Swastik Tv News Odisha

( ଗ୍ୟାସ ) ସମସ୍ୟା ଦୂର କରିବାର ଘରୋଇ ଉପାୟ | Natural Home Remedy for Acidity

0

ହଁ ଦର୍ଶକ ବନ୍ଧୁ ଆପଣଙ୍କର କବଚ ଭଳି ଯଦି ରୋଗ ଦେଖା ଦେଇଥାଏ | ଆଉ ପେଟରେ ଗ୍ୟାଷ୍ଟିକ ଜମି ରହୁଥିବାର ଦେଖା ଯାଇଥାଏ | ଆଉ ଯାହା ଯୋଗୁଁ ଆମେ ବିଭିନ୍ନ ପ୍ରକାରର ସମସ୍ୟାରେ ମଧ୍ୟ ପଡିଥାଉ | ତେବେ ଏହି ଭଳି ସମସ୍ୟା ଯଦି ସବୁବେଳେ ଆମ ଶରୀରରେ ଦେଖା ଦିଏ ତାହେଲେ ଆମ ପେଟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବା ସହିତ ଆମକୁ ଭୋକ ମଧ୍ୟ ଲାଗେନାହିଁ |ଆଉ ଆମର ପେଟ ସଫା ନହେଲେ କବଚ ଜମିକି ରହିଲେ ଆମର ପେଟ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାଉ | କ୍ୱାଲିଟି ଯାହା ପାଇଁ ଆମେ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ନେଇଥାଉ | ତାହେଲେ ଆସନ୍ତୁ ଆଜି ଆମେ ମାନେ ଗୋଟିଏ ଘରେ ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିକି ଆମେ ପେଟ ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା |

ତେବେ ଗ୍ୟାଷ୍ଟିକ ଓ ପେଟ ସମସ୍ୟା ଗୋଟିଏ ସାଧାରଣ ସମସ୍ୟା ନୁହଁ, ଏହି ପେଟ ସମସ୍ୟା ଯୋଗୁଁ ଆମେ ବିଭିନ୍ନ ପ୍ରକାରର ସମସ୍ୟାରେ ମଧ୍ୟ ପଡିଥାଉ |ତେବେ ଆମର ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ | ତେଣୁ ଏହି ସ୍ୱାସ୍ଥ୍ୟ କୁ ଭଲ ରଖିବା ହେଉଛି ଆମର ଦାୟିତ୍ୱ | ତାହେଲେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆସନ୍ତୁ କେତୋଟି ଘରେଇ ଉପଚାର ପ୍ରସ୍ତୁତ କରିବା |

ଆବଶ୍ୟକୀୟ ଉପକରଣ :-

ହରିଡ଼ା, ଜିରା, ଜୁଆଣି, ପାନମୋହୁରି, କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମେ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆମେ 3-4 ଟି ହରିଡ଼ା ନେବା | ଆଉ ଦେହି ହରିଡ଼ା କୁ ଦର ଚେଞ୍ଚା କରି ରଖିବା | ତାପରେ ଆମେ ଗୋଟିଏ କଢେଇ ବସେଇବା ଓ ତାକୁ ଗରମ କରିବା ତାପରେ ସେଥିରେ ଆମେ ଜୁଆଣି ଆଉ ଜିରା କୁ ପକେଇକି ଭାଜିଦେବା | ଆଉ ତାହାର ରଙ୍ଗ ପରିବର୍ତ୍ତନ ହେଇକି ହଳଦିଆ ହେବା ପର୍ଯ୍ୟନ୍ତ ଭାଜିବା | ତାହା ପରେ ସେ ଗୁଡିକୁ କାଢି ଆଣିକି ଭଲ ଭାବରେ ଗୁଣ୍ଡ କରିଦେବା | ତାହା ପରେ ତାକୁ କାଢି ଆଣିବା | ତାପରେ ଆମେ ଗ୍ରାଇଣ୍ଡୋର ବସେଇକି ସେଥିରେ ପାନମୋହୁରି, କଳା ଲୁଣ ପକେଇବା ଓ ଭାଜିକି ରଖିଥିବା ହରିଡ଼ା, ଜୁଆଣି ଓ ଜିରା କୁ ସେଥିରେ ପକେଇବା ଓ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବା | ତା ପରେ ସବୁକୁ ମିସେଇକି ଗୁଣ୍ଡ କରିକି ରଖିବା | ତାପରେ ଆମେ କଢେଇ ବସେଇ ଗୋଟିଏ ଗ୍ଲାସ ପାଣି କୁ ଫୁଟେଇ ଗରମ କରିବା |

ବ୍ୟବହାର :-

ଏହି ଗୁଣ୍ଡ କୁ ଆମେ ରାତିରେ ଖାଇବା ପରେ ଉଷୁମ ପାଣିରେ ମିସେଇକି ପିଇପାରିବା, ନହେଲେ ଆମେ ଏହି ଗୁଣ୍ଡ ର ଗୋଟିଏ ଚାମଚ କୁ ଖାଇ ପରେ ଉଷୁମ ପାଣି ପିଇପାରିବା |

ଏହି ପରି ଭାବରେ ଆମେ ଉପଚାର ପ୍ରସ୍ତୁତ କରିକି ବ୍ୟବହାର କରିଲେ ପେଟରେ ଗ୍ୟାସ ଜମିବା ଓ ପେଟ ସଫା ନ ହେବା ଭଳି ରୋଗ ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.