Swastik Tv News Odisha

କୁନି ଝିଅ Stage ଉପରେ ” Dekha Hai Pehli Baar ” ଗୀତ ଗାଈ କଲେ କମାଲ… ମାତ୍ର 4 ଘଂଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ପୁଣି ଏକ କୁନି ଝିଅ ଜଣଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉ ଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣି ସମସ୍ତେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି ସୋସିଆଲ ମିଡିଆରେ। ତେବେ ଏଭଳି ସଙ୍ଗୀତକୁ କୁନି ଝିଅ ମୁହଁରୁ ଶୁଣି ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ।ଏହି ସଙ୍ଗୀତକୁ ଯେଉଁ ଝିଅ ଜଣଙ୍କ ଗାଉଛନ୍ତି ସେ ଜଣେ ପରିଚିତ ଚେହେରା ଅଟନ୍ତି।

ତାଙ୍କର ଅନେକ ଗୀତ ଗାଇବାର ଭିଡିଓ ସୋସିଆଲ ମିଡ଼ିଆରେ ସେୟାର ହେଉଥିବାର ଆପଣ ଦେଖିବାକୁ ପାଇଥିବେ।ଏହି ଝିଅଟିର ନାମ ହେଉଛି ପ୍ରୀତି ଭଟ୍ଟାଚାର୍ଯ୍ୟ।ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ସୀଙ୍ଗୀଙ୍ଗ ଭିଡିଓକୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏଠାରେ ଏହି ଝିଅଟି ତାର ସୁମଧୁର ସ୍ଵରରେ କିପରି ଭାବରେ ଏହି ରୋମାଣ୍ଟିକ ହିନ୍ଦି ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି, ଦେଖା ହେ ପେହେଲି ବାର୍, ସାଜନ କି ଆଁଖୋ ମେଁ ପ୍ୟାର୍।।ସେ ଏକ ଷ୍ଟେଜ ଶୋ ରେ ଯେଉଁଭଳି ଭାବରେ ଏ ଗୀତକୁ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ଉପସ୍ଥିତ ସମସ୍ତ ଶ୍ରୋତା ବହୁତ୍ ଖୁସି ହେଉଛନ୍ତି। ଆପଣ ବି ଝିଅଟିର ଏହି ସ୍ୱରକୁ ଶୁଣିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.