ଗର୍ଭବତୀ ନାଗ ( Cobra ) ସାପ ସହିତ ଗୋଟେ ଘରେ ସୋଉଥିଲେ ଏହି ମହିଳା, ଆଉ ତା’ ପରେ…..

ବନ୍ଧୁଗଣ ଆପଣ ତ ଅନେକ ପ୍ରକାରର ଅନେକ ଆକୃତିର ସାପ ଏବଂ ସାପ ଉଦ୍ଧାରର ଭିଡିଓକୁ ଦେଖିଥିବେ। କିନ୍ତୁ ଆଜି ଏକ ଏମିତି ସାପ ଉଦ୍ଧାରର ଦୃଶ୍ୟକୁ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। କାରଣ ଏହା ଏକ ବିଷଧର ନାଗ ସାପ ଉଦ୍ଧାରର ଭିଡିଓ ଅଟେ।ଏହା ଯେତିକି ଲମ୍ବା ଦେଖିବାକୁ ସେତିକି ଭୟଙ୍କର ଅଟେ।ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। କାରଣ ଏହି ସାପଟି ସେହିଭଳି।ତେବେ ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି।

ଏମାନେ ବେଳେବେଳେ ଖାଦ୍ୟ ସନ୍ଧାନରେ ଘର ଭିତରକୁ ପଶି ଆସନ୍ତି।ତେବେ ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି। କିନ୍ତୁ ବହୁତ୍ ଅଜିବ ପ୍ରକାରର ହୋଇଥାନ୍ତି।ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି। ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ।

ତେବେ ଆମ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ।ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ। ଏଠାରେ ସେହିପରି ଏକ ଗ୍ରାମର ଏକ ଶୋଇବା ଘର ଭିତରକୁ ନାଗ ସାପ ପଶି ଆସିବା ପରେ କିପରି ଭାବରେ ସାପ ଧରାଳି ଏହି ସାପକୁ ଉଦ୍ଧାର କରୁଛନ୍ତି ତାହା ଦେଖନ୍ତୁ। ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ଏଠାରେ ସାପ ଧରାଳି ବେଶ କୌଶଳ କ୍ରମେ ଏହି ସାପଟିକୁ ଉଦ୍ଧାର କରିଛନ୍ତି।ଏହି ଭିଡିଓ ରେ ଆପଣ ସଂପୂର୍ଣ୍ଣ ଘଟଣା ଦେଖି ପାରିବେ। ତେବେ ଭଗବାନଙ୍କ କୃପାରୁ ସାପଟି କାହାକୁ ଦଂଶନ କରିନଥିବା ଦେଖିବାକୁ ମିଳିଛି। ଶେଷରେ ସାପଟିକୁ ବେଗ ରେ ପୂରାଇ ନେଇ ଯାଉଛନ୍ତି ସାପ ଧରାଳି ଜଣଙ୍କ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment