Swastik Tv News Odisha

ଖୋଲା ମେଲାରେ ଚାଲିଛି ରାସଲୀଳା… ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ଭାଇରାଲ…

0

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହା ଯୁବପିଢି ମାନେ ଭୁଲ ବଶତଃ କରି ଥାନ୍ତି। ଆଉ ଏବେ ଆପଣ ମାନେ ପ୍ରେମୀ ଯୁଗଳ ଙ୍କର ଏହିପରି କାର୍ଯ୍ୟ କୁ ଦେଖି ପାରିବେ ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ପ୍ରେମୀ ଯୁଗଳ ସମ୍ପର୍କରେ ଯାହା ଏବେ ଭାଇରଲ ହୋଇଛି।ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯେଉଁଠି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଭାଇରଲ ହୋଇଛି।

ଏହି ସମୟରେ ଏବେ ପ୍ରେମ କୁ ନେଇ ଅନେକ ଭିଡ଼ିଓ ସବୁ ସାମ୍ନା କୁ ଆସୁଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ପ୍ରେମ ଏମିତି ଏକ ଜିନିଷ ତାହା ହୋଇଗଲା ପରେ ପ୍ରେମୀ ଯୁଗଳ ମାନେ ଅନେକ କିଛି ଭୁଲ କାମରେ ଲିପ୍ତ ରହି ଥାନ୍ତି ଯାହା ସମାଜ ବିରୋଧୀ ହୋଇଥାଏ। ଏମିତି ସମାଜ ଏବେ ହୋଇଗଲାଣି ଯାହା ଯୁବ ପିଢ଼ି ମାନେ ବିଭିନ୍ନ ସମୟରେ ପ୍ରେମ ପାଇଁ ଆକୁଳ ନିବେଦନ କରି ଥିବାର ଭିଡ଼ିଓ ମଧ୍ୟ ନଜରକୁ ଆସିଥାଏ। ସେହି ଯୁବକ ମାନେ ପରବର୍ତ୍ତୀ ସମୟରେ ଅବାଟ କୁ ଯାଇ ଥାନ୍ତି।

ଏହି ସମୟ ରେ ପ୍ରେମୀ ଯୁଗଳ ମାନେ ଭୁଲ ଓ ଠିକ କିଛି ବିଚାର କରି ପାରନ୍ତି ନାହିଁ ଯାହା ପାଇଁ ଆଜି ସେମାନେ ବିଭିନ୍ନ ଅସୁବିଧା କୁ ସମ୍ମୁଖୀନ ମଧ୍ୟ କରି ଥାନ୍ତି। ଆଉ ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥାଏ। ଆଉ ନୂଆ କରି ଯେଉଁମାନେ ଏହି ବାଟ କୁ ଆସି ଥାନ୍ତି ଅର୍ଥାତ ଯେଉଁମାନେ ଯୌବନ ବୟସ ରେ ଅବତୀର୍ଣ୍ଣ ହୋଇ ଥାନ୍ତି ସେମାନେ ପ୍ରଥମେ ଅନେକ କିଛି ଭୁଲ କରି ଥାଆନ୍ତି। ଅନେକ ସମୟରେ ପ୍ରେମୀ ଯୁଗଳ ମାନେ ବିଭିନ୍ନ ସ୍ଥାନ ମାନଙ୍କରେ ଅନୈତିକ କାମ ସବୁ କରି ଥାନ୍ତି ଯାହା ର ଭିଡ଼ିଓ ସବୁ ଭାଇରଲ ହୋଇଥାଏ। ଏହି ସଵୁ ସମାଜ ରେ ଦେଖିବା ପରେ ସମସ୍ତେ ନିନ୍ଦା ଏହାକୁ କରି ଥାନ୍ତି।

ଏହି ଘଟଣା କୁ ନିଜର ପରିବାର ଲୋକ ଦେଖିବା ପରେ ସମ୍ପର୍କ ରେ ଏକ ବାଧା ସୃଷ୍ଟି ହୋଇଥାଏ ଏବଂ ନିଜର ଇଜ୍ଜତ ମଧ୍ୟ ସମାଜ ରେ ଯାଇଥାଏ। ଆଉ ଏହିପରି ଏବେ ଏକ ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ ଏଠାରେ ଯେଉଁଠି କିଛି ପ୍ରେମୀ ଯୁଗଳ ଏମିତି କିଛି କାର୍ଯ୍ୟ କରୁଛନ୍ତି ଯାହା ସବୁ କ୍ୟାମେରା ଇ ରେକର୍ଡ ହୋଇ ଯାଇଛି। ଏଠାରେ ସେମାନେ କେଉଁଠି ମନ୍ଦିର, ପାର୍କ, ବୁଦା ମୂଳେ ବସି ଥିବାର ନଜରକୁ ଆସିଛନ୍ତି। ହେଲେ ଏମିତି ସର୍ବସାଧାରଣ ସ୍ଥାନରେ ଏହିପରି କାମ ତାହା ଅତି ନିନ୍ଦନୀୟ ଯାହା କୁ ଯୁବପିଢି ମାନେ ମାନିବାକୁ ଅରାଜି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.