ତେବେ ବନ୍ଧୁଗଣ ଗର୍ଭବତୀ ହେବା ମହିଳା ମାନଙ୍କର ଏକ ପ୍ରାକୃତିକ ଗୁଣ ହୋଇଥାଏ | ପ୍ରତେକ ମହିଳା ପାଖରେ ଗର୍ଭ ଧାରଣ କରିବାର କ୍ଷମତା ରହିଛି | କିନ୍ତୁ ମହିଳା ମାନେ ଗର୍ଭବତୀ ହେବା ଆଗରୁ ନିଜର ଦେହ ପ୍ରତି ଯେତିକି ଯତ୍ନବାନ ହେବା କଥା ଗର୍ଭବତୀ ପରେ ମଧ୍ୟ ଗର୍ଭବତୀ ହେବା ପରେ ନିଜର ଦେହ ପ୍ରତି ଯତ୍ନବାନ ହେବା ଆବଶ୍ୟକ ହୋଇଥାଏ | କିନ୍ତୁ ପ୍ରତେକ ଗର୍ଭବତୀ ମହିଳା ଜାଣିବା କଥା କି ଗର୍ଭବତୀ ହେବା ସମୟରେ ନିଜର ଦେହ ପ୍ରତି ଯତ୍ନବାନ ହେବା ଆବଶ୍ୟକ ହୋଇଥାଏ, ଆଉ କେତେକ ବିଶେଷ ଗୁଣ ପ୍ରତି ମଧ୍ୟ ଯତ୍ନବାନ ହେବା ନିହାତି ଆବଶ୍ୟକ ହୋଇଥାଏ | ଆଉ ମହିଳା ମାନେ ଗର୍ଭବତୀ ହେବାର 3 ମାସ ବିଶେଷ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ , ତେଣୁ ଏହି ତିନି ମାସ ମହିଳା ମାନେ କେଉଁ କେଉଁ ଖାଦ୍ୟ ଗ୍ରହଣ କରିଲେ ଭଲ ହୋଇଥାଏ | ଆସନ୍ତୁ ସେ ସବୁ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଆମେ ମାନେ ମନେ ରଖିବା ଉଚିତ କି ନାରୀଟେ ଗର୍ଭବତୀ ହେବା ପରେ ତାର ଦାୟିତ୍ୱ ଅଧିକ ବଢିଯାଇଥାଏ, କାରଣ ତାହାର ଯତ୍ନ ନେବା ସହିତ ମହିଳା ଜଣଙ୍କ ତାଙ୍କର ଗର୍ଭ ରେ ବଢୁଥିବା ଛୁଆ ପ୍ରତି ମଧ୍ୟ ଯତ୍ନବାନ ହେବା ଜରୁରୀ ହୋଇଥାଏ | ଆଉ ଯେଉଁଥିପାଇଁ ମହିଳା ମାନେ ଗର୍ଭବତୀ ହେବାର 3 ମାସ ପର୍ଯ୍ୟନ୍ତ କେତୋଟି ବିଶେଷ ଖାଦ୍ୟ ପ୍ରତି ଯତ୍ନବାନ ହେବାକୁ ପଡିଥାଏ | ବିଶେଷ କରିକି ଯେଉଁ ମହିଳା ମାନେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥାନ୍ତି ସେହି ମାନେ ଏହି ସବୁ ବିଷୟରେ ଜାଣି ନ ଥାଆନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଗର୍ଭବତୀ ବେଳେ କଣ ସବୁ ଖାଇବା ଉଚିତ ସେ ସବୁ ବିଷୟରେ ଟିକିଏ ନଜର ପକାଇବା |
1- ପ୍ରଥମରେ ଗର୍ଭବତୀ ମହିଳା ମାନେ କେବେବି ଅମୃତ ଭଣ୍ଡା ଖାଇବା ଉଚିତ ନୁହଁ, ସେ କଞ୍ଚା ଅମୃତଭଣ୍ଡା ହେଉ କି ପାଚିଲା କିଛି ଖାଇବା ଉଚିତ ନୁହଁ | କାରଣ ଅମୃତ ଭଣ୍ଡା ରେ ଭିଟାମିନ C ଥାଏ ଯାହା ଗର୍ଭରେ ଥିବା ପିଲାକୁ ପାଇଁ ଖରାପ ହୋଇଥାଏ |
2-ଦ୍ୱିତୀୟ ରେ ଗର୍ଭବତୀ ସମୟରେ କଞ୍ଚା ହେଉ ବା ପାଚିଲା ପଣସ କିଛି ଖାଇବା ଉଚିତ ନୁହଁ କାରଣ ଏହା ଆମ ଶରୀରରେ ଭିଟାମିନ C ର ମାତ୍ରା କୁ ବୃଦ୍ଧି କରିଥାଏ | ଯାହା ଗର୍ଭବତୀ ମହିଳା ପାଇଁ ଖରାପ ହୋଇଥାଏ |
3- ସପୁରି କୁ ଗର୍ଭବତୀ ମହିଳା ମାନେ କେବେବି ବ୍ୟବହାର କରିବା ଉଚିତ ନୁହଁ ଗର୍ଭବତୀ ହେବାର 3 ମାସ ଭିତରେ ଯାହା ମିସକ୍ୟାରେଜ ରେ ସାହାଯ୍ୟ କରିଥାଏ |
4-ଗର୍ଭବତୀ ଥିବା ସମୟରେ କଞ୍ଚା କ୍ଷୀର ର କେବେବି ବ୍ୟବହାର କରନ୍ତୁ ନାହିଁ, କାରଣ କଞ୍ଚା କ୍ଷୀର ରେ ବ୍ୟାକଟେରୀ ଥାଏ ଯାହା ଯୋଗୁଁ ଆମ ପେଟ ଖରାପ ହେବାର ସମ୍ଭାବନା ଥାଏ |
5- ଗର୍ଭବତୀ ହେବାର 3 ମାସ ଭିତରେ ବାଇଗଣ ର ବ୍ୟବହାର କମେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ | କାରଣ ବାଇଗଣ ଗର୍ଭବତୀ ମହିଳା ପାଇଁ ଖରାପ ହୋଇଥାଏ |
ତେଣୁ ଗର୍ଭବତୀ ହେବାର 3 ମାସ ପର୍ଯ୍ୟନ୍ତ ଏହି 5 ଟି ଜିନିଷ ର ସେବନ ନ କରିବା ଭଲ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।