Swastik Tv News Odisha

କେତେବି ପୁରୁଣା ଚର୍ବି ( lose belly fat ) ହୋଇଥାଉ କେବଳ ୩ ଥର ଏହି ପାଣି ( drink ) ପିଅନ୍ତୁ, ପେଟର ସବୁ ଚର୍ବି ଘିଅ ଭଳି ତରଳି ଯିବ..

0

ହଁ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ ଆମେ ସମସ୍ତେ ସବୁବେଳେ ସୁସ୍ଥ ଓ ସୁନ୍ଦର ରହିବା ଚାହୁଁ |ହେଲେ ଆମର ମୋଟା ପଣ ଓ ଓଜନ ବୃଦ୍ଧି ପାଇଁ ଆମେ ଅଧିକ ସମୟରେ ଚିନ୍ତାରେ ରହିଥାଉ |କାରଣ ଆମର ଏହି ମୋଟା ପଣ ପାଇଁ ଆମେ କୌଣସି କାମ ଭଲ ଭାବରେ କରିପାରି ନଥାଉ ଯାହା ଦ୍ୱାରା ଆମେ ଅଧିକ ଚିନ୍ତା ରେ ରହିଥାଉ | ତେଣୁ ଆମେ ସବୁବେଳେ ନିଜକୁ ସୁସ୍ଥ ଓ ସବଳ ରଖିବା ପାଇଁ ଚେଷ୍ଟା କରିଥାଉ ଓ ସେଥିପାଇଁ ଆମେ ପତଳା ଓ ନିଜର ଓଜନ ହ୍ରାସ କରିବା ପାଇଁ ଚାହିଁ ଥାଉ ହେଲେ ଏହା ଯେତେବେଳେ ସମ୍ଭବ ହେଇପାରିବ ଯେତେବେଳେ ଆପଣ ଚାହିଁବେ | ହଁ ଆଜ୍ଞା ତାହାଲେ ଆସନ୍ତୁ ଜାଣିବା ଓଜନ ମୋଟା ପଣ କୁ କମ କରିବା ପାଇଁ ଏହାର ଉପାୟ ଓ ପ୍ରସ୍ତୁତି, ସେବନ ବିଧି ବିଷୟରେ ଜାଣିବା |

ତେବେ ଆମର ମୋଟା ପଣ ଓ ଓଜନ ବୃଦ୍ଧି ର ସର୍ବ ପ୍ରଥମ କାରଣ ଆମେ ହେଇଥାଉ |କାରଣ ଆମେ କୌଣସି ଜିନିଷ କୁ ବାଛି ବିଚାର ନ କରି ତାହା ଆମେ ଖାଇଥାଉ ଯେମିତିକି ତେଲ ଦ୍ୱାରା, ବେଶନ, ମୋଇଦା ଦ୍ୱାରା ତିଆରି ଜିନଷ ଆମେ ଖାଇଥାଉ ଯାହା ଖାଇବା ଦ୍ୱାରା ଆମ ଶରୀର ମୋଟାବ୍ଲୋସୀମ ର ପରିମାଣ ବୃଦ୍ଧି ହେଇଥାଏ | ଯାହା ଫଳ ରେ ଆମ ର ଓଜନ ବଢିବା ସହିତ ଆମର ମୋଟା ପଣ ମଧ୍ୟ ବଢି ଥାଏ | ତେଣୁ ଦର୍ଶକ ଏହାକୁ କମ କରିବା ପାଇଁ ପ୍ରତିଦିନ ଶାରୀରିକ ପରିଶ୍ରମ କରିବା ସହିତ ଆମ ଜଣାଇବାକୁ ଥିବା ଉପାୟକୁ ଅବଲମ୍ବନ କରନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟ ରେ ଆପଣ ଏହାର ପ୍ରତିକାର ପାଇପାରିବେ ତାହେଲେ ଆସନ୍ତୁ ଜାଣିବା ଏହା ର ପ୍ରସ୍ତୁତି ବିଷୟରେ ରେ |

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗୋଟିଏ ପାତ୍ର ରେ ଦୁଇ ଗ୍ଲାସ ପାଣି ନେଇ ତାକୁ ଭଲ ଭାବରେ ଗରମ କରନ୍ତୁ ଓ ସେଥିରେ ଗୋଟିଏ ଲେମ୍ବୁ କୁ କାଟି ପକାନ୍ତୁ ଓ ତାପରେ ସେଥିରେ ଓଦା କୁ ଛୋଟ ଛୋଟ କରି ପକାନ୍ତୁ ଓ ତାକୁ ସେଇ ପାଣି ସହିତ ଭଲ ଭାବରେ ମିକ୍ସ କରି ସେଇ ପାତ୍ର ଟି କୁ ଢାଙ୍କି ଦିୟନ୍ତୁ ଓ ତାକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିୟନ୍ତୁ |

ସେବନ ବିଧି :-

ଆପଣ ପ୍ରସ୍ତୁତ କରିଥିବା ପାଣି କୁ ଥଣ୍ଡା ହେଇଗଲା ପରେ ସେଇ ପାଣି କୁ ଗୋଟିଏ ଗ୍ଲାସ ରେ ଢାଳି ନିୟନ୍ତୁ ଓ ଏହି ପାଣି କୁ ପ୍ରତେକ ଦିନ 3 ଥର ଲେଖାଁ ସେବନ କରନ୍ତୁ | ଦେଖିବେ ଅଳ୍ପ ଦିନ ମଧ୍ୟ ଆପଣଙ୍କ ମୋଟା ପଣ ଦୂର ହେବା ସହିତ ଆପଣଙ୍କ ଓଜନ ର ହ୍ରାସ ହେବାର ଦେଖା ଯିବେ |

ତାହାଲେ ଏହା ଥିଲା ଆଜିର ଓଜନ ଓ ମୋଟା ପଣ କୁ ଦୂର କରିବା ର ଘରେଇ ଉପାୟ ଯାହା ଆପଣ ଅତି ସହଜ ରେ କରିପାରିବେ ଓ ଯାହା ଦ୍ୱାରା ଆପଣଙ୍କ ଶରୀରରେ ବଢ଼ୁଥିବା ମୋଟାପଣ ରୁ ମୁକ୍ତି ପାଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.