( ଗ୍ୟାସ,ଏସିଡିଟି, କବଜ ) ସମସ୍ତ ପ୍ରକାର ପେଟରୋଗ ୧୦ ଦିନରେ ମୂଳରୁ ଶେଷ ହେବ ଗ୍ୟାରେଣ୍ଟି

ବନ୍ଧୁମାନେ ଆଜିର ସମୟରେ ପ୍ରତ୍ୟେକ ମଣିଷ ବିଭିନ୍ନ ରୋଗ ବ୍ୟାଧି ଯୋଗୁ ନିଜ ଜୀବନକୁ ଠିକରେ ଉପଭୋଗ କଟିପାରୁ ନାହାନ୍ତି ।ଆଉ ସମୟ ବଡ଼ିବା ସହିତ ସେହି ରୋଗ ଗୁଡିକ ବଡିବାରେ ଲାଗୁଛି ଆପଣ ଯେତେ ଉପାୟ ଆପଣେଇଲେ ବି ସେଥିରୁ ଆଶ୍ୱସ୍ତି ମିଳୁ ନାହିଁ ।ତେବେ ଅନେକ ସମୟରେ ପେଟ ଜନିତ ସମସ୍ୟା ପାଇଁ ବହୁତ ଲୋକ ଖାଦ୍ୟ ବି ଠିକରେ ଖାଇ ପାରନ୍ତି ନାହିଁ ।ଆପଣ କେତେବେଳେ ବେଳେ ବି ଟିକିଏ ଶାନ୍ତିରେ ରହି ପାରନ୍ତି ନାହିଁ ରହି ସବୁ ସମସ୍ୟା ଗୁଡିକ ପାଇଁ ।ଆଉ ଏହି ସବୁ ଅସୁବିଧାରୁ ଦୁର କରି ପାରିବ ଗୋଟିଏ ଘରୋଇ ଉପଚାର ।

ତେବେ ଆପଣ ବହୁତ ଔଷଧ ଖାଉଥିବେ ଆଉ ତାହାର ସାଇଡ ଇଫେକ୍ଟ ବି ରହିଥାଏ କିନ୍ତୁ ଘରୋଇ ଉପଚାରରେ କେବେ କିଛି ସାଇଡ ଇଫେକ୍ଟ ନଥାଏ ।ତେବେ ଯଦି ଆପଣଙ୍କ ପେଟ ଫୁଲିକି ରହୁଛି,ଖାଦ୍ୟ ଖାଇବା ପରେ ପେଟରେ ଜ୍ଵଳନ ହେଉଛି ଓ ଗ୍ୟାସ ପରି ସମସ୍ୟା ବି ଆପଣଙ୍କ ପାଖରେ ରହୁଛି ଓ ପ୍ରବଳ ମୁଣ୍ଡ ବିନ୍ଧୁଛି ତେବେ ଆଜି ଆମେ ଆପଣଂକୁ ଏସବୁରୁ ମୁକ୍ତି ପାଇବାର ଏମିତି ଗୋଟିଏ ଘରୋଇ ଉପାୟ କହିବୁ ଯାହା କରିଲେ ଏହି ଅସୁବିଧା ସମ୍ପୂର୍ଣ୍ଣ ଦୁର ହେଇଯିବ ।ଏବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ସେହି ଘରୋଇ ଉପଚାର ।

ଆବଶ୍ୟକ ସାମଗ୍ରୀ:-

-ପାନ ମଧୁରୀ

-ମୁନକା

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ପ୍ରଥମେ ଆପଣ କିଛି ପାନ ମଧୁରୀ ନିଅନ୍ତୁ ତେବେ ଥରକ ପାଇଁ ଏକ ଚାମଚ ପାନ ମଧୁରୀ ନିଅନ୍ତୁ ଏହାକୁ ନିଜ ହାତରେ ରଖି ଦଳି ଦିଅନ୍ତୁ ।ତେବେ ପାନ ମଧୁରୀ ଗ୍ୟାସ,ଏସିଡ଼ିଟି ପରି ଅନେକ ଶାରୀରିକ ସମସ୍ୟା ପାଇଁ ରାମବାଣ ପରି କାମ କରିଥାଏ ।

-ଏବେ ଆପଣ 5ଟି ମୁନକା ନିଅନ୍ତୁ ତେବେ ଏହାକୁ ସମସ୍ତେ ଖାଇ ପାରିବେ ଉଚ୍ଚ ରକ୍ତ ଚାପଥିବା ଲୋକମାନେ ମଧ୍ୟ ।

ମୁନକା କୁ ଆପଣ ସକାଳେ ପାଣିରେ ଭିଜେଇ ରଖିଥିବେ ଆଉ ଖାଇବାର 30 ମିନିଟ ପରେ ଏହା ରାତିରେ ଖାଇବେ ।ତେବେ ରାତିରେ ଖାଇବା ପରେ ଏକ ଚାମୁଚ ପାନ ମଧୁରୀ ଖାଇବା ପରେ ଏହି 5ଟି ମୁନକା କୁ ଚୋବାଇ ଖାଆନ୍ତୁ ।ଏଠି ସହିତ ଆପଣ ପ୍ରତିଦିନ ବହୁତ ପାଣି ପିଇଲେ ଆଉ ଏହି ଦୁଇଟି ଜିନିଷ ଦଶ ଦିନ ପର୍ଯ୍ୟନ୍ତ ଖାଇଲା ପରେ ଦେଖିବେ ଧୀରେ ଧୀରେ ଆପଣଙ୍କ ର ଗ୍ୟାସ,ଏସିଡ଼ିଟି,ପେଟରେ ଜ୍ଵଳନ ଓ ଅନ୍ୟ ସବୁ ପେଟ ସମସ୍ୟା ସମ୍ପୂର୍ଣ୍ଣ ଭଲ ହେଇ ଯିବ ।

ତେବେ ବନ୍ଧୁମାନେ ଯଦି ଆପଣ ଏମିତି କିଛି ଶାରୀରିକ ଯନ୍ତ୍ରଣା ରୁ ଉପଶମ ପାଇବାକୁ ଚାହୁଁଛନ୍ତି ତେବେ ଆମତ ଏହି ଉପାୟକୁ ନିଶ୍ଚିତ ପାଳନ କରନ୍ତୁ ଦେଖିବେ ଆପଣ କେମିତି ସୁସ୍ଥ ଅନୁଭବ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment