Swastik Tv News Odisha

ଗାଉଁଲି ଝିଅ Romyanjali & Joydev ଙ୍କ ନୂଆ ଆଲବମ ଭିଡ଼ିଓ… ମାତ୍ର 4 ଘଣ୍ଟାରେ 12 Lakh ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ଅନେକ ଗୁଡ଼ିଏ ସୁନ୍ଦର୍ ସୁନ୍ଦର୍ ମନଛୁଆଁ ଗୀତ ସବୁ ସାମ୍ନାକୁ ଆସୁଛି। ଯାହାକୁ ନେଇ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏକ ମଜବୁତ ସ୍ଥିତିରେ ଏବେ ରହିଛି। ସଙ୍ଗୀତ ଶୁଣିବାକୁ ଆପଣ ନିଶ୍ଚିତ ଭଲ ପାଉଥିବେ। ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ପୂରି ଉଠେ। ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ଆଲବମ୍ ସଙ୍ଗୀତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ତେବେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଙ୍କ କଣ୍ଠରୁ ଏହି ସୁନ୍ଦର୍ ଗୀତଟିଏ ରେକର୍ଡ କରା ଯାଇଛି। ଯାହାର ମ୍ୟୁଜିକ ଭିଡିଓ ମଧ୍ୟ ବେଶ୍ ସୁନ୍ଦର୍ ହୋଇଛି।

ଏହି ମ୍ୟୁଜିକ ଭିଡିଓ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଶ୍ରୋତା ମାନେ ଦର୍ଶକ ମାନେ ଏହାକୁ ଶୁଣି, ଏହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି।ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଏହିଭଳି ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମାନେ। ଏହା ସହିତ ଏଥିରେ ଅଭିନୟ କରୁଥିବା ଯୁବ କଳାକାର ମାନଙ୍କ ର ଭୂମିକା ମଧ୍ୟ ବେଶ୍ ଗ୍ରହଣୀୟ।ତେବେ ତିଆରି ହେଉଥିବା ଏହିସବୁ ନୂଆ ନୂଆ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।

ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ବହୁତ୍ ସୁନ୍ଦର ହେଉଛି।ଏହାଛଡା ଏତେ ସୁନ୍ଦର୍ ଭାବରେ ସ୍ଵରରେ ଏସବୁ ଗୀତକୁ ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ।ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଆପଣ ଏହି ଭାଇରାଲ ଗୀତକୁ ଶୁଣିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।

ଏହି ଗୀତଟିର ଟାଇଟଲ ହେଉଛି ଖୋଜୁଛି ତୋ ପାଗେଳି।ଏହି ଗୀତଟି ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଗୀତକୁ ଅସୀମା ପଣ୍ଡା ଗାଇଥିବା ବେଳେ ଏହି ଗୀତର ଲିରିକ୍ସ ଦେଇଛନ୍ତି ସୁନୀଲ ମହାପାତ୍ର ଏବଂ ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ମିଶ୍ର। ସୁନ୍ଦର୍ ପ୍ରେମ କାହାଣୀ କିପରି ବିଚ୍ଛେଦ ହେଉଛି, ପ୍ରେମିକ ତାର ପ୍ରେମିକାକୁ ଧୋକା ଦେବାପରେ ପ୍ରେମିକା ଆତ୍ମହତ୍ୟା କରିବା ଭଳି ଦୃଶ୍ୟକୁ ସୁନ୍ଦର୍ ଭାବରେ ଏଠାରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯାହାକୁ ୧୦ ଲକ୍ଷ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.