Swastik Tv News Odisha

ଘର ପଛ ପଟେ ନୂଆ ବାହା ହୋଇଥିବା ବୋହୂ ସହିତ ପ୍ରେମିକର ଚାଲିଥିଲା ରାସଲୀଳା, ସମ୍ପର୍କୀୟ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ କରିଦେଲା ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ପରିବେଶ ଏତେ ମାତ୍ରାରେ କଳୁଷିତ ହୋଇଗଲାଣି ଯେ ସେ ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟକର ହୋଇପଡୁଛି । ଆପଣ ମାନେ ପ୍ରତିଦିନ କିଛି ନା କିଛି ନୂତନ ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିବାକୁ ପାଉଥିବେ । ତେବେ କୁହାଯାଉଛି ଯେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ କଣ ହେବ , ସେମାନେ ଏମିତି କିଛି ଲଜ୍ୟାଜନକ କାର୍ଯ୍ୟ କରି ବସୁଛନ୍ତି , ଯେଉଁଥି ପାଇଁ ସେମାନଙ୍କୁ ସମାଜରେ ନିନ୍ଦିତ ଓ ଅପମାନିତ ହେବାକୁ ପଡିଥାଏ । ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣ ମାନେ ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘଟଣାଟି ହେଉଛି ଜଣେ ବିବାହିତ ମହିଳାଙ୍କୁ ତାଙ୍କ ପୁରୁଣା ପ୍ରେମିକ ରାତି ଅଧରେ ଦେଖା କରିବା ପାଇଁ ଆସିଥିଲେ । ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେଇଥିବାର ଦେଖିବାକୁ ମିଳିଛି । ପରିବାର ଲୋକଙ୍କ କହିବା କଥା ଏହି ଯୁବକ ଜଣକ ମହିଳାଙ୍କର ପୁରୁଣା ପ୍ରେମିକ ଥିଲେ , କିନ୍ତୁ ଉକ୍ତ ମହିଳା ଜଣକ ବିବାହିତ ଏବଂ ତାଙ୍କର ଗୋଟେ କୁନି ଛୁଆ ଥିବାର ମଧ୍ୟ ସେ ଜାଣିଥିଲେ । କିନ୍ତୁ ଏହାପରେ ବି ଉକ୍ତ ଯୁବକ ଜଣକ ରାତି ଅଧରେ ଲୁଚି ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ତାଙ୍କ ଶାଶୁଘରକୁ ଆସିଥିଲେ । ତେବେ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଧରି ପକାଇଥିଲେ ।

ରସିକିଆ ପ୍ରେମିକକୁ ଧରିବା ପରେ ଶାଶୁଘର ଲୋକେ ତାର ହାତ ଦୁଇଟିକୁ ବାନ୍ଧି ମନଇଚ୍ଛା ପିଟିଥିଲେ । ମହିଳା ଜଣକ ମଧ୍ୟ ଏ ବାବଦରେ କୌଣସି ପାଟି ଖୋଲି ନଥିଲେ , ପରିବାର ଲୋକ ଉକ୍ତ ଅଭିଯୁକ୍ତଙ୍କୁ ମନଇଚ୍ଛା ବାନ୍ଧି ପିଟିଥିଲେ । ଏ ଘଟଣା ଘଟିବା ପରେ ପରିବାର ଲୋକ ଙ୍କ ମୁଣ୍ଡ ତଳକୁ ହୋଇଯାଇଛି ଏବଂ ନିଜକୁ ବହୁତ ଲଜ୍ଜିତ ଅନୁଭବ ମଧ୍ୟ କରୁଛନ୍ତି । କାରଣ ଜଣେ ବିବାହିତ ମହିଳା ଏବଂ ତାର ଗୋଟିଏ କୁନି ଛୁଆ ଥିବାର ପୁରୁଣା ଜାଣି ମଧ୍ୟ ଏପରି ରାତି ଅଧରେ ଲୁଚି କରି ଦେଖା କରିବା ପାଇଁ ଆସିବା ସତରେ କେତେ ନିନ୍ଦନୀୟ ବାର୍ତ୍ତା ହୋଇପାରେ ।

ତେବେ ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ , ଆଜିର ଯୁବପିଢୀ ମାନେ ପ୍ରେମ ରେ ଏତେ ଅନ୍ଧ ହୋଇଗଲେଣି ଯେ କେଉଁଟା ଠିକ୍ ଏବଂ କେଉଁଟା ଭୁଲ ତାହା ମଧ୍ୟ ସେମାନେ ଜାଣି ପାରୁ ନାହାନ୍ତି । ଏମିତି କିଛି କାର୍ଯ୍ୟ କରୁଛନ୍ତି , ଯେଉଁଥି ପାଇଁ ନିଜେ ହଇରାଣରେ ପଡୁଛନ୍ତି ଏବଂ ସମାଜ ଆଗରେ ଲଜ୍ଜିତ ହେବାକୁ ପଡୁଛି । ତେଣୁ ଆପଣ ମାନେ ଏମିତି କିଛି ଭୁଲ କାର୍ଯ୍ୟ କରନ୍ତୁ ନାହିଁ , ଯାହା ଆପଣଙ୍କୁ କଷ୍ଟ ଦେବା ସହ ଅପମାନ ଏବଂ ସମାଜରେ ଲଜ୍ଜିତ ହେବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.