Swastik Tv News Odisha

ଗର୍ଭବତୀ ( Pregnant ) ଅଛନ୍ତି କି ନାହିଁ କେମିତି ଜାଣିବେ ? | Dr. Jency Joy C

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଗର୍ଭଧାରଣ କରିବା ହେଉଛି ଗୋଟିଏ ନେଚୁରାଲ ପ୍ରୋସେସ ଆଉ ଯୋଉଥିରେ , ଉଭୟ ପୁରୁଷ ଆଉ ମହିଳାଙ୍କର ଭୂମିକା ରହିଛି | ତେବେ ଦୁଇଜଣଙ୍କ ଯୋଗୁଁ ମହିଳା ଜଣଙ୍କ ଗର୍ଭବତୀ ହୋଇଥାନ୍ତି | ତେବେ ଆମକୁ ମହିଳା ଗର୍ଭବତୀ ଜଣଙ୍କ ଗର୍ଭବତୀ ଅଛନ୍ତି କି ନାହିଁ ଜାଣିବା ପାଇ ହେଲେ କିଛି ଟା କଥା ପ୍ରତି ଧ୍ୟାନ ଦେବାକୁ ହେବ | ତାହେଲେ ଆସନ୍ତୁ ଆଜି ଆମେ ମାନେ ଆଲୋଚନା କରିବା କି ମହିଳା ମାନେ ଗର୍ଭବତୀ କେତେବେଳେ ହୋଇଥାନ୍ତି ଆଉ ଆମେ ତାହା ଜାଣିବା କିପରି |

ତେବେ ଆମେ ମାନେ ସାଧାରଣତଃ ଜାଣିଛୁ କି ଆମର ପିରିୟଡ଼ ସ ରୁ ହିଁ ଆମେ ଜାଣିଥାଉ କି ଆମେ ପ୍ରେଗନେଟ ଅଛୁ କି ନାହିଁ |ଯଦି ଜଣଙ୍କର ପିରିଅଡ୍ସ ହେବା ଵନ୍ଦ ହେଇଯାଉଛି ଗୋଟେ ମାସ ଵନ୍ଦ ହେଲା ପରେ ଆମେ ଦ୍ୱିତୀୟ ମାସରେ ଯଦି ପିରିୟଡ଼ସ ନ ହୁଏ ତାହେଲେ ଆମେ ପ୍ରେଗ୍ନେଣ୍ଟସୀ ଟେଷ୍ଟ କରୁ ଓ ଯଦି ରିପୋର୍ଟ ପଜିଟିଭ ଦେଖାଏ ତାହେଲେ ଆମେ ପ୍ରେଗ୍ନେଣ୍ଟ ଅଛୁ ବୋଲି ଜାଣୁ | କିନ୍ତୁ ପ୍ରେଗ୍ନେଣ୍ଟସୀ ର ଦିନ ଆମେ ପ୍ରଥମ ମାସର ପେରିଅଡ୍ସ ଦିନରୁ ଗଣିଲେ ଠିକ ଦିନ ଜାଣିପାରିବା, ତାହା ଛଡା ଆମେ ଜାଣିଛୁ କି ଯଦି ଗୋଟିଏ ଶୂକ୍ରାଣୁ ଆସି ଡିମ୍ବାଣୁ ସହିତ ମିଶିବ ତାହେଲେ ଆମ ଗର୍ଭାଶୟ ରେ ତାର ଫେର୍ତିଳାଇଯେସନ ହୋଇ ଗୋଟିଏ ନୂଆ ଅଭ୍ୟୁମ ସୃଷ୍ଟି ହେବ |

ଆଉ ଯଦି ଶୂକ୍ରାଣୁ ଟି ସୁସ୍ଥ ଥିବ ତାହେଲେ ପିଲା ମଧ୍ୟ ସୁସ୍ଥ ରହିବ , ଆଉ ଯଦି ଶୂକ୍ରାଣୁ ଟି ଦୁର୍ବଳ ଥାଏ ତାହେଲେ ପିଲା ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ ଓ ଶେଷରେ ପିଲାଟି ଗ୍ରହଣ ଖଣ୍ଡିଆ ମଧ୍ୟ ହୋଇଯାଇଥାଏ | ତାହା ଛଡା ଆମେ ଜାଣିଛୁ କି ଡିମ୍ବାଣୁ ଓ ଶୂକ୍ରାଣୁ ର ମିଳନ ପରେ ତାହା ଭୃଣ ସୃଷ୍ଟି ହୋଇ ଅଭାରୀର କାନ୍ଥରେ ଲାଗିଲା ରହିଥାଏ ଓ ପ୍ରଥମେ ସେଥିରୁ ଗୋଟିଏ କୋଷ ପରେ ଗୋଟିଏ ରୁ ଦୁଇଟି ଓ ଦୁଇ ରୁ ଚାରି ଓ ଚାରିରୁ ଆଠ ଏପରି କୋଷ ବିଭାଜନ ହୋଇଥାଏ ତା ପରେ ପିଲାଟି ସୃଷ୍ଟି ହୁଏ |

ତେବେ ଆମେ ପ୍ରେଗନେଣ୍ଟ ଅଛୁ କି ନାହିଁ ଜାଣିବା ପାଇ ହେଲେ ପିରିୟଡ଼ ସ ଵନ୍ଦ ଦେବା ମାତ୍ର କେ ଆମେ ୟୁରିନ ଟେଷ୍ଟ କରାଇବା, ଆଉ ଯଦି ତାହା ପଜିଟିଭ ଆସିଲା ତାହେଲେ ଆମେ ଜାଣିବା କି ମହିଳା ଜଣଙ୍କ ପ୍ରେଗନେଟ ଅଛନ୍ତି | ତାହା ବ୍ୟତୀତ ପିରିୟଡ଼ସ ହେବାର ଗୋଟିଏ ମାସ ପରେ ଯଦି ଠିକ ସମୟରେ ପିରିୟଡ଼ସ ନ ହେଲା ତାହେଲେ ଆମେ ମଧ୍ୟ ପିରିୟଡ଼ସ କୁ ଟେଷ୍ଟ କରିକି ଜାଣି ପାରିବା |ତାହା ଛଡା କେହି କେହି 3 ମାସ ର ଗର୍ଭବତୀ ହେବା ପରେ ଡକ୍ଟର ଙ୍କ ପାଖକୁ ଯାଇ ଥାନ୍ତି ଓ ଚେକପ କରିଥାନ୍ତି | କିନ୍ତୁ ଆମର ଜାଣି ରଖିବା ଆବଶ୍ୟକ କି ଜଣେ ମହିଳା ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିବା ଠାରୁ ହି ଡକ୍ଟର ଙ୍କର ପରାମର୍ଶ ନେଇକି ଟ୍ରିଟମେଣ୍ଟ ହେବା ଆବଶ୍ୟକ ହୋଇଥାଏ | ଯାହା ଯୋଗୁଁ ମା ସହିତ ପିଲା ବି ସୁସ୍ଥ ରହିଥାଏ |

ତାହେଲେ ଏହି ଭଳି ଉପାୟରେ ଆମେ ଜାଣିପାରିବା କି ମହିଳା ଜଣଙ୍କ ପ୍ରେଗ୍ନେଣ୍ଟ ଅଛନ୍ତି କୁ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.