କେମିତି ହେବ କିନ୍ନର ବଳରାମଙ୍କ ଗୁପ୍ତ ଶେଷକୃତ୍ୟ ? ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ସମୟ ଏବେ ଏମିତି ଯେଉଁଠାରେ ସବୁ ଘଟଣା ସମ୍ପର୍କରେ ସଂଗେ ସଂଗେ ଲୋକଙ୍କ ପାଖରେ ପହଂଚି ପାରିଥାଏ।ବିଭିନ୍ନ ରହସ୍ୟ ସମ୍ପର୍କରେ ମଧ୍ୟ ଲୋକ ମାନେ ଜାଣି ନ ଥାନ୍ତି ଯାହା ଏଠାରେ କିଛି ଜାଣିବାକୁ ମିଳିଛି। ଆଉ ଏବେ ଏକ ଘଟଣା ନିକଟରେ ଘଟି ଯାଇଥିଲା ଯାହା ଆପଣ ମାନେ ଜାଣିଥିବେ।ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ ପୁରୀ ବଡ଼ ଦଣ୍ଡ ରେ ତାହା ସବୁ ଘଟି ଥିଲା। ଆଉ ଏବେ ତାଙ୍କର ଶବ ସତ୍କାର ସମୟରେ କିଛି ଗୁପ୍ତ ତଥ୍ୟ ସମ୍ପର୍କରେ ଜାଣିବାକୁ ମିଳିଛି।

ଏହିଠାରେ ଏକ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ଆଉ ଏଠାରେ ଏକ ଘଟଣା ରେ ଜାଣିବାକୁ ମିଳିଛି ଯେ ଜଣେ କିନ୍ନର ଙ୍କର ଅନ୍ତିମ ସଂସ୍କାର ସମୟରେ କିଛି ଭିଡ଼ିଓ। ଯେଉଁଠାରେ ଜଣେ କିନ୍ନର ଙ୍କର ମୃତ୍ୟୁ ସମ୍ପର୍କରେ ଆପଣ ମାନେ ଜାଣିଥିବେ ଯାହା ନିକଟରେ ଘଟିଥିଲା। ଆଉ ନିକଟରେ ର୍କ ଭିଡ଼ିଓ ଭାଇରଲ ଜୋର ରେ ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ସେହି କିନ୍ନର ଜଣଙ୍କର ମୃତ୍ୟୁ ସମ୍ପର୍କରେ କିଛି ରହସ୍ୟ ଏବେ ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡ଼ିନାହିଁ। ସେହି କିନ୍ନର ଙ୍କର ମୃତ୍ୟୁ କୁ ନେଇ ଗାଁ ର ଲୋକ ମାନେ ମଧ୍ୟ ଶୋକ ପ୍ରକାଶ କରିଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା।

ଏହି ଘଟଣା ଟି କିଛି ଦିନ ତଳେ ଘଟି ଯାଇଥିଲା ଯେଉଁଠାରେ ଜଣେ କିନ୍ନର ପୁରୀ ଯାଇକି ସେଠାରୁ ତଳ କୁ ଡେଇଁ ପଡିଥିଲେ ଏବଂ ରକ୍ତ ଜୁଡୁବୁଡୁ ଅଵସ୍ଥା ରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା । ଆଉ ତାଙ୍କର ମୃତ୍ୟୁ ପରେ ସମସ୍ତ କିନ୍ନର ଜାତି ମଧ୍ୟ ଶୋକ ପ୍ରକାଶ କରିଥିଲେ।।ଆଉ ତାଙ୍କର ଘରର ଏକ ମାତ୍ର ରୋଜଗାର ବ୍ୟକ୍ତି ଥିଲେ ସେହି କିନ୍ନର ଏବଂ ତାଙ୍କ ଭଉଣୀ ବାହାଘର ପାଇଁ ସେ ଯାଇଥିଲେ ପୁରୀ ଆଉ ସେଠାରୁ କିଛି ପଇସା ଆଣିଲେ ବିବାହ ଘର ହେବ।ହେଲେ ଏମିତି ସବୁ ଘଟି ଗଲା ଯାହା ଦୁଃଖଦ ଭରଣ ହୋଇଥିଲା।ଆଉ କିନ୍ନର ଙ୍କର ମୃତ୍ୟୁ ପରେ ସାଧାରଣ ମଣିଷ ଅପେକ୍ଷା ତାଙ୍କର କିଛି ନିଆରା ଢଙ୍ଗରେ ସବୁ ପରମ୍ପରା କରା ଯାଇଥାଏ ଯାହା ଏଠାରେ ତାଙ୍କର ଗୁପ୍ତ କଥା ସମ୍ପର୍କରେ ଜାଣିବାକୁ ମିଳିଛି।

ଆଉ ତାଙ୍କର ଶବ ନେବା ସମୟ ରେ କିନ୍ନର ମାନଙ୍କର ମୁହଁ କୁ କେହି ଦେଖିବେ ନାହିଁ ଏବଂ ତଂକଟ ଶବ କୁ ଧଳା କପଡା ରେ ଘୋଡାଇ ଦିଆଯିବ ଯାହା ନିୟମ ସବୁ ରହିଛି। ଆଉ ଶବ ଯିବା ସମୟରେ ଯଦି କେହି ତାଙ୍କୁ ଦେଖି ଥାଏ ତେବେ ପରବର୍ତ୍ତୀ ଜନ୍ମ ରେ ସେ କିନ୍ନର ଜନ୍ମ ପାଇ ଥାଏ। ଆଉ ତାଙ୍କର ଇନ୍ଦ୍ରିୟ ମଧ୍ୟ ଗୋଟିଏ କଟା ଯାଇଥାଏ ଯାହା ତାଙ୍କର ମୃତ୍ୟୁ ବରଣ ପରେ। ଆଉ ଏହିପରି ସବୁ ଗୁପ୍ତ ତଥ୍ୟ ଏବେ ଏଠାରେ ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment