ଗୋରା ଛୁଆ କେମିତି ହେବ ? ଗୋରା ଏବଂ ସ୍ୱାସ୍ଥ୍ୟବାନ ଛୁଆ ପାଇଁ କଣ ଖାଇବେ ଜାଣି ରଖନ୍ତୁ – Health Tips

ହଁ ଦର୍ଶକ ବନ୍ଧୁ ସମସ୍ତ ବାପା ମା ଚାହାଁନ୍ତି ତାଙ୍କର ପିଲା ଗରା ଦେଖା ଯାଉ ଓ ଓ ତାହାର ମସ୍ତିଷ୍କ ଉନ୍ନତ ମାନର ହେଉ | ତେଣୁ ପିଲା ଟି ଗର୍ଭରେ ଥିବା ବେଳେ ଯଦି ଗର୍ଭବତୀ ମହିଳା ଙ୍କୁ ସଠିକ ଭାବରେ ପୋଷଣ ଯୋଗାଇ ଦିଆଯିବ ତାହାଲେ ପିଲା ଗରା ହେଇ ଜନ୍ମ ହେଇଥାଏ ବୋଲି କୁହାଯାଏ | ତେବେ ଆମେ ଜାଣିଛେ ପିଲା ଗରା ହେବା କି କଳା ହେବା ତାହା ତା ଜିନ ଉପରେ ନିର୍ଭର କରେ | ହେଲେ ଏବେ ଜଣା ପଡିଛି ଯଦି ଗର୍ଭବତୀ ମହିଳାଙ୍କୁ ଏହି ସବୁ ଖାଦ୍ୟ ଯୋଗାଇ ଦିଆଯିବ ତାହାଲେ ସେ ଗରା ଛୁଆ ଜନ୍ମ କରିପାରିବେ| ତାହାଲେ ସେ ଖାଦ୍ୟ ଗୁଡିକ ହେଉଛି |

(1) କେଶର ଓ କ୍ଷୀର :-

ତେବେ ଯଦି ଗର୍ଭବତୀ ମହିଳା ଙ୍କୁ ଆମେ ପ୍ରତିଦିନ ଉଷମ କ୍ଷୀର ରେ ଅଳ୍ପ ପରିମାଣ ରେ କେଶର ମିଶାଇ ଖାଇବା ଦ୍ୱାରା ପିଲା ଗରା ଜନ୍ମ ହେଇଥାଏ | କାରଣ କ୍ଷୀର ରେ ଅଧିକ ପରିମାଣ ମିନେରାଲସ, ପ୍ରୋଟିନ ରହିଥାଏ ଯାହା ପିଲା କୁ ଗଭାବସ୍ଥା ରେ ଗରା କରିବାରେ ସାହାଯ୍ୟ କରିଥାଏ |

(2) ନଡ଼ିଆ :-

ତେବେ ଆମେ ଯଦି ଗର୍ଭବତୀ ସମୟରେ ନଡ଼ିଆ ଖାଇବା ଦ୍ୱାରା ମଧ୍ୟ ଏହାର ପ୍ରଭାବ ପିଲା ଉପରେ ପଡିଥାଏ ଯାହା ପିଲାକୁ ଗରା କରିଥାଏ | କାରଣ ନଡ଼ିଆ ରେ ଅନେକ ପରିମାଣ ରେ ପ୍ରୋଟିନ ରହିଥାଏ |

(3) ବାଦାମ :-

ଯଦି ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ଗୋଟାଏ ମୁଠା ବାଦାମ ପାଣି ପକାଇ ତାକୁ ସକାଳୁ ଉଠି କ୍ଷୀର ସହିତ ଚୋବାଇ ଖାଇବା ଦ୍ୱାରା ପିଲା ଗରା ଜନ୍ମ ହେଇଥାଏ | କାରଣ ବାଦାମ ରେ ମାଗ୍ନେସିୟମ, ଆଇରନ, ପୋଟାସିୟମ ଓ ପ୍ରୋଟିନ ପ୍ରଚୁର ପରିମାଣ ରେ ଥାଏ ଯାହା ପିଲା କୁ ସୁସ୍ଥ ଓ ଗରା କରିବାରେ ସାହାଯ୍ୟ କରେ |

(4)ଅଣ୍ଡା :-

ତେବେ ଗର୍ଭବତୀ ମହିଳା ଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ଆବଶ୍ୟକ | କାରଣ ଅଣ୍ଡା ରେ ପ୍ରଚୁର ପରିମାଣ ର କ୍ୟାଲସିୟମ ଓ ପ୍ରୋଟିନ ରହିଥାଏ ଯାହା ଗରା ଓ ତାର ଓସ୍ତି କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ |

(5) ଡାଳିମ୍ବ :-

ତେବେ ଗର୍ଭବତୀ ମହିଳା ପ୍ରତିଦିନ ଡାଳିମ୍ବ ଖାଇବା ଦ୍ୱାରା ମଧ୍ୟ ପିଲା ଗରା ଓ ସୁସ୍ଥ ଜନ୍ମ ହେଇଥାଏ |

(6) ଦେଶୀ ଘିଅ :-

ତେବେ ପିଲା ଗର୍ଭରେ ଥିବା ବେଳେ ଯଦି ପ୍ରତେକ ଦିନ ଦେଶୀ ଘିଅରେ ତିଆରି ଖାଦ୍ୟ ଖାଇବେ ତାହେଲେ ମଧ୍ୟ ପିଲା ଗରା ଜନ୍ମ ହେଇଥାଏ |

(7) କମଳା ଲେମ୍ବୁ :-

ଗର୍ଭବତୀ ମହିଳା ଙ୍କୁ ପ୍ରତି ଦିନ ଗୋଟିଏ ଲେଖା କମଳା ଲେମ୍ଭୁ ଖାଇବା ଆବଶ୍ୟକ |

(8) ସମସ୍ତ ସବୁଜ ପନିପରିବା :-

ହଁ ଦର୍ଶକ ବନ୍ଧୁ ଗର୍ଭବତୀ ସମୟରେ ସମସ୍ତ ପ୍ରକାର ତଟକା ପନିପରିବା ଖାଇବା କୁ ଦିୟନ୍ତୁ ଯାହା ପିଲାକୁ ଗରା, ସୁସ୍ଥ ଓ ସବଳ କରିବାରେ ସାହାଯ୍ୟ କରିଥାଏ |

ତେବେ ଏହିଭଳି ଖାଦ୍ୟର ବ୍ୟବହାର କରିଲେ ଜଣେ ଗର୍ଭବତୀ ମା ପାଖରୁ ଜନ୍ମ ହୋଇଥିବା ଶିଶୁଟି ଗୋରା ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment