Vastu Shastra – କେଉଁ କର୍ମ କରିଲେ ମିଳିଥାଏ କୁକୁର ଜନ୍ମ | ପୁରୁଷ ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଆମ ଶାସ୍ତ୍ରରେ କୁହାଯାଇଛି କି ଆମର କର୍ମ ଅନୁସାରେ ଆମକୁ ଫଳ ବରାବର ମିଳିଥାଏ ।ତେବେ ସେହିପରି କୁହାଯାଏ କି ଆମର ଏହି ଜନ୍ମର କର୍ମ ଅନୁସାରେ ଆମ ପୂର୍ବ ଜନ୍ମ ନିର୍ଦ୍ଧାରିତ ହେଇଥାଏ ।ତେବେ ଆମ ସମାଜରେ କୁକୁରକୁ ବହୁତ ହୀନ ଦୃଷ୍ଟିରେ ଦେଖା ଯାଇଥାଏ ସେ କୋଉ ପବିତ୍ର ସ୍ଥାନକୁ ଗଲେ ସେହି ସ୍ଥାନକୁ ଅପବିତ୍ର କୁହାଯାଏ ।କିନ୍ତୁ ଜାଣିଛନ୍ତି ଆମର କୁକର୍ମ ଅନୁସାରେ ହିଁ ଆମର ଗୋଟିଏ ଜନ୍ମ କୁକୁର ଜନ୍ମ ହେଇଥାଏ ।ତେବେ ଏନେଇ ଆମ ଶାସ୍ତ୍ରରେ ଏକ ଘଟଣା ରହିଛି ଯାହା ଆମର ଆପଣଙ୍କୁ ଜଣେଇବୁ ।

ତେବେ ଏହା ହେଉଛି ତ୍ରେତୟା ଯୁଗତ କଥା ଥରେ ରାଜା ରାମ ନିଜ ସଭାରେ ଥିବା ବେଳେ ବାହାରେ ଗୋଟିଏ କୁକୁର ଆସି ଭୋକି ବାକୁ ଲାଗିଲା ତେବେ ଦ୍ୱାରପାଳ ସେହି କୁକୁରକୁ ଘୋଡାଇ ଦେଲେ ଦ୍ଵିତୀୟ ଦିନ ବି ସେମିତି ହେଲା କିନ୍ତୁ ତୃତୀୟ ଦିନ ଯେତେବେଳେ ରାଜା ସେହି କୁକୁରର ଭୋକିବା ଶୁଣିଲେ ସେ ଦ୍ୱାରପାଳକୁ କହିଲେ କୁକୁର କୁ ବବିତ୍ରକୁ ଆସିବା ପାଇଁ କିନ୍ତୁ କୁକୁରଟି ଦ୍ଵାରା ପାଳକୁ କହିଲା “ହେ ମହାନ ଦ୍ୱାରପାଳ ମୋତେ ଏକ ପାପ ଶ୍ରେଣୀରେ ଜନ୍ମ ମିଳିଛି ସେଥିପାଇଁ ମନ୍ଦିର, ଯଜ୍ଞଶାଳା ଭବନ, ତୁଳସୀ ବଗିଚା ,ମଠ,ସଭା, ରାଜ ଭବନ ଓ ଗୋଶାଳା ପରି ପବିତ୍ର ସ୍ଥାନକୁ ଯିବା ମନା ଅଟେ ।

ଆଉ ଏହିକଥା ରାଜା ଶୁଣିଲା ପରେ କୁକୁର ପାଖକୁ ଆସି ଭୋକିବାର କାରଣ ପଚାରିଲରୁ ସେ କହିଲେ ମୋତେ ବିନା ଦୋଷରେ ଜଣେ ସନ୍ୟାସୀ ଛୋଟ କରିଛନ୍ତି ।ତେବେ ସନ୍ୟାସୀ ଜନଙ୍କ କହିଲେ ମୁ ଭିକ୍ଷା କରୁଥିବା ବେଳେ ସେ ମୋତେ ଅଛୁଆଁ କରିଦେଲା ତେଣୁ ମୁଁ ତାକୁ ଛୋଟା କରିଲି ।ତେବେ ରାଜା ଖିଲେ କୁକୁର ହେଉଛି ଅଜ୍ଞାନ ତେଣୁ ଦୋଷ ତୁମର ଆଉ କୁକୁରକୁ ସନ୍ୟାସୀଙ୍କୁ ଦଣ୍ଡ ଦେବାକୁ କହିଲେ ।ତେବେ କୁକୁରଟି ସନ୍ୟାସୀଙ୍କୁ ମଠର ସନ୍ୟାସୀ କରିବାକୁ କହିଲେ ଆଉ ତାହାହିଁ ହେଲା ।

ଆଉ ରହ ଦେଖି ଅନ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହେଇ ରାଜାଙ୍କୁ ଏହାର କାରଣ ପଚାରିଲେ ସେ କହିଲେ ଏହାର କରଣ କୁକୁରଟିକୁ ହିଁ ପଚାରିବାକୁ କହିଲେ ।ତେବେ କୁକୁରଟି କହିଲା
କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଅନ୍ନ କୁ ରଖୁଥିବା ଲୋକ ଶିବାଲ୍ୟ,ମଠ,ବଗିଚା,ଦଂ,ଗ୍ରାମ ଏହି ସବୁ ସ୍ଥାନର ଅଧିପତି ସ୍ତ୍ରୀ ଏବଂ ବାଳକର ଧନକୁ ହରଣ କରୁଥିବା ଲୋକ, ଗାଳିଗୁଲଜ କରୁଥିବା ଲୋକ,ଅନ୍ୟାୟ କରୁଥିବା ରାଜା, ଅନ୍ୟର ସମ୍ପତିକୁ ହଡ଼ପ କରୁଥିବା ଲୋକ,ବ୍ରାହ୍ମଣ ଭୋଜନ ପାଇଁ ଦ୍ରବ୍ୟକୁ ନଷ୍ଟ କରୁଥିବା ଲୋକ, ସିଜୋରି କରୁଥିବା ଲୋକ ଏବଂ ବେଇମାନୀ କରି ଧନ ଆଣୁଥିବା ଲୋକ ପର ଜନ୍ମରେ କୁକୁର ଜନ୍ମ ପାଇଁ ଥାଆନ୍ତି ।

ଆଉ ମୁଁ ବି ପଛ ଜନ୍ମରେ ମଠର ମହନ୍ତ ଥିଲି ତେଣୁ ଏହି ଜନ୍ମରେ କୁକୁର ହେଇଛି ।ତେବେ ବନ୍ଧୁମାନେ ଆମର କର୍ମ ହିଁ ଆମର ଜନ୍ମ ନିର୍ଦ୍ଧାରଣ କଟିଥାଏ ଆମେ କୁକୁର ହେବୁ କି ମଣିଷ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment