ହଁ ଦର୍ଶକ ବନ୍ଧୁ ଆଜି କାଲି ଆପଣ ପରୀକ୍ଷା ପାଇଁ ଜୋରସୋର ପ୍ରୟାସ ଆରମ୍ଭ କରୁଛନ୍ତି ହେଲେ ଏହାର କିଛି ଫଳ ମିଳୁନାହିଁ ଯାହା ପାଇଁ ଆପଣ ଅଧିକ ଚିନ୍ତାରେ ରହିଥାନ୍ତି | ତେବେ ପ୍ରତେକ ଙ୍କର ଗୋଟିଏ ଇଚ୍ଛା ଥାଏ କି ଜୀବନରେ କିଛି ଗୋଟିଏ କରିବା , ଭଲ ଚାକିରୀ ଟେ କରି ନିଜର ଗୋଟିଏ ନାଁ କରିବା | ଆଉ ଯୋଉଁଥିପାଇଁ ଆମକୁ ଭଲ ଭାବରେ ପଢାଶୁଣା କରିବାକୁ ମଧ୍ୟ ପଡିଥାଏ |ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ଆଗକୁ IAS ପରୀକ୍ଷା ରେ ଆସିବା କୁ ଥିବା କିଛି ପ୍ରଶ୍ନ ଓ ତାହା ସହିତ ତାହାର ସେହି ପ୍ରଶ୍ନ ର କଣ ସବୁ ଉତ୍ତର ରହିଛି ଆଲୋଚନା କରିବା ଯାହା ଆଗାମୀ ପରୀକ୍ଷା ପାଇଁ ଆପଣଙ୍କୁ ସହଯୋଗ କରିବ ଓ ଆମେ ଜାଣିପାରିବୁ ବହୁତ କଥା ଦେଶ ବିଷୟରେ |
ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ପ୍ରଥମ ପ୍ରଶ୍ନ ବିଷୟରେ |
(1) ଭାରତ ର 15 ତମ ରାଷ୍ଟ୍ରପତି କିଏ?
ଉତ୍ତର :- ଦ୍ରୌପଦୀ ମୁର୍ମୁ
(2) ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ବା କିଏ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି?
ଉତ୍ତର :-ଦ୍ରୌପଦୀ ମୁର୍ମୁ
(3) ଏବେ ଏବେ କିଏ ରତନଇଣ୍ଡିଆ ପାୱାର ର ଏମ୍.ଡି ହେଇଛନ୍ତି?
ଉତ୍ତର :- ବ୍ରିଜେଶ ଗୁପ୍ତା
(4) ଆମ ଦେଶରେ କାହାର ନିଷ୍ପତି ସର୍ବମାନ୍ୟ ଅଟେ?
ଉତ୍ତର : ସୁପ୍ରିମକୋର୍ଟ
(5) ଏବେ ଏବେ କେଉଁ ରାଜ୍ୟ ସ୍ମାର୍ଟ ସିଟି ଫୋଣ୍ଡ utilaisation ର ଶୀର୍ଷ ରେ ଅଛି?
ଉତ୍ତର :-ତାମିଲନାଡୁ
(6)କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳେ |
ଉତ୍ତର :-ଅଷ୍ଟ୍ରେଲିଆ
(7) କେଉଁ ଜିନିଷ ଶୁଖିଲେ 2 Kg ଓଦାରେ 1 Kg ଏବଂ ଜଳିଗଲେ 3 Kg ହୋଇଥାଏ ?
ଉତ୍ତର – Sulfur
(8) ଭାରତ ଓ ପାକିସ୍ତାନ କେବେ ଅଲଗା ହେଇଥିଲା?
ଉତ୍ତର :-1947 ମସିହା ଅଗଷ୍ଟ 14 ତାରିଖ ରେ ଭାରତ ପାକିସ୍ତାନ ଠାରୁ ଅଲଗା ହେଇଥିଲା |
(9) ଭାରତ ର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି?
ଉତ୍ତର :-ଉତ୍ତରପ୍ରଦେଶ
(10)କିସାନ ଦିବସ କେବେ ପାଳନ କରାଯାଏ?
ଉତ୍ତର :-23 ଡ଼ିସେମ୍ବର
(11) ରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ?
ଉତ୍ତର :-35 ବର୍ଷ
(12) ଉପରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ?
ଉତ୍ତର :- 35 ବର୍ଷ
(13) ବିଶ୍ୱରେ କେଉଁ ଦେଶରେ ସର୍ବ ପ୍ରଥମେ 5G ନେଟୱର୍କ ଆରମ୍ଭ ହେଲା?
ଉତ୍ତର :- ଦକ୍ଷିଣକରିଆ
(14) ଭାରତର ପ୍ରଥମ ରାଷ୍ଟ୍ରପତି କିଏ?
ଉତ୍ତର :- ଡା: ରାଜେନ୍ଦ୍ର ପ୍ରସାଦ
(15) କେଉଁ ସହର କେବେଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା?
ଉତ୍ତର :-ଆଲ୍ହାବାଦ |
ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଆପଣଙ୍କ କିଛି ମହତ୍ୱ ପୂର୍ଣ୍ଣ ପ୍ରଶ୍ନ ଯାହା ଆପଣଙ୍କର ପରୀକ୍ଷା ପାଇଁ ସାହାଯ୍ୟ କରିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
Next time I read a blog, I hope that it doesnt fail me as much as this one. I mean, Yes, it was my choice to read, nonetheless I genuinely believed you would have something useful to say. All I hear is a bunch of crying about something that you could fix if you werent too busy looking for attention.