ଚମତ୍କାର… ” ସାରେ ଜାହାନ ସେ ଆଛା ” ଗୀତକୁ ଏମିତି ସ୍ୱରରେ ବଜାଇଲା ଏହି କୁନି ଝିଅ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଏବେ ଏକ କୁନି ପିଲାର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।ଏହା ହେଉଛି ଏକ କୁନି ପିଲାର ବାଦ୍ୟ ଯନ୍ତ୍ର ବଜାଉ ଥିବାର ଭିଡିଓ। ପିଲାଟି ଯେଉଁଭଳି ଭାବରେ ଏଠାରେ ଏହି ମ୍ୟୁଜିକାଲ ଯନ୍ତ୍ରଟିକୁ ବଜାଉଛି ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ତାର ଏଭଳି ପ୍ରତିଭା କୁ ଦେଖି ପ୍ରଶଂସା କରିବେ। ଏହା ଏକ ମଜାଦାର ମୁହୂର୍ତ୍ତର ଭିଡିଓ ଅଟେ। ପିଲାଟି ଆଗ୍ରହ, ଆତ୍ମ ବିଶ୍ୱାସ ର ସହିତ ଯେଉଁଭଳି ଭାବରେ ଏହାକୁ କରୁଚି ତାହା ବେଶ୍ ଆକର୍ଷଣୀୟ ଲାଗୁଛି। ଥରେ ଦେଖନ୍ତୁ ଭଲ ଭାବରେ ଏହି ଭିଡିଓ କୁ ପିଲାଟି କିପରି ଭାବରେ ତାର କଳାର ପ୍ରଦର୍ଶନ କରୁଛି।

ବାସ୍ତବରେ ଏହାକୁ ଦେଖିବାକୁ ବହୁତ୍ ଖୁସି ଲାଗୁଛି।ତେବେ ଛୋଟ ଛୋଟ ପିଲା ମାନଙ୍କ ର ଏଭଳି କାର୍ଯ୍ୟର ଭିଡିଓ ଦେଖିବା ପାଇଁ ବାସ୍ତବ ରେ ବହୁତ୍ ଭଲ ଲାଗିଥାଏ। ଆପଣ ତ ସେମାନଙ୍କ ଯେ କୌଣସି ପ୍ରତିଭାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତାଙ୍କର ଗୀତ ଗାଇବା, ଡାନ୍ସ କରିବା, ଅନ୍ଯ କିଛି ପ୍ରତିଭା ଦେଖାଇବା ଆଦି କାର୍ଯ୍ୟ କଲାପ ଦେଖିବାରେ ଏକ ଭିନ୍ନ ଆନନ୍ଦ ରହିଥାଏ। ସେହିପରି ଏହି କୁନି ପିଲାଟି ଯେଉଁଭଳି ଭାବରେ ଅତି ସୁନ୍ଦର୍ ଭାବରେ ଏହି ବାଦ୍ୟ ଯନ୍ତ୍ରକୁ ବଜାଉଛି ତାହା ବାସ୍ତବ ରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହାକୁ ଶୁଣିବା ପରେ ବେଶ୍ ଖୁସି ଲାଗୁଛି।

କାରଣ ଏହି କୁନି ପିଲାଟି ସାରେ ଜହଁଆ ସେ ଅଛା, ହିନ୍ଦୁସ୍ଥାନ ହମାରା ଗୀତର ଲିରିକ୍ସ କୁ ଏଠାରେ ଏହି ବାଦ୍ୟ ଯନ୍ତ୍ରରେ ବେଶ ସୁନ୍ଦର୍ ଭାବରେ ବଜାଉଛି। ଏହାକୁ ସେଠାରେ ଉପସ୍ଥିତ ଅନେକ ଜଣ ଶୁଣୁଛନ୍ତି ଏବଂ ଖୁସି ଉପଭୋଗ ବି କରୁଛନ୍ତି।ଏତେ ସୁନ୍ଦର ଭାବରେ କୁନି ପିଲାଟି ଏହାକୁ ବଜାଉଛି ଯେ ଯାହାକୁ ଶୁଣିବା ପରେ ଦେଶମାତୃକା ପ୍ରତି ଦେଶପ୍ରେମ ର ଭାବ ଜାଗ୍ରତ ହେଉଛି ଏବଂ ମନ ଭିତରେ ଏକ ଭିନ୍ନ ପୁଲକ ଖେଳି ଯାଉଛି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏଠାରେ ଏହି ବାଦ୍ୟ ଯନ୍ତ୍ରକୁ ବଜାଉ ଥିବା ଝିଅଟିର ନାମ ହେଉଛି ପ୍ରିୟଦର୍ଶିନୀ ଗେରା।

ବିଦ୍ୟାଳୟ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଏହି କୁନି ଝିଅଟି ଏହି ପ୍ରତିଭାକୁ ପ୍ରଦର୍ଶନ କରୁଛି। ତେବେ ଏହା ଆମ ରାଜ୍ୟର ନୁହେଁ।ଏହି ପିଲାଟି ହେଉଛି କୋଠାଗୁଡେମ ର ତ୍ରିବେଣୀ ବିଦ୍ୟାଳୟର। କୌଣସି ଏକ ଜାତୀୟ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଛି ଏବଂ ଏହି ପିଲାଟି ଏହି ଭଳି ଏକ ସୁନ୍ଦର୍ ପ୍ରତିଭା କୁ ସେଠାରେ ପ୍ରଦର୍ଶନ କରିଛି। ଏହାକୁ ଦେଖି ଅନେକ ଜଣ ପିଲାଟିର ଏହି ଚମତ୍କାର ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment