ବିଶେଷ କରି ଗାଆଁ ମାନଙ୍କରେ ଏପରି କୀର୍ତ୍ତନ ର ଆୟୋଜନ ହେଇଥାଏ ପୂଜା ପଦ୍ଧତି ମାନଙ୍କରେ। ଯାହାକୁ ସେମାନେ ଉପଭୋଗ କରନ୍ତି।

ତେବେ ଏଠାରେ ମଧ୍ୟ ସେହିଭଳି ଏକ ଭଜନ କୀର୍ତ୍ତନର ଆୟୋଜନ କରା ଯାଇଛି। ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏହାକୁ ଦେଖି ବହୁତ୍ ଆନନ୍ଦିତ ହେଉଛନ୍ତି। ଏଠାରେ ଢୋଲ, ମୃଦଙ୍ଗ, ଝାଞ୍ଜ ଏବଂ ଶଦ୍ଧ କୀର୍ତ୍ତନ ସହିତ ସମସ୍ତେ ଭଜନ ସଙ୍ଗୀତ ପରିବେଷଣ କରୁଛନ୍ତି। କୁନି ବାଳକ ଜଣଙ୍କ ଏକ ଭଜନ, ବନ୍ଧୁରେ ଶ୍ରୀକ୍ଷେତ୍ର ଆଉ କେତେ ଦୂର..ଗୀତକୁ ଏତେ ସୁନ୍ଦର ସ୍ଵରରେ ଏବଂ ଭାବରେ ଗାଉଛନ୍ତି ଯେ ଏହାକୁ ଶୁଣି ମନ ଶାନ୍ତି ହୋଇ ଯାଉଛି। ଆଉ ଏହାକୁ ପାଳିଆ ଧରୁଛନ୍ତି ଅନ୍ଯ କୀର୍ତ୍ତନିଆ ମାନେ।ଏକ ଆଧ୍ୟାତ୍ମିକ ଧ୍ଵନି ରେ ପ୍ରକମ୍ପିତ ହେଉଛି ସେଠାକାର ସ୍ଥାନ। ତେବେ ଏହି ଦୃଶ୍ୟ ବାସ୍ତବରେ ମନ ମୁଗ୍ଧକର ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.