Swastik Tv News Odisha

ଗୁପ୍ତ ଜ୍ଞାନ – ମହିଳା ହୁଅନ୍ତୁ ବା ପୁରୁଷ ଏହି ସମସ୍ୟା ପାଇଁ ସମସ୍ତେ ଚିନ୍ତିତ, ଜାଣନ୍ତୁ ଯୌନାଂଗ ର ବୃଦ୍ଧି ନିମନ୍ତେ ଆପଣଙ୍କୁ କଣ କରିବାକୁ ପଡ଼ିବ । Dr.Chinthu Madeswaran

0

ବନ୍ଧୁଗଣ ଆଜି ଆମେ ଏହି ଲେଖାରେ ପୁରୁଷଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ବପୂର୍ଣ୍ଣ କଥା, ଯାହା ହେଉଛି ପୁରୁଷଙ୍କ ସେକ୍ସ୍ ଅର୍ଗାନ୍ ବା ପୁରୁଷଙ୍କ ଯୌନାଂଗ ର ବୃଦ୍ଧି ବିଷୟରେ। ଏହାକୁ ନେଇ ଅନେକ ସମୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ଏବଂ ଏ ବିଷୟରେ ବୟସ ବଢିବା ସହିତ ଜାଣିବାର ଇଚ୍ଛା ମଧ୍ୟ ବୃଦ୍ଧି ପାଏ। କିନ୍ତୁ ଏହାକୁ କେହି ପ୍ରକାଶ କରି ପାରନ୍ତି ନାହିଁ କି କାହାକୁ ପଚାରି ପାରନ୍ତି ନାହିଁ। ଯଦିଓ ଆଗରୁ ଗାଆଁ ର ବୟସ୍କ ବ୍ୟକ୍ତି ମାନେ ମଜା ଥଟା ରେ ପିଲା ମାନଙ୍କୁ ପଚାରି ପାରୁଥିଲେ ଏ ବିଷୟରେ। କିନ୍ତୁ ଏବେ ଆଉ ସେମିତି ହେଉ ନାହଁ। ଯୁଗ ଆଗେଇଲାନି ଏବଂ ସଭ୍ୟତା ର ଶିକ୍ଷିତ ହେବାର ସ୍ପର୍ଶ ଆମକୁ ଛୁଇଁଲାଣି।

ତେଣୁ ଆଗ ସମୟ ଭଳି ଏବେ ଆଉ ଖୋଲା ଖୋଲି ଭାବରେ ଏସବୁ ବିଷୟରେ କଥା ହେବା ଲୋକଙ୍କ ପାଖରେ କମ୍ ଦେଖିବାକୁ ମିଳୁଛି। କୈଶୋର ଅବସ୍ଥା ଆସିଲେ ସାଧାରଣତଃ ଲିଙ୍ଗର ବୃଦ୍ଧି ହୁଏ। ଲିଙ୍ଗର ବୃଦ୍ଧି ହେବାର ଆବଶ୍ୟକତା ମଧ୍ୟ ରହିଛି। ଏ ବିଷୟରେ ଉପଯୁକ୍ତ ସମୟରେ ଜ୍ଞାନ ଆହରଣ କରିବା ମଧ୍ୟ ନିହାତି ଆବଶ୍ୟକ। ନହେଲେ ଏମିତି ଅନେକ ଲିଙ୍ଗ ଜନିତ ସମସ୍ୟା ଅଛି ଯେଉଁଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଅନେକ ଜଣ ଲିଙ୍ଗର ଠିକ୍ ଭାବେ ଖୋଲିବାକୁ ଯେତିକି ଗୁରୁତ୍ବ ଦେଇ ନଥାନ୍ତି ତାଠାରୁ ବେଶୀ ଗୁରୁତ୍ଵ ଦେଇଥାନ୍ତି ଲିଙ୍ଗର ବୃଦ୍ଧି ଏବଂ ଏହାର ଆକାର କୁ ନେଇ।

ଲିଙ୍ଗର ଆକାର ବଡ ହେଲେ ସମ୍ଭୋଗ କରିବାରେ ଅଧିକ ଖୁସି ପାଇବା ନିଶ୍ଚିତ ହୋଇଥାଏ। ଲିଙ୍ଗ ଛୋଟ ରହିଲେ ଏହାକୁ ନେଇ ଅନେକ ଚିନ୍ତାରେ ରହିଥାନ୍ତି। ତେବେ ଲିଙ୍ଗରେ ଉତ୍ତେଜନା ବୃଦ୍ଧି ପାଇଲେ କିଛି ଲୋକଙ୍କର ଏହା ବୃଦ୍ଧି ହୋଇ ୪ ଇଞ୍ଚ ହୋଇଥାଏ ତ କାହାର ୬, କାହାର ୮ ଏବଂ ଆଉ କାହାର ୧୦ ଇଞ୍ଚ୍ ରହିଥାଏ। ତେବେ ଛୋଟ ଲିଙ୍ଗ ଥିଲେ ଅନେକଙ୍କ ମନରେ ଆଘାତ ଆସେ। ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏଥିପାଇଁ ଆୟୁର୍ବେଦିକ ଉପଚାର ରହିଚି। ଯାହା ଦ୍ଵାରା ଆପଣ ଏହାର ସମାଧାନ କରି ପାରିବେ। ଆବଶ୍ୟକ ସ୍ଥଳେ ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ।

ତେଣୁ ଏଥିପ୍ରତି ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ କିମ୍ବା ସାଙ୍ଗସାଥୀ ଙ୍କ ପରାମର୍ଶରେ ଅଯଥା ଔଷଧ ସେବନ କରନ୍ତୁ ନାହିଁ କିମ୍ୱା କୌଣସି ଜେଲ୍, ଓଏଲ୍ ଲଗାନ୍ତୁ ନାହିଁ। ଆୟୁର୍ବେଦିକ ରେ ଏକ ତୈଳ ରହିଛି, ଯାହାର ନାମ ଶ୍ରୀ ଗୋପାଳ ତୈଳ, ଯାହାକୁ ଆପଣ ଲିଙ୍ଗରେ ମାଲିସ୍ କଲେ ଆପଣଙ୍କ ମାଂସପେଶୀ ର ବୃଦ୍ଧି ଘଟିବ ଏବଂ ଲିଙ୍ଗ ସ୍ୱାସ୍ଥ୍ୟକର ରହିବ। ତେଣୁ ଆପଣ ଉପଯୁକ୍ତ ବୟସରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ସହିତ ଲିଙ୍ଗର ଯତ୍ନ ନେବା ଆବଶ୍ୟକ ଅଟେ। ଫଳରେ ଆପଣ ସେକ୍ସ୍ ଅର୍ଗାନ ସୁସ୍ଥ ରହିବା ସହିତ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.