ହଁ ଦର୍ଶକ ବନ୍ଧୁ ଆଜି ଆମେ ମାନେ ଏପରି ଏକ ବସ୍ତୁ ଭିତ୍ତିକ ଜିନିଷ ଉପରେ ଆଲଚନା କରିବାକୁ ଯାଉଛୁ , ଯାହା ଆମ ସମସ୍ତଙ୍କ ପାଇଁ ଜାଣିରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯଦି ସେହି ସବୁ ନିୟମକୁ ମାନିଚଳିବା ତାହେଲେ ଆମର କୌଣସି ବି ଅଭାବ ହେବ ନାହିଁ | ତେବେ ଆଜିର ଆମେ ଆଲୋଚନା କରିବା କେଉଁ କେଉଁ ଗଛ ଆମ ବାସ୍ତୁରେ ରହିବା ଭଲ ଆଉ କେଉଁ ସବୁ ଆମ ବସ୍ତୁରେ ରହିଲେ ଆମର ଘରର ତଥା ନିଜର ମଧ୍ୟ ଉନ୍ନତି ହୋଇ ନଥାଏ , ଆସ ସେ ବିଷୟରେ ଆଲଚନା କରିବା |
ସାଧାରଣତଃ ଆମେ ମାନେ ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ ଯଥା ତୁଳସୀ, ମନି ପ୍ଲାଣ୍ଟ ଇତ୍ୟାଦି, ଏହି ସମସ୍ତ ଗଛ ଆମ ଘରେ ରହିଲେ ଭଲ ମାତ୍ର ଆଉ କେତୋଟି ନିୟମ ଆମ ଶାସ୍ତ୍ରରେ ଅଛି ଯାହାକୁ ମାନି ଚଳିଲେ ଆମର କିଛିବି କ୍ଷତି ହୋଇନଥାଏ, ଆସନ୍ତୁ ସେ ବିଷୟରେ ଆଜି ଜାଣିବା |
କେଉଁ କେଉଁ ଗଛ ଆମର ବାସ୍ତୁରେ ରହିଲେ ଆମର କ୍ଷତି ହୋଇଥାଏ :-
1-ଯଦି ଆପଣଙ୍କ ଘରେ କାକଟସ ଅର୍ଥାତ କଣ୍ଟା ଜାତୀୟ ଗଛ ରଖୁଛନ୍ତି ତେବେ ତାହା ଆପଣଙ୍କ ଘର ଉପରେ କୁ ପ୍ରଭାବ ପକାଇବା ସହିତ ଆପଣଙ୍କ ଧନଜୀବନରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥାଏ |
2-ଦ୍ୱିତୀୟ ରେ ଗନସାଇ ଗଛକୁ ଆପଣଙ୍କ ଘରେ ଆଦୁବି ରଖନ୍ତୁ ନାହିଁ, ବାସ୍ତୁ ଶାସ୍ତ୍ର ଅନୁସାରେ ଗନସାଇ ଗଛ ଯଦି ଘରେ ରହିବ ତାହେଲେ ତାହା ଆମ ଘର ଉପରେ କୁ ପ୍ରଭାବ ପକାଇବା ସହିତ ଘରର ମଧ୍ୟ ଉନ୍ନତି ହେବ ନାହିଁ, ଓ ସବୁବେଳେ ଘରେ ଦୁଃଖ ଓ ଦୁର୍ଦଶା ଲାଗି ରହିବ ଏହି ଗଛକୁ ଆପଣ ଘରର ବାହାରେ ଖୋଲା ପଡିଆରେ ବା ଆପଣଙ୍କ ଘରର ଗାଡେନରେ ଲଗାଇ ପାରିବେ
3-ତୃତୀୟ ରେ ଭୁଲରେ ବି ଆପଣଙ୍କ ବାସ୍ତୁରେ ବା ଘରେ ତେନ୍ତୁଳି ବା ମେହେନ୍ଦି ଗଛକୁ ରଖନ୍ତୁ ନାହିଁ, କାରଣ ଏହି ପ୍ରକାରର ଗଛ ଉପରେ ନେଗେଟିଭ ଶକ୍ତିର ପ୍ରଭାବ ରହିଥାଉ ଯାହା ଘରେ ରହିଲେ ବହୁତ ଅମଙ୍ଗଳ ହୁଏ |
4-ନିଜ ଘରେ କେବେବି ମରିଯାଇଥିବା ଗଛକୁ ରଖନ୍ତୁ ନାହିଁ,କାରଣ ବଞ୍ଚିଲା ଗଛ ଆପଣଙ୍କ ଜୀବନ ଧାରଣ କୁ ସୁଖମୟ କରିଥାଏ, କିନ୍ତୁ ମରିଯାଇଥିବା ଗଛ ଖରାପ ପ୍ରଭାବ ଘର ଉପରେ ପକାଇଥାଏ|
5-ଘରେ କେବେବି ତୁଳା ଅର୍ଥାତ କପା ଗଛ ରଖନ୍ତୁ ନାହିଁ, ତାହା ସହିତ ଆପଣଙ୍କ ଘରର ଉତ୍ତରରେ କେବେବି କୁଣ୍ଡରେ ଗଛ ଲଗାନ୍ତୁ ନାହି ଓ ଘରର ପୂର୍ବ ଦିଗରେ ମଧ୍ୟ ବଡ ଗଛ ରଖନ୍ତୁ ନାହିଁ ଯାହା ଘରୁ ଉପରେ ନୋକାରାତ୍ମକ ପ୍ରଭାବ ପକାଇଥାଏ |
ତେବେ ଏହି ସବୁ ନିୟମ ମାନି ଚଳିଲେ ବାସ୍ତୁ ଜଣିତ ସମସ୍ୟା ଆପଣଙ୍କର ଦୂରେଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।