ଗୋଟିଏ ସପ୍ତାହରେ ପେଟର ଚର୍ବି ମହମ ପରି ତରଳି ଯିବ, ବାସ ସକାଳୁ ପିଅନ୍ତୁ ଏହି ପାଣି…

ହଁ ଦର୍ଶକ ବନ୍ଧୁ ସିଏ ଝିଅ ହେଉ ଵା ପୁଅ, ଯୁବକ ହେଉ ଵା ବୟସ୍କା ପେଟରେ ଯଦି ଚର୍ବି ଯାହାର ବି ବଢିଯାଏ ତାକୁ ଆଶ୍ବସ୍ତି ହି ଲାଗିଥାଏ |ଆପଣମାନେ ସମସ୍ତେ ଜାଣିଥିବେ କି ଶରୀରରେ ମୋଟାପଣ ହେଉ କି, ପେଟରେ ଚର୍ବି ହେଉ ଏହା ଆମ ଶରୀରରେ ରହିଲେ ବା ଆମ ଶରୀରରେ ଚର୍ବି ରା ମାତ୍ର ବଢିଗଲେ ଆମକୁ କାମ କରିବା ପାଇଁ ମଧ୍ୟ ଅସୁବିଧା ହୋଇଥାଏ | ଯାହାବି ଆମେ କରୁ ଟିକେ ସମୟରେ ଏତେ ପରିମାଣରେ ଆଶ୍ବସ୍ତି ହୋଉ କି ଆମର ଜୀବନ ଜାପାନ ବି କଷ୍ଟ କର ହୋଇଯାଏ | ତେବେ ଆସନ୍ତି ଆଜି ଜାଣିବା କଣ ସବୁ ଘରେଇ ଉପକରଣ କୁ ବ୍ୟବହାର କରି ଆମେ ମାନେ ଚର୍ବି ଓ ମେଡବୋହୁଳତାରୁ ମୁକ୍ତି ପାଇପାରିବା |

ସମସ୍ତଙ୍କର ଗୋଟିଏ ଆଶା ଥାଏ କି ସେମାନେ କେମିତି ନିଜେ ତାଙ୍କର ହେଲଥ ସହିତ ଶରୀର ମଧ୍ୟ ଠିକ ରହିବ,ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନମ୍ବର ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖାଯାଇଥାଏ|

ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା, କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି କିଛି ଏପରି ଟିପ୍ସ ଯାହା ଯୋଗୁ ଆପଣମାନେ ବି ବିନା ପରିଶ୍ରମରେ କମ ଟାଇମ ରେ ନିଜର ବେଳିଫେଟକୁ କମେଇ ପାରିବେ, ଓ ବିନା ମୂଲ୍ୟରେ, ତେବେ ଆସନ୍ତୁ ଜାଣିବା କଣ ସେଇ ଜିନିଷ ଆଉ କିପରି ଉପାୟରେ ଆମେ ବ୍ୟବହାର କରିବା ଯାହା ଯୋଗୁ ମେଦକୁ ଶରୀରରୁ ଦୁରେଇ ପରିବା |

ଆବଶ୍ୟକ ଉପକରଣ :-

ଗୋଟିଏ ଗ୍ଲାସ ପାଣି, ଲେମ୍ବୁ ଗୋଟିଏ, ଜିରା

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେଇ ଗରମ କରିବା ତାକୁ ଚାହା ଭଳିଆ ପିଇବା ମାପି ଗରମ କରିବା, ଓ ସେଥିରେ ମିଶାଇବା ଗୋଟିଏ ଲେମ୍ବୁର ଅଧା,ତାପରେ ତାକୁ ଫେଣ୍ଟି ଦେବା ଓ ସେଥିରେ ମିଶାଇବା ଗୋଟିଏ ଚାମଚ ଜିରା ଗୁଣ୍ଡ କାରଣ ଆପଣ ଜାଣିଛନ୍ତି କି ଜିରା କୁଣ୍ଡ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ଯାହା ଆମର ଚର୍ବିକୁ କୋମାଇଦିଏ , କିନ୍ତୁ ମନେ ରଖିବେ କି ଯେମିତି ପାଣି ଗରମ ରଖିବେ ପିଇଵା ମାପି |

ବ୍ୟବହାର :-

ଆପଣମାନେ ଏହି ପ୍ରସ୍ତୁତ ହୋଇଥିବା ପାଣିକୁ ସକାଳେ ନିଦରୁ ଉଠି ପିଇବେ, ଓ ପିଇ ସାରିବାର ଦୁଇ ଘଣ୍ଟା ପରେ ଖାଦ୍ୟ ଖାଇବେ ଏହି ପରି ପ୍ରଥମେ ସପ୍ତାହ ବ୍ୟବହାର କରିଲେ ଆପଣ ନିଜେ ଏହାର ଉପକାରିତାକୁ ଜାଣିପାରିବେ, ଆଉ ମଧ୍ୟ ଆପଣ ପ୍ରତିଦିନ ପାଣି ପ୍ରଚୁର ପରିମାଣରେ ପିଇବେ ଯାହା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ଠିକ ରହିବ ଓ ଚର୍ବି ମଧ୍ୟ କମିବ, ତାହା ସହିତ ଆପଣ ଯଦି ଦିନ ସାରା ସବୁବେଳେ ଉଷୁମ ପାଣି ପିଇବ ତାହା ଆପଣଙ୍କ ପାଇଁ ଅଧିକ ଲାଭବାନ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment