ବନ୍ଧୁଗଣ କୁନି ପିଲାମାନେ ହେଉଛନ୍ତି ଆମ ଦୁନିଆର ସୁନ୍ଦର୍ ସୃଷ୍ଟି। ବେଳେବେଳେ କୁନି ପିଲା ମାନଙ୍କର ଏମିତି କିଛି କାର୍ଯ୍ୟର ଭିଡିଓ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ। ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।
ସେମାନଙ୍କ କାର୍ଯ୍ଯ କଳାପକୁ ଦେଖିବାରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ପ୍ରତିଭାର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। କାରଣ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେହିପରି ତାଙ୍କର ନାଚ ମଧ୍ୟ ବହୁତ୍ ଭଲ ଲାଗିଥାଏ।
ତେବେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ କେତେ ମନଛୁଆଁ ତାହା ସମସ୍ତେ ଜାଣନ୍ତି। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ଏହାକୁ କିଛି ସମୟ ଧରି ଦେଖିବାକୁ ଭଲ ଲାଗେ। ସେହିପରି ଜଣେ କୁନି ପିଲାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ କୁ ଦେଖିଲେ ଆପଣ ଖୁସି ତ ହେବେ, ତା ସହ ଆପଣଙ୍କ ପିଲା ଦିନର କଥା ମନେ ପଡିଯିବ। ଏଠାରେ କୁନି ଝିଅଟି କ୍ଲାସ୍ ରେ ପାଠ ପଢା ହେଉଥିବା ସମୟରେ କିପରି ନିଦରେ ଶୋଇ ପଡୁଛି ଦେଖନ୍ତୁ।
ନିଦ୍ରାବତୀ ଅସମୟରେ ପିଲାଟି ପାଖକୁ ଚାଲି ଆସିଛନ୍ତି। ପିଲାଟିକୁ ଏମିତି ଢୁୁଳାଉ ଥିବାର ଦେଖି ଅନ୍ୟ ପିଲାମାନେ ହସୁଛନ୍ତି।ଛୁଆଟି ଶୋଇ ଶୋଇ ଗଳି ବି ପଡୁଛି। ଆଉ ଯେତେବେଳେ ନିଦ ଭାଙ୍ଗୁଛି ଆଖି ଖୋଲୁଛି ସେ ବି ହସି ଦେଉଛି। ଛୁଆଟିର ଏଭଳି ଲକ୍ଷେ ଟଙ୍କିଆ ହସକୁ ଦେଖି ଭ୍ୟୁଅର ମାନେ ବେଶ୍ ଖୁସି ହେଉଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରି ତାଙ୍କର ପିଲାବେଳର ସ୍ମୃତିକୁ ମନେ ପକାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।