ହଁ ଦର୍ଶକ ବନ୍ଧୁ ଟୁଁଙ୍ଗୁରୁ ଆଉ ବର୍ଷା ଙ୍କ ନାଁ ଏବେ ଏତେ ଫେମସ ହୋଇଛି କି ଯୁଆଡେ ଯିବ ସେହି ଗୋଟିଏ ନାଁ ଟୁଁଙ୍ଗୁରୁ ଆଉ ବର୍ଷା ଆଉ ତାଙ୍କର ପ୍ରେମ କାହାଣୀ | ତେବେ ଏବେ ନୂଆ ଗୋଟିଏ ମ୍ୟୁଜିକ ଭିଡିଓ ବର୍ତ୍ତମାନ ରିଲିଜ ହେଉଛି ଯାହା ଟୁଁଙ୍ଗୁରୁ ଭୋଳ ବର୍ଷା ଙ୍କୁ ପ୍ରେମରେ ଯୋଉ ଧୋକା ଦେଇଛନ୍ତି, ସେହି ଘଟଣାକୁ ନେଇକି ବନେଇଛନ୍ତି | ଆଉ ଯୋଉଥିରେ ବର୍ଷା ଟୁଁଙ୍ଗୁରୁ ଭୋଳ ପାଇଁ କାନ୍ଦୁଛନ୍ତି | ଆଉ ସେହି ମ୍ୟୁଜିକ ଭିଡିଓର ନା ହେଉଛି “ବର୍ଷା କାନ୍ଦୁଛିରେ ବସି ଏକା “ଯାହା ବହୁତ ଫେମସ ହେବାକୁ ଲାଗିଛି |ତେବେ ଆସନ୍ତୁ ମ୍ୟୁଜିକ ଭିଡିଓ ବନାଇଥିବା ବର୍ଷାଙ୍କ ମ୍ୟୁଜିକ ଭିଡ଼ିଓ ବିଷୟରେ ଅଧିକ ଜାଣିବା |
ଏମିତି ଏକା ମ୍ୟୁଜିକ ଭିଡିଓ ବର୍ତ୍ତମାନ ସୁଟିଂ ହେଇଛି ଯାହା ବର୍ଷା ଆଉ ଟୁଁଙ୍ଗୁରୁ ଭୋଳ ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ କୁ ନେଇକି ରିଲିଜ ହେଇଛି | ଆଉ ଯୋଉ ଭିଡିଓରେ ବର୍ଷା ଟୁଁଙ୍ଗୁରୁ ଙ୍କୁ ପ୍ରେମ କରିବା କଥା କହିଛନ୍ତି, ଆଉ ଟୁଁଙ୍ଗୁରୁ ମଧ୍ୟ ପ୍ରଥମେ ବର୍ଷା ଙ୍କୁ ପ୍ରେମ କଥା କହିକି ବହୁତ ପ୍ରତିଶୃତି ଦେଇଛନ୍ତି | କିନ୍ତୁ ପରେ ସମସ୍ତ ପ୍ରତିଶୃତି କୁ ଭୁଲି ଯାଇଛନ୍ତି ଆଉ ଅନ୍ୟ ଝିଅ ସହିତ ରାସ ନୀଳା ଚଳେଇ ଛନ୍ତି | ଆଉ ଯାହାକୁ ପ୍ରତିବାଦ କରିବାରୁ କହିଛି କି ମୋର ତ ସହିତ କିଛି ବି ସମ୍ପର୍କ ନାହିଁ ମୁଁ କେବଳ ଟାଇମ ପାସ କରୁଥିଲି ତ ସହିତ | ଏହା ଶୁଣିବା ପରେ ବର୍ଷା ମନ ଭାଙ୍ଗି ଯାଇଛି ଓ ଶ୍ରୀ କାନ୍ଦିବାକୁ ଲାଗିଛନ୍ତି , ଆଉ ଟୁଁଙ୍ଗୁରୁ ଙ୍କର କଥା କୁ ମଧ୍ୟ ମନେ ପକାଉଛନ୍ତି |ଆଉ ଟୁଁଗୁରୁଙ୍କ ପାଇଁ ବାହୁନି ବାହୁନି କାନ୍ଦୁଛନ୍ତି ବର୍ଷା |
ଏହି ଘଟଣା କୁ ନେଇକି ସୁଟିଂ ହୋଇଛି ବର୍ଷା ଆଉ ଟୁଁଙ୍ଗୁରୁ ଙ୍କର ଲଭ ଷ୍ଟୋରୀ ର ଭିଡିଓ ଟି ବର୍ଷା ଙ୍କ ସହିତ ଯାହା ସବୁ କରିଛନ୍ତି ସବୁ ଘଟଣାକୁ ନେଇକି ଏହି ଭିଡିଓଟି ଆଧାରିତ ହୋଇଛି |ତେବେ ଟୁଁଙ୍ଗୁରୁ ଙ୍କୁ ନେଇକି ମ୍ୟୁଜିକ ଭିଡିଓ ସୁଟିଂ ହେଇଥିଲା ବେଳେ ବର୍ଷା ଆଗରୁ ମ୍ୟୁଜିକ ଭିଡିଓ ସୁଟିଂ କରିନଥିଲେ | କିନ୍ତୁ ଏବେ ବର୍ଷା ସୁଟିଂ କରୁଛନ୍ତି ଆଉ ସେ ମିଡ଼ିଆ ସାମ୍ନାରେ କହିଛନ୍ତି କି, ଆଜି ତାଙ୍କର ଦୁଇ ଜାଗାରେ ଭିଡିଓର ସୁଟିଂ ଥିଲା |
ତେବେ ପ୍ରଥମେ ସେମାନେ କଟକ ରେ ସୁଟିଂ କରିଥିଲେ , ତାପରେ ସେମାନେ ଭୁବନେଶ୍ୱର ଯାଇଥିଲେ ସୁଟିଂ ପାଇଁ ଓ ପୁଣି ସେମାନେ କଟକ ଯାଉଛନ୍ତି | ତେବେ ସମ୍ପୂର୍ଣ୍ଣ ଭାବରେ ସୁଟିଂ ସରିଯାଇଛି, ଓ ଲୋକ ମାନେ ମଧ୍ୟ ଚାହିଁ ରହିଥିଲେ କି ଏହିଭଳି ଗୋଟିଏ ଭିଡିଓ ବର୍ଷା କେବେ ବନେଇବେ, ତେବେ ବର୍ଷା ଫାଇନାଲି ମ୍ୟୁଜିକ ଭିଡିଓ ବନେଇଛନ୍ତି | ଯାହା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।