କେବଳ ୧୦ ଦିନରେ ସମସ୍ତ ବନ୍ଦ ଶିର ଖୋଲିଜିବ, ହାର୍ଟ ବ୍ଲକେଜ୍, ବ୍ଲଡ଼ ପ୍ରେସର୍ କେବେ ଆଉ ହେବନି…

ହଁ ବନ୍ଧୁଗଣ ଆମେ ମାନେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ | ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଆପଣେଇ ଥାଉ | ତେବେ କଲେଷ୍ଟେରଲ, ଶିର ବ୍ଲକେଜ, ହାଇ ବ୍ଲଡ ପ୍ରେସର, ଆଦି ବିଭିନ୍ନ ପ୍ରକାରର ସମସ୍ୟା ମାନ ଆମ ଶରୀରରେ ଦେଖା ଯାଇଥାଏ | ଆଉ ସେହି ସବୁ ସମସ୍ୟା ଯୋଗୁଁ ଆମର ଜୀବନ ଯାପନ ରେ ବାଧା ଉପୁଜିବା ସହିତ ତାହା ଆମ ମୃତ୍ୟୁ ର କାରଣ ମଧ୍ୟ ହୋଇଥାଏ | ତେବେ ଆରନ୍ତୁ ବନ୍ଧୁଗଣ କେତେକ ଅତି ସହଜ ଘରେଇ ଉପଚାର ବିଷୟରେ ଜାଣିବା, ଯାହା କୁ ବ୍ୟବହାର କରିକି ଆମେ ଏହିଭଳି ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବା |

ଆବଶ୍ୟକୀୟ ଉପକରଣ :-

ସେଓ / ଏପୁଲ, ଲେମ୍ବୁ, ଲବଙ୍ଗ, ଗୋଲମରିଚ, ଅଦା, ରସୁଣ, ହଳଦୀ

ଉପଚାର ପ୍ରସ୍ତୁତି :-

ତେବେ ଆମେ ଏହି ପ୍ରକାରର ଘରେଇ ସାମଗ୍ରୀ କୁ 2 ଟି ଉପାୟରେ ଉପଚାର ପ୍ରସ୍ତୁତି କରିପାରିବା |

ଉପଚାର -1:-

ତେବେ ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ ସେଓ ନେବା, ଆଉ ତାକୁ 2-3 ଥର ଭଲ ଭାବରେ ଧୋଇଦେବା ଓ ମନେ ରଖିବେ ସେଓ ର ଚୋପା ନ ଛଡେଇକି ତାକୁ ଛୋଟ ଛୋଟ ଖଣ୍ଡ କରିକି କାଟି ଦେବେ | ତାହା ପରେ ଗୋଟିଏ ଲେମ୍ବୁ କୁ ଅଧାରୁ କାଟି ଦେବେ ଓ ଅଧା ଲେମ୍ବୁ କୁ ସେହି ସେଓ ଉପରେ ଭଲ ଭାବରେ ଚିପୁଡ଼ି ଦେବେ |କାରଣ ଆମେ ଜାଣିଛୁ କି ପ୍ରତେକ ଦିନ ସେଓ ର ସେବନ ଆମର ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ | ତାହା ସହିତ ଲେମ୍ବୁ ତ ଆମ ଦେହରେ ବଢୁଥିବା ଚର୍ବି କୁ କମେଇଥାଏ ଓ କଲେଷ୍ଟେରଲ କୁ ମଧ୍ୟ କମେଇ ଥାଏ | ତାହା ପରେ ଆମେ 2 ଟି ଲବଙ୍ଗ ସେଥିରେ ନେଇ ପାରିବା ବା 4-5 ଟି ଅଳେଇଚ ନେବା | ଆଉ ତାହା ପରେ ସେଥିରେ ଅଦା ଅଳ୍ପ କି ଆଉ ରସୁଣ ର 2-3 ଟି ପାଖୁଡା ନେବା | ତାହା ପରେ ଆମେ ଗ୍ୟାସ ରେ କଢେଇ ବସାଇ ଏହି ସବୁ ଉପାଦାନ କୁ ଫୁଟେଇକି ତାହାକୁ ଛାଣିକି ସେହି ପାଣିକୁ ସକାଳେ ବା ସନ୍ଧ୍ୟାରେ ପିଇ ପାରିବା |

ଦ୍ୱିତୀୟ ଉପଚାର ପ୍ରସ୍ତୁତି :-

ତେବେ ଦ୍ୱିତୀୟ ଉପଚାର ପାଇଁ ମଧ୍ୟ ଏହିଭଳି ସେଓ କୁ ଛୋଟ ଛୋଟ କରିକି କାଟିଦେବା, ଲେମ୍ବୁ ଚିପୁଡ଼ିବା ସହିତ ଲେମ୍ବୁ ଚୋପା କାଟିକି ଦେବା, ରସୁଣ ପକେଇବା, ଲବଙ୍ଗ ଓ ଅଳେଇଚ, ଅଦା ବି ନେବା | ତାହା ପରେ ସେ ସବୁକୁ ଭଲ ଭାବରେ ପେଷ୍ଟ କରିକି ଜୁସ ବାହାର କରିବା | ଆଉ ସେହି ଜୁସ କୁ ଗୋଟିଏ ଗ୍ଲାସ କୁ ଛାଣି ନେବା, ଆଉ ଶେଷରେ ସେଥିରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ମିଶାଇବା ଓ ତାହାକୁ ସେବନ କରିବା |

ତେବେ ଏହି ଭଳି ଭାବରେ ଘରେଇ ଉପାୟରେ ହାର୍ଟ ବ୍ଲକେଜ, ବନ୍ଦ ଶିରା,କଲେଷ୍ଟେ ରଲ ଭଳି ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment