ବନ୍ଧୁଗଣ ବେଳେବେଳେ କୁନି ପିଲା ମାନଙ୍କର କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ। ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।
କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।ଆଉ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ପ୍ରତିଭାର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। କାରଣ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।ସେହିପରି ତାଙ୍କର ନାଚ ମଧ୍ୟ ବହୁତ୍ ଭଲ ଲାଗିଥାଏ।ତେବେ ଆପଣ ଏହା
ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ।ତେଣୁ ଏହାକୁ କିଛି ସମୟ ଧରି ଦେଖିବାକୁ ଇଚ୍ଛା ହୁଏ।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେହିପରି ଏକ କୁନି ବାଳକର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ଏକ ଭାଷଣ ଦେଉଥିବାର ଦେଖିବାକୁ ମିଳିଛି। ସ୍ଵାଧୀନତା ଦିବସ ଉପଲକ୍ଷେ ପିଲାଟି ଜାତୀୟ ପତାକା ଧରି ବେଶ୍ ସୁନ୍ଦର୍ ଭାବରେ ବକ୍ତୃତା ପ୍ରଦାନ କରୁଛି।
ତାର ପାଟିରେ କିଛି ଶବ୍ଦ ଗୁଡିକ ସ୍ପଷ୍ଟ ଉଚ୍ଚାରଣ ହେଉନାହିଁ କିନ୍ତୁ ସେ ଯେଉଁଭଳି କହୁଛି ତାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଏହାକୁ ଦେଖି ଲୋକେ ବହୁତ୍ ଖୁସି ହେଉଛନ୍ତି।ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ପିଲାଟିର ଏପରି ଚମତ୍କାର ଭାଷଣ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ଏହି ଭିଡିଓ କୁ ଦେଖି ପିଲାଟିର ଏପରି ଵାକ୍ ଚାତୁରୀ ର ପ୍ରତିଭା ଦେଖି ସମସ୍ତେ ପ୍ରଶଂସା କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରୁଛନ୍ତି। ଆପଣ ବି ଥରେ ପିଲାଟିର ଏହି ଚମତ୍କାର ଭାଷଣ କୁ ଶୁଣନ୍ତୁ ଯାହା ଆପଣଂକ ହୃଦୟକୁ ନିଶ୍ଚିତ ଛୁଇଁବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।