ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ନୂଆ ନୂଆ ମ୍ୟୁଜିକ ଭିଡିଓ ମାନ ପ୍ରକାଶ ପାଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ଯାହାର ଯାଦୁରେ ସମସ୍ତେ ବେଶ ଦିୱାନୀ ମଧ୍ୟ ଥିବା କଥା ଦେଖା ଯାଏ |ତେବେ ଏଠାରେ ଯାହା ଦେଖା ଯାଇଛି କି ଏକ ନୂଆ ସମ୍ବଲପୁରୀ ଗୀତ ଟେ ପ୍ରକାଶ ପାଇଛି ସୋସିଆଲ ମିଡିଆରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜର ଡାନ୍ସ ର କମାଲ ଦେଖାଉଛନ୍ତି ଜୟଦେବ ଏବଂ ରମାୟଞ୍ଜଳି | ଆଉ ଯାହା ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ ମଧ୍ୟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଅନେକ ସମୟରେ ସମ୍ବଲପୁରୀ ଗୀତ ର ଝଲକ ଦେଖିବାକୁ ପାଉଥିବେ, ତେବେ ବର୍ତ୍ତମାନ ସେହି ଭଳି ସମ୍ବଲପୁରୀ ଗୀତ ର ଗୋଟିଏ ଦମଦାର ଝଲକ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି “ପରଦେଶୀୟା ରାଜା ” ନାମରେ ଏକ ସୁନ୍ଦର ମ୍ୟୁଜିକ ଭିଡିଓ ଟି ରିଲିଜ ହୋଇଛି | ଆଉ ଯେଉଁଥିରେ ଜୟଦେବ ଏବଂ ରମାୟଞ୍ଜଳି ବହୁତ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଇଛି | ଦେବେ ଦୁଇଜଣଙ୍କର ଯୋଡ଼ି ବେଶ ଲୋକ ପ୍ରିୟ ହୋଇଛି ଓ ନୂଆ ଏକ ଗାଁ ପରିବେଶ କୁ ନେଇକି ଲଭ ଗୀତ ଟି ଦେଖିବାକୁ ମିଳିଛି ଏହି ଭିଡିଓ ରେ |
ଆଉ ଏହି ଭିଡିଓ ଓ ନାଚ ଏତେ ଭଲ କି ତାହାକୁ ଯିଏ ଦେଖୁଛି ପ୍ରସଂଶା ନ କରି ରହି ପାରିବ ନାହିଁ | ସମ୍ବଲପୁରୀ ଭାଷା ସାଙ୍ଗ କୁ ସମ୍ବଲପୁରୀ ଆନ୍ଦାଜ ରେ ଏହି ଗୀତ ଟି ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଲଭ ସଙ୍ଗ ଟି ଏତେ ସମସ୍ତଙ୍କର ମନକୁ ଛୁଇଁଛି କି ଯିଏ ଦେଖୁଛି ପ୍ରସଂଶା ନ କରିକି ରହି ପାରିବନି ବୋଲି କୁହାଯାଉଛି | ତେବେ ଦୁଇ ଜଣଙ୍କର ଯୋଡ଼ି ମଧ୍ୟ ବେଶ ଭଲ ହୋଇଛି | ଆଉ ଦୁଇ ଜଣ ସୁନ୍ଦର ଭାବରେ ନିଜର ଡାନ୍ସ ର ଝଲକ ଦେଖାଉଥିବା କଥା କୁହାଯାଇଛି |
ତେବେ ଆମ ଓଡିଶା ରେ ବିଶେଷ କରିକି ସମ୍ବଲପୁରୀ ଗୀତ ରେ ପ୍ରସାର ଲାଭ କରିଥିବା ଭିଡିଓ ଟି କୁ ଲୋକ ମାନେ ପସନ୍ଦ କରିବା ସହିତ ଏହି ଗୀତର ଭିୟୁଜ ମଧ୍ୟ ବଢିବାକୁ ଲାଗିଛି | ଆଉ ଦର୍ଶକ ମାନେ ମଧ୍ୟ ଏହି ଯୋଡ଼ି କୁ ବେଶ ପସନ୍ଦ ମଧ୍ୟ କରୁଛନ୍ତି | ଯାହା ଏବେ ଏହି ମ୍ୟୁଜିକ ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
אני מאוד ממליץ על אתר הזה כנסו עכשיו ותהנו ממגוון רחב של בחורות ברמה מאוד גבוהה. רק באתר ישראל נייט לאדי https://romantik69.co.il/