Swastik Tv News Odisha

କେତେବି ପୁରୁଣା ଚର୍ବି ହେଇଥାଉ,ଏହି ପାଣି ୩ ଥର ପିଅନ୍ତୁ, ପେଟ, ଜଙ୍ଗ ସମସ୍ତ ଚର୍ବି ଘିଅ ଭଳି ତରଳିଯିବ | LOSE FAT

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତେଜ ପତ୍ର ବ୍ୟବହାର କରୁଥିବେ ହେଲେ ଏହା ର ଉପକାର ବିଷୟ ରେ ଜାଣି ନଥିବେ ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତେଜ ପତ୍ର ରେ ରହିଥିବା ଔଷଧୀୟ ଗୁଣ ବିଷୟ ଜାଣିବା | ତେଜ ପତ୍ର ରେ ଥିବା କେତୋଟି ଟି ଔଷଧ ଗୁଣ ରହିଛି ଯାହା ମୁଁ ଆପଣଙ୍କ ଆଜି କହିବି, ତାହାଲେ ଆସନ୍ତୁ ଜାଣିବା ସେଇ ଔଷଧ ଗୁଣ ବିଷୟ ରେ |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତି ଓ ସେବନ ବିଷୟରେ ଜାଣିବା :-

ପ୍ରଥମେ ଗୋଟିଏ ସସ୍ପେନ ରେ କିଛି ପାଣି ନୟନ୍ତୁ ଓ ତା ପରେ ୩ ଟି ତେଜ ପତ୍ର ଓ ଡାଲିଚୀନ ଓ ଜିରା ସେଥିରେ ପକାନ୍ତୁ ଓ ତାକୁ ଭଲ ଭାବରେ 10 ରୁ 15 ମିନିଟ ଗରମ କରନ୍ତୁ, ଏହା କୁ ଗରମ କରିବା ଦ୍ୱାରା ସେଥିରେ ଥିବା ସେଥିରେ ଥିବା ପୋଷଣ ତତ୍ୱ ପାଣି ରେ ମିଶିଯିବ | ଏଥିରେ ଅନେକ ପ୍ରକାର ର ଭିଟାମିନ ଯେମିତ କି ଭିଟାମିନ A, B, C ଓ ଭିଟାମିନ B କଂପ୍ଲେକ୍ସ ରହିଥାଏ, ଯାହା ଥାଇରଏଡ଼ ରୋଗୀ ଙ୍କ ପାଇଁ ବହୁତ ଉପକାର ମିଳିଥାଏ ଏହାର ପାଣି ସେବନ କରିବା, ତାହେଲେ ଦର୍ଶକ ବନ୍ଧୁ ଏହି ପରି ଭାବରେ ଏହାର ପ୍ରସ୍ତୁତି କରିସାରିବା ପରେ ଏହାକୁ ଗୋଟିଏ ପାତ୍ର ରେ ଛାଣି ନିୟନ୍ତୁ ଓ ଛାଣି ସାରିବା ପରେ ଏହା ବ୍ୟବହାର ନିମ୍ନ ରେ ଯେମିତି ଦିଆ ଯାଇଛି କରନ୍ତୁ,

ତେଜ ପତ୍ର ସେବନ ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବା ସହିତ ଓ ଏହା ଆପଣଙ୍କ ଦେହ ର ଚର୍ବି କୁ ମଧ୍ୟ ହ୍ରାସ କରିଥାଏ, କାରଣ ଏହି ତେଜ ପତ୍ର ସେବନ କରିବା ଦ୍ୱାରା ଆପଣଙ୍କୁ ଭୋକ ଲାଗି ନଥାଏ ଓ ଭୋକ କୁ ମଧ୍ୟ ନିୟନ୍ତ୍ରିତ କରିଥାଏ |

କୋଲେଷ୍ଟର ହ୍ରାସ କରିଥାଏ, ତେଜ ପତ୍ର ର ସେବନ ଶରୀର ରୁ ଖରାପ କୋଲେଷ୍ଟର ହ୍ରାସ ହେଇଥାଏ, ଓ ହୃଦ ଘାଟ ଜନିତ ସମସ୍ୟା ମଧ୍ୟ ଦୂର ହେଇଥାଏ, | ଏହା ଉଚ୍ଚ ରକ୍ତ ଚାପ ଦୂର କରିଥାଏ, ଏଥିରେ ପୋଟାସିୟମ ରହିଥାଏ ଯାହା ରକ୍ତ ଚାପ ଦୂର କରିବାରେ ସୋହୟକ ହୋଇଥାଏ |ତେଜ ପତ୍ର ସେବନ ୟୁରିକ ଏସିଡ ର ରାମ ବାଣ ପରି କାମ କରିଥାଏ, ଏଥିରେ ଫାଇବୋର ରହିଥାଏ ଯାହା ଶରୀର ରେ ବିଷାକ୍ତ ପଦାର୍ଥ ବାହାର କରିବାରେ କାମ କରିଥାଏ | ଏହା ର ପ୍ରତେକ ଦିନ ବ୍ୟବହାର କରିବା ଦ୍ୱାରା କିଡ଼ନୀ ଷ୍ଟୋନ ରୁ ମଧ୍ୟ ରକ୍ଷା ମିଳିଥାଏ |

ଏହା ମଧୁମେୟ ଭଳି ମାରାତ୍ମକ ରୋଗର ମଧ୍ୟ ରକ୍ଷା କରିଥାଏ ଏହାର ସେବନ ପ୍ରତିଦିନ ସକାଳେ ଉଠି କରନ୍ତୁ ଆଜ୍ଞା ଏହା କରିବା ଦ୍ୱାରା ଆପଣ ବହୁତ ଉପକୃତ ହେବେ |ଏହା ର ସେବନ ଦ୍ୱାରା ଆପଣଙ୍କ ର ତୁୟୋଚା ରୋଗ ଭଲ ହେଇଥାଏ ଓ ଆପଣଙ୍କ ମୁହଁ ରେ ଗ୍ଲୁ ଦେଖା ଦେଇଥାଏ |ହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ, ଯାହା ଦ୍ୱାରା ଆପଣଙ୍କ ଙ୍କର ପେଟ ସଫା ରଖିବା ସହିତ ଏହା ର ସେବନ ଦ୍ୱାରା ଆପଣଙ୍କ କଷ୍ଟ କାଠିନ୍ୟ ମଧ୍ୟ ଦୂର ହେଇଥାଏ |ରେ ଏହା କେଶ ପାଇଁ ବହୁତ ଉପକାରୀ ହେଇଥାଏ, କେଶ ନ ଝୋଡ଼ିବା ଭଳି ସମସ୍ୟା ରେ ଏହା ସାହାଯ୍ୟ କରିଥାଏ |

ମନେ ରଖନ୍ତୁ ଦର୍ଶକ ବନ୍ଧୁ ଏଥିରେ ଥିବା ତେଜ ପତ୍ର କୁ ଫିଙ୍ଗି ବେ ନାହିଁ କାରଣ ଏହା ଆପଣଙ୍କ ମୁହଁ ର ତ୍ୱଚା ପଣ ଦୁର କରିବାରେ ସାହାଯ୍ୟ କରିଥାଏ, ଏଥିରେ ଅଳ୍ପ ପରିମାଣ ର ଦହି ନେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରନ୍ତୁ, ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ ଆମେ ଖାଉଥିବା ତେଜ ପତ୍ର ରେ ଏତେ ପରିମାଣ ର ଔଷଧୀୟ ଗୁଣ ରହିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.