କୁମ୍ଭକର୍ଣ୍ଣ ଭଳି ନିଦ ଆସିବ, ରାତିରେ କେବଳ ୧ ଗ୍ଲାସ୍ ପିଅନ୍ତୁ । Insomnia Treatment

ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛଆମକୁ ଆମ ର ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ | ଆଉ ଏହି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆମେ ମାନେ ଆପଣେଇ ଥାଉ | ତେବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଜନିତ ସମସ୍ୟାଟି ହେଉଛି ନିଦ୍ରା | ଯଦି ଜଣେ ମଣିଷ ର ନିଦ୍ରା ଠିକ ଭାବରେ ନ ହେବ, ଆଉ ସିଏ ରାତିରେ ଠିକ ସେ ନ ଶୋଇବ, ଯେତିକି ଜଣେ ସୁସ୍ଥ ବ୍ୟକ୍ତି ପାଇଁକି ଆବଶ୍ୟକ ହୋଇଥାଏ | ତାହେଲେ ଆମର ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେବ | କ୍ୱାଲିଟି ସେହି ସମସ୍ୟା ଯୋଗୁଁ ଆମେ ଅନେକ ସମୟରେ ଅସୁବିଧା ମଧ୍ୟ ଭୋଗ କରିଥାଉ |

ତେବେ ନିଦ୍ରା ଜନିତ ସମସ୍ୟା ଯଦି ରାତିରେ ଦେଖା ଯିବ ତାହେଲେ ସେହି ନିଦ୍ରା ର ପ୍ରଭାବ ଆମର ଦିନରେ ଦେଖା ଯାଉଥିବା ବିଭିନ୍ନ କାର୍ଯ୍ୟ ଉପରେ ପଡିଥାଏ | ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ସମୟରେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇଥାଉ | ତେବେ ଆଜି ମୁଁ ଆପଣ ମାନଙ୍କୁ କିଛି ଏମିତି ଘରେଇ ଉପଚାର ବିଷୟରେ ଶିଖାଇବି ଯାହାକୁ ବ୍ୟବହାର କରିକି ଆପଣ ମାନେ ନିଦ୍ରା ଜନିତ ସମସ୍ୟାରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବେ |ତାହେଲେ ଆସନ୍ତୁ ଉପଚାର ଟି ଜାଣିବା |

ଆବଶ୍ୟକୀୟ ଉପକରଣ :-

କ୍ଷୀର, ମହୁ, ପାନ ମହୁରୀ, ଲେମ୍ବୁ, ସୋରିଷ ତେଲ

ପ୍ରସ୍ତୁତି ପ୍ରଣାଳୀ :-

1- ଆମକୁ ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର ର ଆବଶ୍ୟକତା ରହିଛି | ତେବେ ସୁଖ ନିଦ ପାଇଁ ଆମକୁ ପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର ନେବା ଓ ସେଥିରେ ଗୋଟିଏ ଚାମଚ ମହୁ ମିଶାଇବା ଓ ସେହି କ୍ଷୀର କୁ ସେବନ କରିବା |

2- ଯେଉଁମାନେ କ୍ଷୀର ଖାଆନ୍ତି ନାହିଁ ସେହି ମାନଙ୍କ ପାଇଁକି ଦ୍ଵିତୀୟ ଉପଚାର ଟି | ତେବେ ଏହି ଉପଚାର ପାଇଁ ଆମେ ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେବା ଓ ସେଥିରେ 2 ଚାମଚ ପାନ ମହୁରି ମିଶାଇବା | ତାହା ପରେ ସେହି ଜଳ କୁ ଫୁଟାଇବା |ତାହା ପରେ ସେହି ପାଣି କୁ ଛାଣି ଦେବା ଓ ସେଥିରେ କ୍ଷୀର ଆଉ ମହୁ ମଶାଇ ପିଇ ପାରିବା |

3- ତୃତୀୟ ଉପଚାର ଟି ହେଉଛି ଗୋଟିଏ ତେଲ, ତେବେ ଏହି ଉପଚାର ପାଇଲି ପ୍ରଥନେ ଗୋଟା ଲେମ୍ବୁ ରୁ ଅଧା ନେବା ଓ ତାହାର ରସ କାଢି ନେବା | ତାହା ପରେ ସେଥିରେ ମିଶାଇବା ଗୋଟିଏ ଚାମଚ ସୋରିଷ ତେଲ | ତାହା ପରେ ସେହି ମିଶ୍ରଣକୁ ଆମ ପାଦରେ ଶୋଇଲା ବେଳେ ରାତିରେ ଲଗାଇବା |

ବ୍ୟବହାର :-

ତେବେ ଏହି ସବୁ ଉପଚାର ର ପ୍ରୟୋଗ ଆମେ ଶୋଇଲା ବେଳେ ରାତିରେ ଖାଇ ସାରିଲା ପରେ କରିବା |

ତେବେ ଏହିଭଳି କରିବା ଦ୍ୱାରା ନିଦ୍ରା ଜନିତ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment